
କରୋନା ସଂକ୍ରମଣ ସଚେତନତା ବାର୍ତ୍ତା କଟକ ମାଲଗୋଦାମ ଥାନା ପ୍ରାଚୀରରେ ଆଙ୍କୁଛନ୍ତି ଚିତ୍ରକାର

କଟକ କଲେଜ ଛକରେ ବ୍ୟବସାୟୀ ଜଣକ ବିକ୍ରି କରିବା ପାଇଁ ମୁଢି ପ୍ରସ୍ତୁତ କରୁଛନ୍ତି

କଟକ ଖାନନଗର ମାଳଚାନ୍ଦିଆ ଟ୍ରାଫିକ ଛକ ସମ୍ମୁଖ ରାସ୍ତାର ଦୁରାବସ୍ଥା

କଟକ ସିଡିଏ ମାଉସୀମା’ ମନ୍ଦିର ଭଙ୍ଗାଯିବା ପରେ ସେଥିରୁ ଭଗ୍ନାବଶେଷ ସଂଗ୍ରହ କରୁଛନ୍ତି ଲୋକେ


