ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୦)

ରାଜଧାନୀରେ ଲଗାଣ ବର୍ଷା ଅନୁଗୋଳରେ ରୋଇବା ଲାଗି ଧାନ ତଳି ନେଇ ଯାଉଛନ୍ତି ଚାଷୀ କଟକ ଚାଉଳିଆଗଞ୍ଜରେ ଆହାର କରୁଛି ଗୁଣ୍ଡୁଚି କଟକ ସିଡିଏରେ ସିମେଣ୍ଟ ପାଇପ ଉପରେ ପିଲା ମାରୁଛନ୍ତି ଡ଼ିଆଁ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୮, ୨୦୨୦)

ଗଣେଶଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କଟକ କୁମ୍ଭାରସାହିର ମୂର୍ତ୍ତିକାର   କଟକ ତୁଳସୀପୁରରେ ସ୍କାଉଟସ ଓ ଗାଇଡ୍ସ ଛାତ୍ରୀ ପିଲାଙ୍କୁ ମାସ୍କ ପିନ୍ଧାଇ ସଚେତନ କରାଉଛନ୍ତି   ସ୍ୱାବଲମ୍ବୀ: କଟକ ମଧୁସୂଦନ ନଗରରେ ଟ୍ରଲି ରିକ୍ସାରେ ନଡ଼ା ଲଦି ଯାଉଛନ୍ତି…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୭, ୨୦୨୦)

ଏକ ଫଳ ବିକ୍ରେତା ଏବଂ ତାଙ୍କ ସହଯୋଗୀ ଲିଙ୍କ୍ ରୋଡ୍ ନିକଟରେ ଗ୍ରାହକ ଙ୍କୁ ଅପେକ୍ଷା କରିଛନ୍ତି ଓମପି ଓଭର ବ୍ରିଜ ରେ କଳାକାରମାନେ କଟକର ପ୍ରସିଦ୍ଧ ‘ତାରାକସି’ କାର୍ଯ୍ୟରେ ଚିତ୍ର ଆଙ୍କିଛନ୍ତି ଯୋବ୍ରା ଆନିକଟ ଠାରେ ମହାନଦୀ ନଦୀରୁ ବନ୍ୟା…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୬, ୨୦୨୦)

ସପ୍ତାହ ଶେଷରେ ବନ୍ଦ ସମୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ପାଖରେ ଥିବା ରାସ୍ତାର ଦୃଶ୍ୟ ଭୁବନେଶ୍ୱରର ରାଜମହଲ ଛକ ନିକଟରେ ବାଉଁଶରେ ଜିନିଷପତ୍ର ତିଆରି କରୁଥିବା ଦମ୍ପତି ସପ୍ତାହ ଶେଷରେ ବନ୍ଦ ସମୟରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରେଳ ଯାତ୍ରୀମାନେ ଷ୍ଟେସନ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୫, ୨୦୨୦)

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାରେଡ ଅଭିବାଦନ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ କଟକ ବାରବାଟୀ କ୍ଲବ ହାଉସରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ପୁରୀରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ୭୪ତମ ସ୍ୱାଧୀନତା ଦିବସ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୪ , ୨୦୨୦)

୭୪ତମ ସ୍ବାଧିନତା ଦିବସ ଅବସରରେ ବନ୍ଦେ ମାତରମ ଗ୍ରୁପ ପକ୍ଷରୁ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି   ଅଗଷ୍ଟ ୧୫ ପାଇଁ ପ୍ରଦର୍ଶନୀ ପଡ଼ିଆରେ ପରେଡ ପ୍ରସ୍ତୁତି   ଅଗଷ୍ଟ ୧୫ ପାଇଁ କଳ୍ପନା ଛକରେ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩ , ୨୦୨୦)

ପ୍ରବଳ ବର୍ଷା ମଧ୍ୟରେ ପୁରୀର ରାସ୍ତାଗୁଡ଼ିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଷ୍ଟିଲ ରଡ଼ ଉପରେ କଙ୍କି ବସି ରହିଥିବାର ଦୃଶ୍ୟ ଜଣେ ଦୋକାନୀ ସ୍ୱାଧୀନତା ଦିବସ ପୂର୍ବରୁ ବୁକ୍ସିବଜ଼ାର ରେ ଜାତୀୟ ପତାକା ବିକୁଛନ୍ତି ଭୁବନେଶ୍ୱରରେ ବର୍ଷାର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୦)

ମାସ୍କରେ ତ୍ରିରଙ୍ଗା: କଟକ କଚେରୀ ରୋଡ଼ରେ ଚାଲିଛି ଏଭଳି ମାସ୍କ ବ୍ୟବସାୟ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଲାଗି ପରେଡ ଅଭ୍ୟାସ ଭୁବନେଶ୍ୱରରେ ବର୍ଷା କଟକ କାଠଯୋଡ଼ି ନଦୀ ପଠାରୁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି ଲାଗି ମାଟି ଅନୁକୂଳ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୦)

ଭୁବନେଶ୍ୱର ୟୁନିଟ-୯ ଏକାମ୍ର ସତ୍ୟସେବା ଆଶ୍ରମ ବୈକୁଣ୍ଠ ସରଣୀରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଭୁବନେଶ୍ୱର ରାମ ମନ୍ଦିର ବାହାରେ ଶ୍ରଦ୍ଧାଳୁ   ଭୁବନେଶ୍ୱର ଇସ୍କନ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ଼   ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ଲାଗି କୁଆଖାଇ ନଦୀ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୦, ୨୦୨୦)

ସାପ୍ତାହିକ ସର୍ଟଡାଉନ ଖୋଲିବା ପରେ ଭୁବନେଶ୍ୱରର ରାଜମହଲ ଏବଂ ବାପୁଜୀ ନଗର ଅଞ୍ଚଳରେ ପ୍ରବଳ ଜନଗହଳି ହୋଇଛି ଜନ୍ମାଷ୍ଟମୀ ପୂର୍ବରୁ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଥିବା ଜଣେ ଶିଳ୍ପୀ ରାଜଧାନୀ ଭୁବନେଶ୍ୱର ସୀମାନ୍ତରେ ଚାଷ ଜମିରେ କୃଷକ ମାନେ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୯, ୨୦୨୦)

କଟକସ୍ଥିତ କାଠଯୋଡ଼ି ନଦୀ କୂଳରେ ଖୁଦୁରୁକୁଣୀ ପୂଜା ପାଳନ କରୁଥିବା ଯୁବତୀ ଓ ମହିଳା ଭୁବନେଶ୍ୱରରେ ୱିକେଣ୍ଡ ବନ୍ଦ ସମୟରେ ନିୟମିତଭାବେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ମାନେ କଟକ ଵଜ୍ରକବାଟି ରୋଡରେ ଅବସ୍ଥିତ ଏକ ଘର ଉପରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?