ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୬, ୨୦୨୧)

  ଭୁବନେଶ୍ୱରରେ ଶିଶୁପାଳଗଡ଼ ମହୋତ୍ସବ ପାଳନ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ବିଏମ୍‌ସି କର୍ମଚାରୀଙ୍କ ପାଇଁ କୋଭିଡ୍‍ ଟିକାକରଣ ଭୁବନେଶ୍ୱର ପୋଲିସ ସେବା ଭବନରେ ପୋଲିସ କର୍ମୀଙ୍କ ପାଇଁ କୋଭିଡ୍‍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଭୁବନେଶ୍ୱରରେ କୃଷି ବିଲ୍‌କୁ ବିରୋଧ କରି ବିକ୍ଷୋଭ କୃଷି…

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୫, ୨୦୨୧ )

କଟକ କୁମ୍ଭାରସାହିରେ ଦେବୀ ସରସ୍ବତୀଙ୍କ ପ୍ରତିମା ଗଢୁଛନ୍ତି ଏକ ଶିଳ୍ପୀ ପରିବାର   କଟକ ମଙ୍ଗଳବାଗ ଛକ ଠାରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ବାହାରିଥିବା ସଚେତନତା ଶୋଭାଯାତ୍ରା   ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୪, ୨୦୨୧)

ଟ୍ରାଫିକ ନିୟମ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ଏଜି ସ୍କୋୟାରରେ ଷ୍ଟ୍ରିଟ୍ ଖେଳ ପ୍ରଦର୍ଶନ କରାଯାଇଛି ଭୁବନେଶ୍ୱରର ଜନତା ମଇଦାନରେ ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ୍ ଏବଂ ହସ୍ତତନ୍ତ ବିଭାଗ ଦ୍ୱାରା ଆୟୋଜିତ ୧୫ ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଲାର…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୩, ୨୦୨୧)

କଟକ-ପୁରୀ ବାଇପାସ ରାସ୍ତାରେ ଏଲଇଡ଼ି ଷ୍ଟ୍ରିଟ ଲାଇଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ କଟକ ରେଭେନଶା ୟୁନିଭରସିଟିରେ ଆୟୋଜିତ ଏକ ସମାରୋହରେ ବଂଶୀ ବାଦନ କରୁଛନ୍ତି ଗୁରୁ ରତ୍ନାକର ତ୍ରିପାଠୀ

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧, ୨୦୨୧)

ଭୁବନେଶ୍ୱର ର ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା କଟକ କଣିକା ଛକ ନିକଟରେ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ର ଦୃଶ୍ୟ ଏକ ଇଲେକ୍ଟ୍ରୋନିକ ଦୋକାନ ରେ କେନ୍ଦ୍ରସରକାରଙ୍କ ୨୦୨୧ -୨୦୨୨ ବଜେଟ କୁ ଲୋକମାନେ ଦେଖୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୩୧, ୨୦୨୧)

କେନ୍ଦ୍ର ପେଟ୍ରୋଲିଓମ ଓ ପ୍ରାକୃତିକଗ୍ୟାସ ମନ୍ତ୍ରଣାଳୟ ପକ୍ଷ୍ୟରୁ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ ଓ ଇନ୍ଧନ ସଂରକ୍ଷଣ ସଚେତନତା ନେଇ କଟକ କଲେଜ ଛକ ଠାରେ ସାଇକେଲ ରାଲି ପଲ୍‌ସ ପୋଲିଓ ପ୍ରଦାନ ଅବସରରେ ଵ୍ରହ୍ମପୁର ସ୍ଥିତ ଏକ କେନ୍ଦ୍ରରେ ଜଣେ ଶିଶୁଙ୍କୁ ପୋଲିଓ…

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୯, ୨୦୨୧ )

କଳାକାରମାନେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଶୁ ମୁଖା ନୃତ୍ୟ ଏବଂ ଯୋଡି ଶଙ୍ଖ ନୃତ୍ୟ ପରିବେଷଣ କରୁଛନ୍ତି   ଜାତୀୟ ହସ୍ତ୍ରତନ୍ତ୍ର ମେଳା : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଗ୍ରାହକମାନେ ବିଭିନ୍ନ ବସ୍ତ୍ର ସାମଗ୍ରୀ ଦେଖୁଛନ୍ତି   ରବୀନ୍ଦ୍ରମଣ୍ଡପଠାରେ ଓଡିଶା ସଂଗୀତ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୮, ୨୦୨୧)

ପୁଷ୍ୟାଅଭିଷେକ ଉପଲକ୍ଷେ କଟକସ୍ଥିତ ଚାନ୍ଦିନିଚୋକ୍ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରାଜରାଜେଶ୍ଵରୀ ବେସ ଫଗୁଣ ର ଆଗମନରେ ଆମ୍ବ ଗଛ ରେ ବଉଳ ଆସିବାର ଦୃଶ୍ୟ ସୁଭାଷ୍ରୀ ପଟ୍ଟନାୟକଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୭, ୨୦୨୧)

କଟକ ଫିରଙ୍ଗି ବଜାର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ନାଗାର୍ଜୁନ ବେଶ ମୁକୁଟ କଟକ କଲେଜ ଛକ ଅଞ୍ଚଳ ରାସ୍ତା ପାର୍ଶ୍ୱରୁ ସିଏମ୍‌ସି ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?