ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୬, ୨୦୨୦)

 କଟକ ତାଳଦଣ୍ଡା କେନାଲ ରୋଡ୍‍ ପାର୍ଶ୍ୱରେ ଜଣେ ମହିଳା ବାଉଁଶସାମଗ୍ରୀ ପ୍ରସ୍ତୁତ କରୁଛନ୍ତି

ବିଡିଏ ତରଫରୁ ଭୁବନେଶ୍ୱର ୟୁନିଟ୍‍-୨ ମାର୍କେଟ୍‍ ବିଲ୍ଡିଂ ରୋଡ୍‌ରେ ବେଆଇନ୍‍ ଘରକୁ ଉଚ୍ଛେଦ କରାଯାଉଛି

କଟକଚଣ୍ଡୀ ଟ୍ରାଫିକ୍‍ ଛକ ସମ୍ମୁଖରେ ଗୋରୁପଲ ଅବାଧରେ ବିଚରଣ କରୁଛନ୍ତି

ଭୁବନେଶ୍ୱରରେ ଥିବା ବିନ୍ଦୁସାଗର ପୁଷ୍କରିଣୀରେ ଆହାର ଖୋଜୁଛି ବଗ

ଭୁବନେଶ୍ୱର ୟୁନିଟ୍‍-୨ ମାର୍କେଟ୍‍ ବିଲ୍ଡିଂ ରୋଡ୍ ଉପ‌ରେ ଗାଡିମୋଟର ରଖିବାରୁ ରାସ୍ତା ଅବରୋଧ ହୋ‍ଇଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୪ ଅକ୍ଟୋବର, ୨୦୨୬)

ଭୁବନେଶ୍ୱର ହାତିଆସୁଣୀରେ ପୁରୀ କୋଷ୍ଟାଲ ମାରାଥନ୍‌ ପାଇଁ ପ୍ରୋମୋ ରନ୍‌       କଟକର ବିଭିନ୍ନ ଦେବୀପୀଠରେ ବିଭିନ୍ନ ବେଶ       ତେଲୁଗୁ…

ଓଡ଼ିଶା: ଆଜିର ଫଟୋ ( ୩ ଅକ୍ଟୋବର, ୨୦୨୬)

ଶନିବାର ମେଫେୟାର ସାଙ୍କ୍ଚୁଆରୀରେ ୭ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୬ର ଉଦ୍‌ଘାଟନ   କଟକ କ୍ଲବ୍‌ ଆନେକ୍ସ-୨ ସଭାଗୃହରେ ଅନୁଷ୍ଠିତ UMIKA ଉଦ୍ୟୋଗୀ ମେଳାରେ ଅଂଶଗ୍ରହଣ କରିଥିବା ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?