ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୧)

ପିଲାମାନେ ଭୁବନେଶ୍ୱରର କୋଚିଳାଇ ହାଟରେ ଏକ ଭଙ୍ଗା ଦୁଇ ଚକିଆ ଯାନକୁ ଠେଲି ଠେଲି ନେଉଛନ୍ତି ମତ୍ସ୍ୟଜୀବୀମାନେ କଟକସ୍ଥିତ ନରାଜ ଆନିକଟରେ ମାଛ ଧରୁଥିବାର ଦୃଶ୍ୟ ଗ୍ରାହକମାନେ ଭୁବନେଶ୍ୱରରେ ଭଗବାନ ବିଶ୍ୱକର୍ମାଙ୍କ ମୄତି କିଣିବାକୁ ଧାଡ଼ି ବାନ୍ଧିଛନ୍ତି କଟକର ନରାଜ ଆନିକଟ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪ , ୨୦୨୧)

କଟକ ଯୋବ୍ରା ଆନିକଟ ରାସ୍ତା ପାର୍ଶ୍ୱରେ ଖାଦ୍ୟ ଅନ୍ୱେଷଣରେ ବୁଲୁଛନ୍ତି ବତକ     କଟକ କୁମ୍ଭାରସାହିରେ ବିଶ୍ୱକର୍ମାଙ୍କ ମୂର୍ତ୍ତିରେ ରଙ୍ଗ ଭରୁଛନ୍ତି ଶିଳ୍ପୀ   କଟକ ଯୋବ୍ରା ଆନିକଟରେ ବଢୁଛି ଜଳସ୍ତର

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୩, ୨୦୨୧)

ଲଗାତାର ବର୍ଷା ଫଳରେ କଟକ ସ୍ଥିତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି ଏକ ଗଛର ଭଙ୍ଗା ଶାଖା ଭୁବନେଶ୍ୱରର ଏଜି ସ୍କୋୟାର ରୁ ରାଜମହଲ ସ୍କୋୟାରରେ ଯିବା ବାଟରେ ପଡ଼ିଥିବାରୁ ଯାନବାହାନ ଯିବାରେ ବାଧାପ୍ରାପ୍ତ ହେଉଛି ପ୍ଲାଷ୍ଟିକ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୨, ୨୦୨୧)

ଭୁବନେଶ୍ୱରର ଶିଶୁଭବନ ଛକ ଏବଂ ବିମାନବନ୍ଦର ରାସ୍ତା ମଧ୍ୟରେ ପ୍ରବଳ ବର୍ଷାପାଣି ଭୁବନେଶ୍ୱର ଜନପଥରେ ଜମିରହିଥିବା ବର୍ଷାପାଣି କଟକର ବାଦାମବାଡି ରାସ୍ତାରେ ଲଘୁଚାପର ବର୍ଷା ହେବାରୁ ରାସ୍ତାଘାଟ ଶୂନଶାନ ଲାଗୁଛି କଟକ ଠାରେ ଜୋବ୍ରା ଆନିକଟ ଦେଇ ପ୍ରବାହିତ ଗୋଳିଆ ପାଣି…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୯, ୨୦୨୧)

ଭୁବନେଶ୍ୱରର ରାଜମହଲ-ଏଜି ଛକ ରାସ୍ତାରେ ବହୁତ ଗାଡି ମଟର ଭିଡ ଭୁବନେଶ୍ୱରର ଓ଼ଲ୍ଦଟାଉନ ଠାରେ ଭଗବାନ ଗଣେଶଙ୍କ ମାଟି ପ୍ରତିମାକୁ ଜଣେ କାରିଗର ଅନ୍ତିମ ସ୍ପର୍ଶ ଦେଉଛନ୍ତି ଭୁବନେଶ୍ୱରର ରାଜମାହଲ ଠାରୁ ମାଷ୍ଟର କ୍ୟାଣ୍ଟିନ ରାସ୍ତାରେ ବାଉଁଶ ନିର୍ମିତ ଛୋଟ ପେଣ୍ଡାଲ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୧)

ଅଭିନବ ସଚେତନତା: ମା’ ଦୁର୍ଗାଙ୍କ ବେଶରେ ଭୁବନେଶ୍ୱର ଖଣ୍ଡଗିରି ଛକରେ ମାସ୍କ ପିନ୍ଧିବା ଓ ଟ୍ରାଫିକ ନିୟମ ମାନିବାକୁ ସଚେତନ କରୁଛନ୍ତି କଳାକାର   ଭୁବନେଶ୍ୱର ବାଣୀବିହାର-ରସୁଲଗଡ଼ ରାସ୍ତା ପାର୍ଶ୍ଵରେ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଶୁ କଳାକାର

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୫, ୨୦୨୧)

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଗଣେଶ ପ୍ରତିମା ବିକ୍ରୟ ପାଇଁ ରଖାଯାଇଛି   ଭୁବନେଶ୍ୱରରେ ପ୍ରବଳ ବର୍ଷାର ପରବର୍ତ୍ତୀ ଦୃଶ୍ୟ   କଟକ କାଠଗଡ଼ା ଅଞ୍ଚଳର ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ଦ୍ୱାରା ମାଟିରେ ନିର୍ମାଣାଧୀନ ୧୮୬୦ ମସିହା କଟକ ସହରର କଳାକୃତି

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?