ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୦, ୨୦୨୧)

କଟକ କୁମ୍ଭାରସାହିରେ ସରସ୍ୱତୀଙ୍କ ମୃଣ୍ମୟୀ ପ୍ରତିମାକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

ଭୁବନେଶ୍ୱର ବ୍ରିଟ୍‍ କଲୋନୀରେ ବିଡିଏ ଦ୍ୱାରା ଜବର ଦଖଲ ଉଚ୍ଛେଦ

ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଜନଜାତି ଓ ଆଦିବାସୀ କଳା ସମ୍ପର୍କିତ ଅନ୍ତର୍ଜାତୀୟ ପ୍ରଦର୍ଶନୀ

(୨ୟ ଦିନ )

ଦୀର୍ଘ ଦିନ  ପରେ ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଶ୍ରେଣୀରେ ଆରମ୍ଭ ହେଲା ପାଠପଢା

ବସନ୍ତର ଆଗମନରେ ….


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୬ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଜିକେସିଏମ୍ ପୁରସ୍କାର ସମାରୋହର ଦ୍ୱିତୀୟ ଦିନରେ ଲିପ୍ସା ଶତପଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି     📲 Follow Dharitri…

ଓଡ଼ିଶା: ଆଜିର ଫଟୋ ( ୫ ସେପ୍ଟେମ୍ବର, ୨୦୨୬)

କଟକସ୍ଥିତ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ଅତିଥିବୃନ୍ଦ ଯୋଗ ଦେବା ସହ ଛାତ୍ରୀଛାତ୍ରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri