ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୫ , ୨୦୨୧)

ବରମୁଣ୍ଡା  ଖଣ୍ଡଗିରି  ଉଦୟଗିରି ର ବନ୍ଦ ସମୟର ଦୃଶ୍ୟ

ଗୌରୀଶଙ୍କର  ପାର୍କ  ନିକଟରେ  ବିକ୍ରୟ  ପାଇଁ  ରଖାଯାଇଥିବା  ସରସ୍ବତୀ  ପ୍ରତିମା

 ଚୌଧୁରୀ ବଜ଼ାର ଓ ଗୌରୀଶଙ୍କର ପାର୍କ  ମୁଖ୍ୟରାସ୍ତା  ବନ୍ଦ ସମୟର ଦୃଶ୍ୟ

ମଧୁପାଟଣା  ଛକ  ଜାତୀୟ  ରାଜପଥ ବନ୍ଦ ସମୟର ଦୃଶ୍ୟ

ସଚିବାଳୟ  ସମୁଖରେ  ପୋଲିସର  କଡା ପ୍ରହରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୦, ୨୦୨୧)

ଭୁବନେଶ୍ୱରର ମାଷ୍ଟ୍ରରକ୍ୟାଣ୍ଟିନ ଛକରେ ଏକ ପରିବାର ରାସ୍ତାରେ ଯାଉଛନ୍ତି ଆଗକୁ ଦୁର୍ଗାପୂଜା କୁଆଖାଇ ନଦୀରୁ ଦୁର୍ଗାମୂର୍ତି ପାଇଁ ପୂଜାର୍ଚ୍ଚନା କରାଯାଉଛି ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮ , ୨୦୨୦)

କଟକରେ ମଙ୍ଗଳାବାଗ ମହାନଦୀ ରିଙ୍ଗ ବନ୍ଧ ରାସ୍ତାରେ ଜଣେ ଫଳ ବିକ୍ରେତା ନିଜର ଠେଲାଗାଡିରେ ଫଳ ନେଇ ବ୍ୟବସାୟ କରିବାକୁ ଯାଉଛନ୍ତି   କଟକରେ ଏସସିବି...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୫, ୨୦୨୦)

କଟକ ରାଣୀହାଟ ପୋଲ ଫୂଟପାଥ ଉପରେ ବ୍ୟକ୍ତିଜଣକ ଛତା ମରାମତି କରୁଛନ୍ତି   କଟକ ଏସସିବି ମେଡିକାଲ ପରିସରରେ ଥିବା ସ୍ବୀପର କଲୋନୀ କୁ ପ୍ରଶାସନ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୧ )

ଭୁବନେଶ୍ୱରର ୟୁନିଟ୍- ୯ ଅଞ୍ଚଳରେ ଜଣେ ରାଖୀ ବ୍ୟବସାୟୀ ରାଖୀଗୁଡିକୁ ସଜାଉଛନ୍ତି   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ରୋଡରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୪, ୨୦୨୦)

କଟକ ଦୋଳମୁଣ୍ଡାଇ କାର୍ତ୍ତିକେଶ୍ୱର ପୂଜାମଣ୍ଡପରେ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ   ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ କଟକ ଫିରଙ୍ଗୀବଜ଼ାରରେ କାରିଗର ପ୍ରସ୍ତୁତ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (୧ ମାର୍ଚ୍ଚ, ୨୦୨୧)

ପଡୋଶୀ ରାଜ୍ୟ ରୁ ଆସିଥିବା ବ୍ୟକ୍ତିମାନେ ସ୍ନାନକରିବା ପାଇଁ ଗଡଗଡିଆ ଘାଟ ମହାନଦୀ ତଟ କୁ ମେଳି ବାନ୍ଧି ଯାଉଛନ୍ତି ରାଜଧାନୀ ରେ ପ୍ରବଳଖରା ରେ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୭ , ୨୦୨୧)

ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟରେ ଜମିରେ ବିହନ ବୁଣୁଛନ୍ତି ଚାଷୀ     ଭୁବନେଶ୍ୱର ରାଜଭବନ ନିକଟ ଜଳାଶୟରେ ପାଣି ପିଉଛି ପାରା    ...

ଓଡ଼ିଶା: ଆଜିର ଫଟୋ (ଜୁନ ୧, ୨୦୨୧)

କଟକ କଲେଜ ଛକ ରାସ୍ତା ପାର୍ଶ୍ଵରେ ଜାମୁକୋଳି କିଣୁଛନ୍ତି ଗ୍ରାହକ   କଟକ ମାଲଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି ଯାନବାହନ ପ୍ରବେଶ ଲାଗି କଟକଣା  ...

Advertisement
Archives

Model This Week