ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୨୯, ୨୦୨୨ )

ଓଡିଶାରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ

 

କଟକ ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନର ପରୀକ୍ଷା ଦେଇ ଛାତ୍ରୀମାନେ ଫେରୁଛନ୍ତି

 

ଭୁବନେଶ୍ୱର ରବୀନ୍ଦ୍ର  ମଣ୍ଡପରେ ଡ୍ରାମା ମହୋତ୍ସବର ଉଦଯାପନ ଦିବସରେ  ଓଡିଆ ଭାଷା

ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପରିବେଷିତ ନାଟକ ‘କବି ସମ୍ରାଟ’

 

ଭୁବନେଶ୍ୱର ସୂଚନା ଭବନଠାରେ ଏକଲବ୍ୟ ପକ୍ଷରୁ ଆୟୋଜିତ ନୃତ୍ୟ ଉତ୍ସବରେ କାହାଣୀ ମାଧ୍ୟମରେ ନୃତ୍ୟ ପରିବେଷଣ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri