ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୧ , ୨୦୨୧ )

ନୂତନ ବର୍ଷର ପ୍ରଥମ ଦିନରେ ଖଣ୍ଡଗିରି ଏବଂ ଉଦୟଗିରି ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ପର୍ଯ୍ୟଟକମାନେ   ନୂତନ ବର୍ଷ ଉପଲକ୍ଷେ ପାତାଲେଶ୍ୱର ମନ୍ଦିରରେ ମାଙ୍କ ଫୁଲ ବେଶ   କଟକର କ୍ୟାଥୋଲିକ ଚର୍ଚ୍ଚରେ ନୂତନ ବର୍ଷ ଅବସରରେ ପ୍ରାର୍ଥନା ପରେ ବାହାରେ…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୧, ୨୦୨୦ )

ଭୁବନେଶ୍ୱରର ଧଉଳି ନିକଟରେ ଏକ ଦମ୍ପତି ଖଜୁରୀ ପତ୍ର ବୁଣୁଛନ୍ତି ରାଜ୍ୟ ସରକାର ସିନେମା ହଲ ଖୋଲିବା ନେଇ ଅନୁମତି ଦେବା ପରେ ଏକ ସିନେମା ହଲ୍ ସାନିଟାଇଜ କରାଯାଉଛି ନୂତନ ବର୍ଷ ପୂର୍ବରୁ ଗ୍ରାହକମାନେ ପୁଷ୍ପଗୁଚ୍ଛ ଗୁଡିକୁ କିଣୁଛନ୍ତି ଭୁବନେଶ୍ୱର…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୦, ୨୦୨୦ )

ଭୁବନେଶ୍ୱର ଗଭର୍ଣ୍ଣର ହାଉସ ଛକରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ   ଭୁବନେଶ୍ୱରରେ ଜାଳ ସଂଗ୍ରହ କରି ଫେରୁଛନ୍ତି ଦିନ ମଜୁରିଆ

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୯, ୨୦୨୦ )

୬୧ତମ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ .. ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଉରକେଲାବାସୀ ଓ ହକିଖେଳାଳିଙ୍କ ପକ୍ଷରୁ ଶୁଭେଚ୍ଛା କଟକ ରିଙ୍ଗବନ୍ଧ ରାସ୍ତାରେ ବିକ୍ରି ପାଇଁ ସଜା ହୋ‍ଇରହିଛି ଭଳିକି ଭଳି କଣ୍ଢେଇ…

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮ , ୨୦୨୦ )

ପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିସାରି ଫେରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସେବାୟତ ମାନେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଗବେଷଣା କେନ୍ଦ୍ର ‘ଉତ୍କଳ ରଙ୍ଗମଞ୍ଚ’ ଜି.କେ.ସି.ଏମ୍ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରଦର୍ଶନ କରୁଛନ୍ତି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଥିବା…

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୭ , ୨୦୨୦ )

ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ସେବାୟତଙ୍କ ପରିବାର ସଦସ୍ୟ ମାନେ ଦର୍ଶନ କରିବା ପାଇଁ ଯାଉଛନ୍ତି ଏକ ଛୋଟ ପିଲା ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିନ ଛକରେ ଭିକ୍ଷା ମାଗୁଛି ରବିବାର ଦିନ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ରେ ଦୋକାନୀମାନେ ବିକ୍ରୟ ପାଇଁ…

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୬ , ୨୦୨୦ )

ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବା ପରେ ଶ୍ରୀମନ୍ଦିରକୁ ଯାଉଛନ୍ତି ପୁରୀ ବାସିନ୍ଦା ଦୀର୍ଘ ୯ମାସ ଧରି ଥିବା କଟକଣା ହଟାଯିବା ପରେ ଲିଙ୍ଗରାଜ ମନ୍ଦିରକୁ ଦର୍ଶନାର୍ଥେ ଯାଉଛନ୍ତି ଭୁବନେଶ୍ୱର ବାସିନ୍ଦା

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୫ , ୨୦୨୦ )

ଭୁବନେଶ୍ୱରରେ ବଡ଼ଦିନ ଅବସରରେ ରାସ୍ତାରେ ଗଛ ବଣ୍ଟନ କରାଯାଉଛି   କଟକରେ ପ୍ରାର୍ଥନା ଗୃହକୁ ଯିବା ପାଇଁ ଅପେକ୍ଷାରତ ଶ୍ରଦ୍ଧାଳୁ   କଟକରେ ପ୍ରାର୍ଥନା ଗୃହକୁ ସାନିଟାଇଜ କରାଯାଉଛି   ଚର୍ଚ୍ଚ ପରିସରରେ ମହମବତୀ ଜାଳି ପ୍ରାର୍ଥନା କରୁଛନ୍ତି ଯୁବତୀ

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୪ , ୨୦୨୦)

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଉଛି କଟକର କ୍ୟାଣ୍ଟନମେଣ୍ଟ ରୋଡରେ କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ଏକ ଫ୍ୟାନ ମାଧ୍ୟମରେ ଜଣେ କୃଷକ ଧାନ ଉଡାଉ ଥିବାର ଦୃଶ୍ୟ ଜଣେ ବିକ୍ରେତା ଡ୍ରେସ…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୩, ୨୦୨୦)

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ରୋଡ୍‌ରେ ପ୍ଲାଷ୍ଟିକ ଫୁଲ କିଣୁଛନ୍ତି ଜଣେ ମହିଳା ଦୀର୍ଘ ନଅମାସ ପରେ ପୁରୀ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ଖୋଲିବା ପରେ ଦର୍ଶନାର୍ଥେ ଯାଉଛନ୍ତି ସେବାୟତ ପରିବାର ରାଜଧାନୀ ଲୋହିଆ ଏକାଡେମିରେ ଫୁଲଗଛରୁ ମହୁ ସଂଗ୍ରହ କରୁଛି ମହୁମାଛି…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୨, ୨୦୨୦)

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ଶୁଖିଯାଇଥିବା ସୋରିଷ ଗଛ ଟ୍ରାକ୍ଟର ମେସିନ ଦ୍ୱାରା ସଫା କରାଯାଉଛି ରାଜଧାନୀ ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତି ବିଡିଏ ଦ୍ୱାରା ଉଚ୍ଛେଦ କରାଯାଉଛି ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ମେସିନ ଦ୍ୱାରା ଧାନ ଅମଳ କରାଯାଉଛି

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୧ , ୨୦୨୦)

ଏହି କିଛିଦିନ ହବ ପ୍ରବଳ ଶୀତ ପ୍ରବାହ ରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଶୀତ ବସ୍ତ୍ର କିଣୁଛନ୍ତି ଭୁବନେଶ୍ୱରର ସିଆରପି ଛକରେ ଥିବା ରାଜ୍ୟ ଆଦିବାସୀ ସଂଗ୍ରହାଳୟ ର ପାଚେରୀ ରେ କଳାକାରମାନେ ଚିତ୍ର ଆଙ୍କୁଛନ୍ତି  

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?