ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୨, ୨୦୨୦)

କଟକ ଯୋବ୍ରା ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣରେ ବସିଥିବା ବଗ ରାଜଧାନୀରେ ରାଜଭବନ ପେଟ୍ରୋଲ୍‍ ପମ୍ପ୍‍ ସମ୍ମୁଖରେ ଜଣେ କଣ୍ଢେଇ ବିକାଳୀ କଣ୍ଢେଇ ବିକୁଛନ୍ତି କଟକ ଯୋବ୍ରା ଆନିକଟରେ ଜାଲ ପକାଇ ମାଛ ଧରୁଛନ୍ତି ଧୀବର ମା’ ଝାଞ୍ଜିରୀମଙ୍ଗଳାଙ୍କ ଭୁବନେଶ୍ୱରୀ ବେଶ ମା’…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୦)

ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପାଇଁ ବାପୁଜୀନଗର ଏବଂ ଅଶୋକନଗର ଅଞ୍ଚଳରେ ପୋଲିସ୍ କର୍ମଚାରୀଙ୍କ ରେଡ୍   ମା ଝାଞ୍ଜିରୀମଙ୍ଗଳାଙ୍କ ଷୋଡ଼ଶୀ ବେଶ   ଜଣେ ମହିଳା ବିକ୍ରେତା ଭୁବନେଶ୍ୱରର ରାଜଭବନ ରାସ୍ତାରେ ନିଜ ପିଲା ସହ ଖେଳୁଛନ୍ତି

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୦, ୨୦୨୦)

ଆସନ୍ତା କାଲି ଦୁତିଆ ଓଷା ପାଇଁ ଲୋକମାନେ ବଜାରରେ କିଣା କିଣି କରୁଛନ୍ତି ଭୁବନେଶ୍ୱରର ୟୁନିଟ୍-୨ ମାର୍କେଟ ବିଲଡିଂରେ ଗ୍ରାହକ ମାନେ ସାମାଜିକ ଦୂରତା କୁ ଦୃଷ୍ଟି ଦେଉନାହାନ୍ତି କଟକରେ କୋଭିଡ ଆଦର୍ଶକୁ କାର୍ଯ୍ୟକାରୀ କରିବା ପାଇଁ ନିୟୋଜିତ ପୋଲିସ୍ ସାମାଜିକ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୯, ୨୦୨୦)

କଟକ ବାଲିଯାତ୍ରା ତଳ ପଡ଼ିଆରେ ପିଲାମାନେ ଗୁଡ଼ି ଉଡ଼ାଉଛନ୍ତି ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ: କଟକ ଉପର ତେଲେଙ୍ଗା ବଜ଼ାର ପୂଜା ମଣ୍ଡପରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ପ୍ରତିମା କଟକ ରେଳଷ୍ଟେସନ ସମ୍ମୁଖ ଫୁଟପାଥରେ ଲୋକମାନେ ବିଶ୍ରାମ ନେଉଛନ୍ତି ଭୁବନେଶ୍ୱରରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୦)

ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପ୍ରାଚୀରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି କଟକ କଲେଜ ଛକ ରାସ୍ତା ପାର୍ଶ୍ୱରେ କଣ୍ଢେଇ ବିକୁଥିବା ବ୍ୟବସାୟୀ କଟକ ଯୋବ୍ରା ବ୍ୟାରେଜ ଫୁଟପାଥରେ ଉଠା ବ୍ୟବସାୟୀଙ୍କ ଲାଗି ଉପୁଜୁଥିବା ଟ୍ରାଫିକ ସମସ୍ୟା

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୭ , ୨୦୨୦)

ଯାତ୍ରୀମାନେ ସୋମବାର ଭୁବନେଶ୍ୱର ରେଳ ଷ୍ଟେସନରେ ସାମାଜିକ ଦୂରତା କୁ ମାନୁ ନାହାନ୍ତି       ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକଙ୍କ ବାଧ୍ୟତାମୂଳକ କୋଭିଡ ପରୀକ୍ଷା ଉପରେ ଆଲୋଚନା କରିଛନ୍ତି କଟକସ୍ଥିତ ଗୋରିଶଙ୍କର ପାର୍କ ନିକଟରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୬, ୨୦୨୦)

