ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୫, ୨୦୨୧)

କଟକସ୍ଥିତ ଜେ.ଏନ୍. ଇନଡୋର ହଲରେ ଆୟୋଜିତ ୨୬ ତମ ରାଜ୍ୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ରେ ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବାର ଦୃଶ୍ୟ ସାଧାରଣତନ୍ତ୍ର ଦିବସ ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ‘ବନ୍ଦେ ମାତରମ୍‍’ ଗୋଷ୍ଠୀର…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୪, ୨୦୨୧)

କଟକସ୍ଥିତ ୨୬ ତମ ଓଡିଶା ରାଜ୍ୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ର ଉଦଘାଟନୀ ଦିବସରେ ଯୁବକମାନେ କାର୍ଯ୍ୟ କରୁଛନ୍ତି ସାଧାରଣତନ୍ତ୍ର ଦିବସ ପୂର୍ବରୁ କଟକର ଏକ ଛୋଟ ଦୋକାନରେ ଜଣେ ବିକ୍ରେତା ତୀରାଙ୍ଗ ପତାକା ବିକ୍ରୟ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୩, ୨୦୨୧)

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଦ୍ୱାରା ଭୁବନେଶ୍ୱର ଏକାମ୍ର କାନନରେ ବାର୍ଷିକ ‘ପୁଷ୍ପ ପ୍ରଦର୍ଶନୀ-୨୦୨୧’ ଆୟୋଜିତ କଟକ ନେତାଜୀ ବସ୍‌ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ…

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୨, ୨୦୨୧ )

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ପ୍ୟାରେଡ୍ ରିହର୍ସାଲ୍ କଟନଫ୍ୟାବ୍‍-୨୦୨୦: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଗ୍ରାହକମାନେ ବିଭିନ୍ନ ବସ୍ତ୍ର ସାମଗ୍ରୀ ଦେଖୁଛନ୍ତି ରାଜ୍ୟ ପରିବହନ ନିଗମ ଦ୍ୱାରା ଭୁବନେଶ୍ୱର ଏଜି ଛକରେ ସଡକ ସୁରକ୍ଷା ସଚେତନତା ସାଇକ୍ଲୋଥନ୍ ଅଗ୍ନି…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୧, ୨୦୨୧ )

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ପୂର୍ବରୁ କଳାକାରମାନେ ଆଦିବାସୀ ପଡ଼ିଆରେ କାନ୍ଥରେ ରଙ୍ଗ ଦେଉଛନ୍ତି ସୁଭାସ ବୋଷଙ୍କ ଜନ୍ମ ବାର୍ଷିକ ପୂର୍ବରୁ କଟକସ୍ଥିତ ଓଡିଆ ବଜାର ଅଞ୍ଚଳରେ ନେତାଜୀ ଙ୍କ ଜନ୍ମସ୍ଥାନକୁ ସଜାଯାଉଛି ଭୁବନେଶ୍ୱରର ସହିଦ ନଗର ସ୍ଥିତ ମହର୍ଷି…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୧ )

୩୨ତମ ସଡକ ସୁରକ୍ଷା ମାସ ଅବସରରେ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ପିଏମ୍‌ଜି ଛକରେ ଜନ ସଚେତନତା   ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଜାତୀୟସ୍ତରୀୟ ହ୍ୟାଣ୍ଡଲୁମ ଏକ୍ସପୋ ରାଜଧାନୀ ରବୀନ୍ଦ୍ର ମଣ୍ଡପରେ ଅଜିତ ଥିଏଟର ଗ୍ରୁପ ପରିବେଷଣ କରୁଛନ୍ତି ନାଟକ ନେତାଜୀ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୧ )

ନେତାଜୀ ଜୟନ୍ତୀ ପୂର୍ବରୁ କଟକ ଦରଘାବଜ଼ାର ପୁରୁଣା ଜେଲ ରୋଡରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ସ୍ଥଳ ଓ ସଂଗ୍ରହାଳୟକୁ ଯିବା ରାସ୍ତାର ପାର୍ଶ୍ୱ ପ୍ରାଚୀର ଏବଂ ତୋରଣକୁ ନୂଆ ରୂପ ଦେଉଛନ୍ତି ଶିଳ୍ପୀ   ଜାତୀୟ ସଡ଼କ ସୁରକ୍ଷା ସଚେତନତା…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୧)

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୋମବାର ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଛନ୍ତି ଟାଟା ବେଂଜ଼ ଛକ ଠାରେ ୩୨ ତମ ରୋଡ଼ ସେପ୍ଟିର ସପ୍ତାହିକ କାଯ୍ୟକ୍ରର୍ମର ଶୁଭଆରମ୍ଭ ରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ଅଧିକାରୀ ମାନେ ହେଲମେଟ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୧)

ହାଲୁକା କୁହୁଡ଼ି ମଧ୍ୟରେ କଟକର ମହାନାଦୀ ଉପରେ ଉଡୁଥିବା ପକ୍ଷୀମାଙ୍କ ଦୃଶ୍ୟ ବାଇକ ଆରୋହୀମାନେ ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରେ ବିନା ହେଲମେଟରେ ଯାଉଛନ୍ତି  

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ୧୬, ୨୦୨୧)

କୁହୁଡି ଆଚ୍ଛାଦିତ ଭୁବନେଶ୍ୱର ସାରା ରାଜ୍ୟରେ କୋଭିଡ୍‍ ଟିକାକରଣ ଆରମ୍ଭ ମହାତ୍ମାଗାନ୍ଧୀଙ୍କ ପ୍ରଥମ କଟକ ଆଗମନର ଶତବାର୍ଷିକୀ ପାଳନ ଅବସରରେ ସିଡିଏରେ ସ୍ଥାପନ ହେବାକୁ ଥିବା ଗାନ୍ଧିଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ଶିଳ୍ପୀ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ ପିଲା ମାନେ ଗୁଡ଼ି ଉଡାଉଛନ୍ତି ଭୁବନେଶ୍ୱରର ୟୁନିଟ୍- ୬ ଵୃଦ୍ଧାଶ୍ରମ ଅଞ୍ଚଳରେ ଲୋକମାନେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?