ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୪ , ୨୦୨୧)

ଭୁବନେଶ୍ୱରରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଏସପ୍ଲାନେଡ୍ ମଲ୍ ଠାରେ ଆୟୋଜିତ ହୋଇଥିବା ଇଭେଣ୍ଟ କେ୯ ରେ ଜଣେ ମହିଳା ତାଙ୍କ ପୋଷା କୁକୁର ସହ ଫୋଟୋ ଉଠାଉଛନ୍ତି

ରାସାୟନିକ ମୁକ୍ତ ଚାଷ ଉପରେ ସଚେତନତା ସୃଷ୍ଟି କରିବାକୁ ରବିବାର ଦିନ ଭୁବନେଶ୍ୱରର ପ୍ରେସ୍ କ୍ଲବ୍ ତରଫରୁ ଆୟୋଜିତ ଅର୍ଗାନିକ୍ ମେଳାରେ ବ୍ୟବସାୟୀ ମାନେ ସେମାନଙ୍କର ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି

ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକ ଜାତୀୟ ପତାକା ଧରି ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୮ ଜୁଲାଇ, ୨୦୨୬)

କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର କନଫରେନ୍ସ ହଲ୍‌ରେ ଡିଜିପି ୱାଇ.ବି. ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ସାଇବର ଆର୍ଥିକ ଠକେଇ ମାମଲା ପାଇଁ ‘ଇ-ଜିରୋ…

ଓଡ଼ିଶା: ଆଜିର ଫଟୋ (୭ ଜୁଲାଇ, ୨୦୨୬)

କଟକ ଦରଘାବଜାର ଚିତ୍ରକାର ସାହିରେ ଜଣେ ଶିଳ୍ପୀ ରଙ୍ଗତୂଳୀରେ ଶ୍ରୀଜିଉଙ୍କ ରୂପରେଖାକୁ ଚିତ୍ରଣ କରୁଛନ୍ତି       କଟକ ନରାଜ ଆନିକଟରେ ପ୍ରବାହିତ ବନ୍ୟାଜଳରେ ଧୀବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri