ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାସ୍ତାରେ ମରୀଚିକାର ଦୃଶ୍ୟ

ବିଏମସି ଅନୁମୋଦିତ ଜମିରେ ଜବର ଦଖଲକୁ ଉଛେଦ କରାଯାଉଛି

କଟକରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁଇ ନାବାଳକ ଟ୍ରଲି ନେଇ ଯାଉଛନ୍ତି

କଟକ ବାଦାମବାଡ଼ିସ୍ଥିତ ବାସଭବନରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ ଶେଷଦର୍ଶନ






ସାବିତ୍ରୀ ବ୍ରତ ପାଇଁ ଭୁବନେଶ୍ୱରରେ ଫଳ କିଣିବାକୁ ଲୋକଙ୍କ ଭିଡ଼ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ନୃତ୍ୟାଭିନୟ ଟ୍ରଷ୍ଟ ଦ୍ୱାରା ନୃତ୍ୟାଭିନୟ ଉତ୍ସବ ଆୟୋଜିତ ଭୁବନେଶ୍ୱରରେ…
ସିବିଏସଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ୱରର BJEM Schoolରେ ସଫଳତାରେ ଉତ୍ସାହିତ ଛାତ୍ରୀଛାତ୍ରମାନେ ଖୁସି ମନାଉଛନ୍ତି ସିବିଏସଇ ଦ୍ୱାଦଶ…
ଭୁବନେଶ୍ୱରସ୍ଥିତ ବିନ୍ଦୁସାଗରରେ ପାଣିରେ ବିଚରଣ କରୁଛନ୍ତି ବତକ ଯୋଡ଼ି ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୃତ୍ୟାୟନ ପକ୍ଷରୁ ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀରେ…
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନାଟ୍ୟଧାରା ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ କଲଚରାଲ୍ ଆସୋସିଏସନ୍, ସମ୍ବଲପୁରର ଶିଳ୍ପୀମାନେ ନାଟକ ପରିବେଷଣ କରୁଛନ୍ତି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ…
ରାଜଧାନୀରେ ପ୍ରବଳ ଖରା ଓ ଗରମରୁ ରକ୍ଷା ପାଇବା ପାଇଁ ଓଲ୍ଡ ଟାଉନ ବିନ୍ଦୁସାଗରରେ ପିଲାମାନେ ଗାଧୋଉଛନ୍ତି ମହାପ୍ରଭୁଙ୍କ ଆଜ୍ଞାମାଳା ସହ ପୁରୀ…
ପୁରୀ ପୌରସଦନ ପରିସରରେ ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ ଭୁବନେଶ୍ୱରସ୍ଥିତ ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ପକ୍ଷରୁ ଧାରଣା
କଟକ ବାଲିଯାତ୍ରା ଉପର ପଡ଼ିଆରେ ଆଦିବାସୀ ମେଳା ଚାଲିଛି କଟକ ଗୋପାଳପୁର ଜାତୀୟ ରାଜପଥରେ ଅପରାହ୍ନ ୩.୧୫ରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି …
କଟକ ବାଲିଯାତ୍ରା ଉପରପଡ଼ିଆରେ ଚାଲିଥିବା ଆଦିବାସୀ ମେଳାରେ ମଞ୍ଚସ୍ଥ ସମ୍ବଲପୁରୀ ନୃତ୍ୟ ଓ ଆଦିବାସୀ ନୃତ୍ୟ ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ମିରର ଗ୍ରୁପ, ଭୁବନେଶ୍ୱର ପକ୍ଷରୁ ପ୍ରସ୍ତୁତ…