ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୬, ୨୦୨୦)

କଟକ ଖାନନଗରରେ ଥିବା ହରିଣ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଯାଇଛି

 କଟକ ବକ୍ସିବଜାରରେ ଥିବା ଆଦିମାନବ ପ୍ରତିମୂର୍ତ୍ତିରେ ଗୁଳ୍ମ ମାଡିଯାଇଛି

 କଟକ ମହମ୍ମଦିଆନ୍‍ ବଜାର ଜଗନ୍ନାଥ ଲେନ୍‍ ମୁଖ୍ୟ ରାସ୍ତା ବର୍ଷାଜଳରେ ଧୋ‍ଇଯାଇଛି

କଟକ କାଠଯୋଡି ନଦୀତଟରେ ଫିଙ୍ଗାଯାଇଥିବା ଅଳିଆ ଆବର୍ଜନା

କଟକ ରିଙ୍ଗବନ୍ଧ ରାସ୍ତାରେ ପାଇପ୍‌ ବିଛାହେବା ପରେ ସୃଷ୍ଟି ହୋ‍ଇଛି ଗର୍ତ୍ତ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୬ ଜୁଲାଇ, ୨୦୨୬)

ବର୍ଷା ଓ ପ୍ରତିଫଳନ: ଭୁବନେଶ୍ୱର ସିଆରପିଏଫ୍ ଓଭରବ୍ରିଜ୍‌ ନିକଟରେ ଜମି ରହିଥିବା ପାଣିରେ ହେଉଛି ପ୍ରତିଫଳିତ       କଟକ ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ…

ଓଡ଼ିଶା: ଆଜିର ଫଟୋ (୨୫ ଜୁଲାଇ, ୨୦୨୬)

ଶନିବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ   ଡେଲ୍ଟା ଛକରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନା ବେଶ   ଗୋସାଇଁନୁଁଆଗାଁ ତିନି ଠାକୁରଙ୍କ ସୁନାବେଶ 📲…

ଓଡ଼ିଶା: ଆଜିର ଫଟୋ (୨୪ ଜୁଲାଇ, ୨୦୨୬)

କଟକର ବିଭିନ୍ନ ଅଞ୍ଚଳରେ ପାଳିତ ହେଲା ବାହୁଡ଼ା ଯାତ୍ରା       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସାଧନା କଲଚରାଲ ଏକାଡେମୀର ବାର୍ଷିକ ଉତ୍ସବ ପାଳିତ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri