ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୩୦, ୨୦୨୨)

ପବିତ୍ର ରମଜାନ ମାସରେ ଭୁବନେଶ୍ୱର ୟୁନିଟ-୪ ମସଜିଦ ପରିସରରେ ରୋଜା ରଖିଥବା ଶ୍ରଦ୍ଧାଳୁଙ୍କ ସମୂହ ପ୍ରାର୍ଥନା

 

ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୧ତମ ସମାବର୍ତ୍ତନ ଉତ୍ସବ

 

ଗଣକବି ବୈଷ୍ଣବ ପାଣିଙ୍କ  ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ତାଙ୍କ  ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଉତ୍କଳ ସମ୍ମିଳନୀ କର୍ମକର୍ତ୍ତା

 

ଭୁବନେଶ୍ୱର ମହାନିଗମ କାର୍ଯ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ ସହିତ ସ୍ୱଚ୍ଛ ଭାରତ ମିଶନ ବ୍ରାଣ୍ଡ ଆମ୍ବାସାଡ଼ର ଏବଂ ସମ୍ମାନିତ ବ୍ୟକ୍ତି

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଶ୍ରୀମୟୀ ନୃତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ

 

ବିଶ୍ୱ ପ୍ରାଣୀ ଦିବସ ଅବସରରେ କଟକ ସିଡିଏ ସେକ୍ଟର-୬ ସ୍ଥିତ ପ୍ରାଣୀ ସେବାସଦନରେ ଗୃହପାଳିତ କୁକୁରଙ୍କୁ ନିଃଶୁଳ୍କ ଜଳାତଙ୍କ ଟୀକା ଦିଆଯାଉଛି

 କଟକସ୍ଥିତ ଓଡ଼ିଶା ଜୁଡ଼ିସିଆଲ ଆକାଡେମୀରେ ମୁକ ବଧିର ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରୁଛନ୍ତି ଜଷ୍ଟିସ ଆଦିତ୍ୟ ମହାପାତ୍ର ଓ ଜଷ୍ଟିସ ସାବିତ୍ରୀ ରଥ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୨ ଅଗଷ୍ଟ, ୨୦୨୬)

ଶିପି କୁମ୍ଭାର ସାହି ଅଞ୍ଚଳରେ ଖୁଦୁରୁକୁଣୀ ମୂର୍ମୟୀ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ ଶନିବାର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri