ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୮, ୨୦୨୩ )

ପୁରୀ ପେଣ୍ଠକଟା ବସ୍ତି ଅଞ୍ଚଳର ଶିଶୁ ମାନେ ଗୋବର, ଗୋମୁତ୍ର, କ୍ଷୀର, ଦହି ଓ ବିଭିନ୍ନ ପ୍ରକାର ଶସ୍ୟରେ ପଞ୍ଚଗବ୍ୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି

 

କଟକସ୍ଥିତ ଖାନନଗର ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ସହିତ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

 

କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ କଟକ ତିନିକୋଣିଆ ବଗିଚା ସ୍ଥିତ ବାସ ଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଭିନ୍ନ ବର୍ଗର ବ୍ୟକ୍ତିବୃନ୍ଦ

 

ଖାରବେଳ ଏନକ୍ଳେଭ ପ୍ରୋଜେକ୍ଟ ନାଁରେ ଟଙ୍କା ଦେଇଥିବା ଲୋକେ ଓଡ଼ିଶା ହାଉସିଂ ବୋର୍ଡ ଅଫିସ ସମ୍ମୁଖରେ ଘର ଦେବା ଲାଗି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି

 

ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ମେଡିକୋ ଲିଗାଲ ଫେଲିସିଟେସନ ସେଣ୍ଟରକୁ ସାଂସଦ ସୁଜିତ କୁମାର ଉଦଘାଟନ କରୁଛନ୍ତି

 

କଲେଜରେ ନିର୍ବାଚନ ଦାବି କରି NSUI ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୂ ସବ୍ୟସାଚୀ ନାୟକଙ୍କ ସରକାରୀ କ୍ୱାର୍ଟର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

 

ଓଡ଼ିଶା ରାଜ୍ୟ ସମିତି ସଭ୍ୟ ସଭ୍ୟା ପରିବାର ପକ୍ଷରୁ ୧୨ ଦଫା ଦାବିରେ ଭୁବନେଶ୍ୱରସ୍ଥିତ ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ

 

ବିଜେପି ସଦସ୍ୟ ଏବଂ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଭୁବନେଶ୍ୱର ବିଏମସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

 

  ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିଅମରେ ଆୟୋଜିତ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?