ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୪ , ୨୦୨୦)

ଲଘୁଚାପ ଜନିତ ବର୍ଷା ଫଳରେ କଟକ ର ଖାନନଗର ଟ୍ରାଫିକ ସ୍କୋୟାର ରାସ୍ତାରେ ଖାଲ ଥିବାରୁ ପାଣି ଜମି ରହିଛି

ଲଘୁଚାପ ଜନିତ ବର୍ଷା ଫଳରେ କଟକ ର ବାଦାମବାଡ଼ି ମୁଖ୍ୟ ରାସ୍ତା ଜନ ଗହଳି ଲାଗୁନାହିଁ

ଫଳ ବିକ୍ରେତାମାନେ କଟକସ୍ଥିତ ଲିଙ୍କ୍ ରୋଡ୍ ଠାରେ ଗ୍ରାହକ ମାନଙ୍କୁ ଅପେକ୍ଷା କରିଛନ୍ତି

ପ୍ରବଳ ବର୍ଷାରେ କଟକ ଲିଙ୍କରୋଡ ଠାରେ ଏକ ଫୁଟପାଥରେ ଜଣେ ମହିଳା ନିଜର ପ୍ଲାଷ୍ଟିକ୍ ଜିନିଷ ବିକ୍ରୟ କରୁଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୪, ୨୦୨୩ )

ରବିବାର ଦିନ ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଶ୍ରମିକମାନେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରେ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ କୁ କାର୍ଯ୍ୟକ୍ଷମ କରୁଛନ୍ତି  ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୬, ୨୦୨୦)

ଲକଡାଉନ ସମୟରେ ରବିବାର ଏଜି ଛକରେ ପୋଲିସମାନେ ଚେକିଂ କରୁଛନ୍ତି। ଅଗ୍ନିଶମ କର୍ମଚାରୀମାନେ ସତ୍ୟ ନଗରସ୍ଥିତ ତୋଷାଳି ଭବନକୁ ସାନିଟାଇଜ କରୁଛନ୍ତି। ବାଦାମବାଡି ଲିଙ୍କ ରୋଡ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୦, ୨୦୨୧)

ପାର୍ବଣ ପୁଜା ଅବସରରେ ପୁରୀ ମାର୍କଣ୍ଡ ପୁଷ୍କରିଣୀ ପରିସରରେ କୁଆଁରୀ କନ୍ୟାମାନେ ପୁଜା କରୁଛନ୍ତି   ଭୁବନେଶ୍ୱର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୯, ୨୦୨୩ )

ପୁରୁଷ ହକି ବିଶ୍ୱକପ୍ ଦେଖିବା ପାଇଁ ଲୋକମାନେ କଳିଙ୍ଗ ଷ୍ଟାଡିୟମକୁ ଯାଉଛନ୍ତି     ୨୦୨୩ ର ପ୍ରଥମ ବୁଷ୍ଟର ଡୋଜ କ୍ୟାପିଟାଲ ହସ୍ପିଟାଲରେ ଦିଆଯାଉଛି...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୧, ୨୦୨୦)

ଭୁବନେଶ୍ୱର ୟୁନିଟ୍‍-୧ ହାଟରେ କାଉଁରି କାଠି ବିଡା ବିକୁଛନ୍ତି ବ୍ୟବସାୟୀ କଟକ ସିଡିଏ ସ୍ଥିତ ଏକ ଉଦ୍ୟାନ ପରିସରରେ ଏଣ୍ଡୁଅ କଟକ ସିଡିଏରେ ସୁସଜ୍ଜିତ ଆଲୋକମାଳାରେ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୧ , ୨୦୨୦)

ଏହି କିଛିଦିନ ହବ ପ୍ରବଳ ଶୀତ ପ୍ରବାହ ରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଶୀତ ବସ୍ତ୍ର କିଣୁଛନ୍ତି   ଭୁବନେଶ୍ୱରର ସିଆରପି ଛକରେ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୭, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଚାଲିଥିବା ଡ୍ରାମା ଫେଷ୍ଟିଭାଲ ୨୦୨୨   ଭୁବନେଶ୍ୱରର ଏକ ବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କର ଟୀକାକରଣ    କଟକ...

ଓଡ଼ିଶା: ଆଜିର ଫଟୋ (ମେ ୨୬, ୨୦୨୩ )

 କଟକ ଗଡ଼ଗଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ତୂଳୀରେ ବିବଶ ମହାନଦୀ’ ଚିତ୍ରକଳା ଶିବିର    କଟକ ଜଗତପୁର ମହାନଦୀ ବ୍ୟାରେଜ ଠାରେ କ୍ଷେତ୍ର ପରିଦର୍ଶନ କଲେ ମହାନଦୀ...

Advertisement
Archives

Model This Week