ନେତାଜୀ ବସ୍ ଟର୍ମିନାଲକୁ ଯିବା ପାଇଁ କଟକସ୍ଥିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ଭାଙ୍ଗି ଦିଆ ଯାଉଥିବାର ଦୃଶ୍ୟ

ଜଣେ ବ୍ୟକ୍ତି ମୁଣ୍ଡରେ ଧାନ ନଡ଼ା ଧରି ସାଇକେଲ୍ ରେ ପେଡାଲ୍ ମାରି ଫେରୁଛନ୍ତି

ଅଭାବୀ ବ୍ୟକ୍ତିଙ୍କ ପାଇଁ ପାଣ୍ଠି ସଂଗ୍ରହ ପାଇଁ ଏକ ନିଆରା ଅଭିଯାନରେ ମଣିପୁରର ୨୫ ବର୍ଷୀୟ ରୋହନ ଫିଲେମ ନିଜ ସାଇକେଲରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି



