ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୫, ୨୦୨୦)

କଟକ ରାଣୀହାଟ ପୋଲ ଫୂଟପାଥ ଉପରେ ବ୍ୟକ୍ତିଜଣକ ଛତା ମରାମତି କରୁଛନ୍ତି

 

କଟକ ଏସସିବି ମେଡିକାଲ ପରିସରରେ ଥିବା ସ୍ବୀପର କଲୋନୀ କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି

 

କଟକ ତାଳଦଣ୍ଡା କେନାଲ ପାର୍ଶ୍ୱରେ ଥିବା  ଗଛତଳେ ବତକମାନେ ଆଶ୍ରୟ ନେଉଛନ୍ତି

 

ଅନୁଗୋଳ ସହରରେ ଜଣେ ଶ୍ରମିକ କାମ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୩ )

  ବର୍ଷାରେ କଟକ ସହରର ବିଭିନ୍ନ ସ୍ଥାନର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୬, ୨୦୨୨)

ଭୁବନେଶ୍ୱରସ୍ଥିତ କେଶରୀ ହୋଟେଲରେ ଓଡିଶା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ୫୭ତମ ଜାତୀୟ ପ୍ରେସ ଦିବସ ପାଳନ   ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୮, ୨୦୨୨)

ରେଡକ୍ରସର ସଦସ୍ୟମାନେ ଓଡିଶାରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ପ୍ୟାକ୍ କରୁଛନ୍ତି   ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ ର ତୁଳସିପୁର ଅଞ୍ଚଳର...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୪, ୨୦୨୦)

ମୌସୁମୀ ଜନିତ ଲଗାଣ ବର୍ଷାରେ ଭିଜିଲା ଶ୍ରୀକ୍ଷେତ୍ର କଟକରେ ରଜ ମଉଜ   କଟକରେ ଜଣେ ବ୍ୟକ୍ତି ପାରାଙ୍କୁ ଖାଦ୍ୟ ଦେଉଛନ୍ତି   ଶଟଡାଉନ ଯୋଗୁ...

ଓଡିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୨ )

ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡ଼ାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓଡ଼ିଶା ସଂଗୀତ ମହାବିଦ୍ୟଳୟର ଛାତ୍ରୀଛାତ୍ର ଏବଂ ଅଧ୍ୟାପକଙ୍କ ଭୁବନେଶ୍ୱରରେ କ୍ୟାଣ୍ଡେଲ ରାଲି  ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨, ୨୦୨୩ )

ଭୁବନେଶ୍ୱରରେ ଲଘୁଚାପ ବର୍ଷା     ଭୁବନେଶ୍ୱର ପିଏମଜି ସ୍କୋୟାରରେ ଭଞ୍ଜସେନାର ସଦସ୍ୟଙ୍କ ଧାରଣା     ଲଗାଣ ବର୍ଷା ଫଳରେ କଟକ ସହରର ବିଭିନ୍ନ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୪, ୨୦୨୧)

ପୁରୀରେ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅଭଡ଼ା   କଟକ କୁମ୍ଭାରସାହି ଅଞ୍ଚଳରେ ଶିଳ୍ପୀ ଗଢୁଛନ୍ତି ଖୁଦୁରୁକୁଣି ମୂର୍ତ୍ତି   କଟକ ଚାନ୍ଦିନୀଚୌକ ରାସ୍ତା ପାର୍ଶ୍ଵରେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୬, ୨୦୨୨)

ରାଜ୍ୟ ଅଭିଲେଖାଗାର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିନୋଦ କାନୁନଗୋଙ୍କ ୧୧୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି   ରାଜ୍ୟସଭାକୁ ନିର୍ବାଚିତ...

Advertisement
Archives

Model This Week