ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୧, ୨୦୨୧)

ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ କେନାଲରୁ ପାଣି ଖସିଯିବା ପରେ ମହିଳାମାନେ ଶାଗ ତୋଳୁଛନ୍ତି

ଦୀର୍ଘ ଦିନ ପରେ ଓଡ଼ିଶାରେ କୋଭିଡ-୧୯ ହେତୁ ସ୍କୁଲ ବନ୍ଦ ଥିଲା ସରକାରଙ୍କ ନିର୍ଦେଶ କ୍ରମେ ସ୍କୁଲ ଖୋଲିବାରୁ ଭୁବନେଶ୍ୱର ର ରସୁଲଗଡ ଛକଠାରେ ପିଲା ମାନେ ରାସ୍ତା ପାରି ହୋଇ ଯାଉଛନ୍ତି

 

ମହିଳାମାନେ କାଠ ସଂଗ୍ରହ କରିବା ପରେ ମହାନଦୀ ରେ ଏକ ଡଙ୍ଗାରେ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଫେରୁଛନ୍ତି

ପିଲାମାନଙ୍କ ଜୀବନ ପ୍ରତି ବିପଦ ଜାଣି ସୁଦ୍ଧା ପିଲାମାନେ କଟକ ର ଡିଅର ପାର୍କ ନିକଟରେ ଥିବା ମହାନଦୀ ରେ ସୋଲ ରେ ଡଙ୍ଗା କରି ଖେଳୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୯, ୨୦୨୨)

ଚୈତ୍ର ମାସ ଦ୍ଵିତୀୟ ମଙ୍ଗଳବାର: ଭୁବନେଶ୍ୱର ୟୁନିଟ-୩ରେ ମହିଳାମାନେ ମା’ ମଙ୍ଗଳାଙ୍କୁ ପଣା ଭୋଗ ଦେଇ ପୂଜାର୍ଚ୍ଚନା କରୁଛନ୍ତି   ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧଦିବସରେ ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୪, ୨୦୨୧)

ଚକ୍ରବୁଲା ଏକାଦଶୀରେ ପୁରୀରେ ଶ୍ରୀ ସୁଦର୍ଶନ ମହାପ୍ରଭୂ ଚାରି ଆଶ୍ରମ ବିଜେ କରୁଛନ୍ତି   ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥିରେ ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୧)

ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପାଇଁ ପୁରୀରେ ଉଛେଦ କାର୍ଯ୍ୟ ଚାଲିଛି ଆଗକୁ ମା ଶ୍ୟାମାକାଳୀ ପୂଜା କଟକସ୍ଥିତ ରାଣୀହାଟ ମଣ୍ଡପଠାରେ ଜଣେ କଳାକାର ମାଟି...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ  ୧୬,  ୨୦୨୩ )

ଯୁବକମାନେ ପଙ୍କଉଦ୍ଧାର ଏକାଦଶୀ ଉପଲକ୍ଷେ କଟକ, ଚାନ୍ଦନୀ ଚୌକ ଠାରେ ଥିବା ଶ୍ରୀ ଅଷ୍ଟଶମ୍ଭୁ ମନ୍ଦିରରେ ନାଗଦେବତାଙ୍କୁ ମୂର୍ତ୍ତି କୁ ସଫାକରୁଛନ୍ତି ଏକ ବିକ୍ରେତା ମିଶନ...

ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୧୨, ୨୦୨୩ )

ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ନବମ ଦିନରେ ମାନସିକ ଧାରିଙ୍କ ବିଭିନ୍ନ ପ୍ରକାର ବେଶ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼       ମା’ଙ୍କ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୩, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ (ମହିଳା)ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୦ ଗୋଲରେ ଜିତିଲା ଭାରତ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩, ୨୦୨୦)

ଭୁବନେଶ୍ୱର ରାସ୍ତାରେ ଜମି ରହିଛି ବର୍ଷାପାଣି କଟକ ରିଙ୍ଗବନ୍ଧ ରାସ୍ତାରେ ଟ୍ରଲିରେ ବିପଦଜନକ ଯାତ୍ରା କରୁଛନ୍ତି ମହିଳା କଟକ ତୁଳସୀପୁର ଖ୍ରୀଷ୍ଟିଆନ ସାହି ଅଞ୍ଚଳରେ ବର୍ଷାପାଣି...

ଓଡ଼ିଶା: ଆଜିର ଫଟୋ ( ମେ ୨୮ , ୨୦୨୩ )

ରବିବାର ଦିନ ଜିକେସିଏମ ରେ ନୃତ୍ୟଞ୍ଜଳି ର ବାର୍ଷିକ ନୃତ୍ୟ ମହୋତ୍ସବ

Advertisement
Archives

Model This Week