କଟକ ଯୋବ୍ରା ପାର୍କ ପରିସରରେ ଗୋଟିଏ ଏଣ୍ଡୁଅ ଫୁଲ ଉପରେ ବସିଛି। କଟକର ଖାନନଗର ଟ୍ରେନ ପୋଲ ନିକଟରେ କାଠଯୋଡ଼ି ନଦୀ ମଧ୍ୟକୁ ସହରର ଆବର୍ଜନା ପାଣି ଛଡ଼ାଯାଉଛି। ଗୋଟିଏ କଙ୍କି କଟକ ଯୋବ୍ରା ପାର୍କ ବାଡ଼ ଉପରେ ବସିଛି। ଲକ୍‌…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୫, ୨୦୨୦)

କଟକ ବିଡାନାସୀରେ ଜଳମଗ୍ନ ଅଞ୍ଚଳରୁ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି କଟକ ରିଙ୍ଗବନ୍ଧ ରାସ୍ତାପାର୍ଶ୍ୱ ଗଛଡାଳରେ ବସିଥିବା ପକ୍ଷୀ ମହାନଦୀ ପଠାରେ ଶୋଭା ପାଉଥିବା କାଶତଣ୍ଡୀ ଫୁଲ

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୪, ୨୦୨୦)

ମହାନଦୀ ଜଳରାଶିରେ ଶୋଭା ପାଉଥିବା ନୀଳାକାଶର ଭସା ବାଦଲଖଣ୍ଡର ପ୍ରତିବିମ୍ବ ପୁରୀଘାଟ ପାର୍ଶ୍ୱସ୍ଥ କାଠଯୋଡି ଜଳରାଶି ମଧ୍ୟରେ ବିଶ୍ରାମ ନେଉଥିବା ମଇଁଷିପଲ ବନ୍ୟାଜଳ ହ୍ରାସ ପାଇବା ପରେ ଯୋବ୍ରା ଆନିକଟ ଠାରେ ମହାନଦୀରେ ପ୍ରବାହିତ ଜଳସ୍ରୋତରେ ଖାଦ୍ୟ ଅନ୍ୱେଷଣରେ ଚାହିଁ ରହିଥିବା…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୩ , ୨୦୨୦)

ଭୁବନେଶ୍ୱର ରାଜମହଲ ଛକ ନିକଟରେ ଜଣେ ମହିଳା ବ୍ୟବସାୟୀ ବାଉଁଶ ରେ ପାଛିଆ ତିଆରି କରୁଛନ୍ତି ଭୁବନେଶ୍ୱରର ପୁରୁଣା ଟାଉନ୍ ଅଞ୍ଚଳରେ ଥିବା ପାପନାଶିନୀ ପୋଖରୀ କୁ ସଫା କରାଯାଉଛି କଟକ ର ଚାନ୍ଦିନୀଚୌକ ଠାରେ ଜଣେ ବ୍ୟବସାୟୀ ଠେଲା ଗାଡ଼ିରେ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨, ୨୦୨୦)

ପିତୃପକ୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ତିଳତର୍ପଣ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜୀବନ: କଟକ ବାଦାମବାଡ଼ିର ଦୃଶ୍ୟ କଟକ ଦୋଳମୁଣ୍ଡାଇରେ ଟ୍ରଲିରେ ବସି ଯାଉଛନ୍ତି ପରିବାର ଲୋକେ   କଟକ ବାଦାମବାଡ଼ିରେ ସାମାଜିକ ଦୂରତ୍ୱକୁ ଅବମାନନା

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧, ୨୦୨୦)

ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ   ଭୁବନେଶ୍ୱର ପଟିଆରେ ଜେଇଇ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି   କଟକ ସିଡିଏରେ ଏକ ସିମେଣ୍ଟ ପାଇପମଧ୍ୟରେ ଖେଳୁଛନ୍ତି ପିଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମ୍ମାନର୍ଥେ ଜାତୀୟ ପତାକାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?