
କଟକ ର ତାଳଦଣ୍ଡା କେନାଲ ପାଖରେ ଥିବା ଏକ ପାର୍କ ରେ ସୌନ୍ଦର୍ଯ୍ୟ କରଣ କରିବା ପାଇଁ “ଆଇ ଲଭ୍ କଟକ” ଲୋଗୋ ରଖା ଯାଇଛି ଏବଂ ପିଲା ମାନେ ଫଟୋ ଉଠାଉଛନ୍ତି

କଟକସ୍ଥିତ କଚେରୀ ରୋଡରେ ଥିବା ଗ୍ରାମୀଣ ଏସପି କାର୍ଯ୍ୟାଳୟର କାନ୍ଥରେ ଚିତ୍ର କଳା ଅଙ୍କାଯାଉଛି




କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…