ଓଡ଼ିଶା: ଆଜିର ଫଟୋ (ମେ ୪,୨୦୨୨)
ଜାତୀୟ ଶିକ୍ଷା ନୀତି ୨୦୨୦କୁ ବାତିଲ କରିବା ଦାବି ନେଇ ଏଆଇଡିଏସଓ ପକ୍ଷରୁ ରେଭେନଶା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଦସ୍ତଖତ ଅଭିଯାନ କଟକ ଶହୀଦ ଭବନରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ‘ସ୍ମୃତିରେ ବୀଣାପାଣି’ ପତ୍ରିକା…
ଓଡ଼ିଶା: ଆଜିର ଫଟୋ (ମେ ୩ , ୨୦୨୨)
ଶ୍ରୀକ୍ଷେତ୍ରରେ ରଥ କାଠ ଅନୁକୂଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ ଇଦ୍ ଅବସରରେ ଭୁବନେଶ୍ୱର ୟୁନିଟ-୪ ମସଜିଦରେ ସମୂହ ନମାଜ୍ ପାଠ ଭୁବନେଶ୍ୱର ବରମୁଣ୍ଡା ଫାର୍ମ ମେଶିନାରି ଟେଷ୍ଟିଙ୍ଗ ଆଣ୍ଡ ଟ୍ରେନିଂ ସେଣ୍ଟରରେ ରାଜ୍ୟସ୍ତରୀୟ କୃଷକ…
ଓଡ଼ିଶା: ଆଜିର ଫଟୋ (ମେ ୧, ୨୦୨୨)
ଭୁବନେଶ୍ୱର ସୂଚନା ଭବନରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ ଭୁବନେଶ୍ଵର ଗୀତଗୋବିନ୍ଦ ସଦନରେ ବିଶ୍ୱ ମୁକ୍ତି ପକ୍ଷରୁ ‘ବିଜୁ: ସ୍ବପ୍ନ ଓ ସଙ୍କଳ୍ପ’ ପତ୍ରିକା ଲୋକାର୍ପଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରୁଛନ୍ତି ଏଏସଆଇ ଟିମ …
ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୩୦, ୨୦୨୨)
ପବିତ୍ର ରମଜାନ ମାସରେ ଭୁବନେଶ୍ୱର ୟୁନିଟ-୪ ମସଜିଦ ପରିସରରେ ରୋଜା ରଖିଥବା ଶ୍ରଦ୍ଧାଳୁଙ୍କ ସମୂହ ପ୍ରାର୍ଥନା ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୧ତମ ସମାବର୍ତ୍ତନ ଉତ୍ସବ ଗଣକବି ବୈଷ୍ଣବ ପାଣିଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ…
ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୨୯, ୨୦୨୨ )
ଓଡିଶାରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ କଟକ ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନର ପରୀକ୍ଷା ଦେଇ ଛାତ୍ରୀମାନେ ଫେରୁଛନ୍ତି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଡ୍ରାମା…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୮, ୨୦୨୨)
ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା ଆରମ୍ଭ ଭୁବନେଶ୍ୱରର ଫୁଟପାଥରେ ତାଳସଜ ବିକ୍ରି ଚାଲିଛି କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ -୨ ଅଫଲାଇନ୍ ପରୀକ୍ଷା ଚାଲିଛି ଭୁବନେଶ୍ୱରର କମଳା ନେହେରୁ କଲେଜର ଯୁକ୍ତ -୨ ଛାତ୍ରୀମାନେ ଧାଡିରେ ପରୀକ୍ଷା ହଲରେ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୭, ୨୦୨୨)
ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ ରାଜ୍ୟସ୍ତରୀୟ ପାଇକ ସମାବେଶ ଏବଂ ରାଲି ଖରା ବଢିବା ସାଙ୍ଗକୁ ବଢୁଛି ତାଳସଜର ଚାହିଦା: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ରାସ୍ତା ପାର୍ଶ୍ୱରେ ତାଳସଜ ବିକ୍ରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବୃକ୍ଷକୁ ରକ୍ଷା କରିବାକୁ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୬, ୨୦୨୨)
ଖରା ବଢ଼ିବା ସାଙ୍ଗକୁ ଅସହ୍ୟ ଗରମ ଯୋଗୁ ଭୁବନେଶ୍ୱରରେ ଜନଜୀବନ ଅସ୍ତବ୍ୟସ୍ତ ଭୁବନେଶ୍ୱର ପିଏମଜି ରୋଡ଼ରେ ଆଖୁରସ ପିଇବାକୁ ଭିଡ଼ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୫, ୨୦୨୨)
ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାସ୍ତାରେ ମରୀଚିକାର ଦୃଶ୍ୟ ବିଏମସି ଅନୁମୋଦିତ ଜମିରେ ଜବର ଦଖଲକୁ ଉଛେଦ କରାଯାଉଛି କଟକରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁଇ ନାବାଳକ ଟ୍ରଲି ନେଇ ଯାଉଛନ୍ତି କଟକ ବାଦାମବାଡ଼ିସ୍ଥିତ ବାସଭବନରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୪, ୨୦୨୨)
କଟକସ୍ଥିତ କଚେରୀ ରୋଡରେ କଡରେ ଜଣେ ଚଷମା ବେପାରୀ ଏକ ପିଲାକୁ ଚଷମା ପିନ୍ଧାଉଛନ୍ତି ବିଏମସି ମେୟର ସୁଲୋଚାନା ଦାସ ପଶୁ ଏବଂ ପକ୍ଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଜଳ ପାତ୍ରକୁ ଉଦ୍ଘାଟନ କରୁଛନ୍ତି ଚିତ୍ରକୂଟ ଆଶ୍ରମ ସମ୍ମୁଖରେ ସବୁଜ ଭାରତ ପକ୍ଷରୁ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୩, ୨୦୨୨)
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଭୁବନେଶ୍ୱରର ରାସ୍ତା ଖାଁ ଖାଁ ରାଜଧାନୀରେ ପ୍ରବଳ ଖରା: ପିଏମଜି ରୋଡ଼ରେ ଆଖୁରସ ପିଉଛନ୍ତି ଖରା ତାତିରୁ ରକ୍ଷା ପାଇବାକୁ ଭୁବନେଶ୍ୱର ପିଏମଜି ରୋଡ଼ରେ ଟ୍ରଲି ଚାଳକ ମୁଣ୍ଡରେ ଗାମୁଛା ବାନ୍ଧି ଯାଉଛନ୍ତି…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୨, ୨୦୨୨)
ଭୁବନେଶ୍ୱର ପଳାଶୁଣୀରେ ଦୁର୍ଘଟଣା ପରେ ଓଭରବ୍ରିଜରେ ଟ୍ରାଫିକ୍ ଜାମ୍ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ଧର୍ମର ଭାରତୀୟ ଦର୍ଶନ’ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ବିଏମସିର ଇ-ଆବର୍ଜନା ପରିଚାଳନା ଡ୍ରାଇଭ୍ ଉଦଘାଟିତ
Archives


