ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୭, ୨୦୨୨)

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ  ରାଜ୍ୟସ୍ତରୀୟ ପାଇକ ସମାବେଶ ଏବଂ ରାଲି

 

ଖରା ବଢିବା ସାଙ୍ଗକୁ ବଢୁଛି ତାଳସଜର ଚାହିଦା: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ରାସ୍ତା ପାର୍ଶ୍ୱରେ ତାଳସଜ ବିକ୍ରି

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବୃକ୍ଷକୁ ରକ୍ଷା କରିବାକୁ ପୋଷ୍ଟର ଲଗାଯାଇଛି

କଟକ ସିଡିଏ ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପରୀକ୍ଷା କେନ୍ଦ୍ରରେ ସିବିଏସଇ ୧୦ମ  ପରୀକ୍ଷା ଦେବାକୁ ପ୍ରବେଶ କରୁଛନ୍ତି ଛାତ୍ରୀ ଛାତ୍ର

କଟକ ବିଡାନାସୀ ଥାନାର ନୂତନ ଗୃହକୁ ଡିଜିପି ସୁନୀଲ ବଂଶଲ ଉଦଘାଟନ କରୁଛନ୍ତି

 

କଟକ ପୁରୀଘାଟ ଥାନାର ନବନିର୍ମିତ ଗୃହକୁ ଉଦଘାଟନ କରୁଛନ୍ତି ଡିଜିପି ସୁନୀଲ ବଂଶଲ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୧)

କଟକର ବିଭିନ୍ନ ମନ୍ଦିରରେ ଜାଗର ଯାତ୍ରା ପୂର୍ବ ପ୍ରସ୍ତୁତି      ମହାଶିବରାତ୍ରି ପୂର୍ବରୁ କଟକରେ କାରିଗର ପ୍ରସ୍ତୁତ କରୁଛନ୍ତି ଦୀପ   ପୋଲିସ କମିଶନର...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୯, ୨୦୨୧)

କଟକ ଚାନ୍ଦିନିଚୌକ୍ ରାସ୍ତା ପାର୍ଶ୍ୱରେ ବିକ୍ରି ପାଇଁ ଛତା ଗୁଡିକୁ  ସଜାଇ ରଖୁଛନ୍ତି ବ୍ୟବସାୟୀ   ଭୁବନେଶ୍ୱର ରେଲୱେ ଷ୍ଟେସନରେ ସାମାଜିକ ଦୂରତ୍ୱ କୁ ଫୁ...

ଓଡ଼ିଶା: ଆଜିର ଫଟୋ (ମେ ୯, ୨୦୨୧)

ଲକଡାଉନ୍ ହେତୁ ଯାତ୍ରୀ ନ ଥିବାରୁ କଟକସ୍ଥିତ ରିକ୍ସା ଚାଳକଙ୍କ ମାନେ ବସି ରହିଛନ୍ତି   ଦେଶ ମାତୃ ଦିବସ ପାଳନ କରୁଥିବାବେଳେ ଜଣେ ମହିଳା...

କଟକ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ଯୋଗ ଶିବିର

କଟକ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ଯୋଗ ଶିବିର।

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୩, ୨୦୨୦)

ଲକ୍‌ଡାଉନରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ ପିପିଲି ବାଇପାସ କଡରେ ଥିବା ଏକ ବିଲରେ ଟ୍ରାକ୍ଟର ସାହାଯ୍ୟରେ ହଳ କରାଯାଉଛି ରାଜଧାନୀ ଭୁବନେଶ୍ୱର ଆକାଶରେ ଏକ ହେଲିକାପ୍ଟର...

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି।

ଓଡ଼ିଶା: ଆଜିର ଫଟୋ (ଜୁନ୍ ୭, ୨୦୨୦)

ରାଜଧାନୀରେ ପ୍ରବଳ ଖରା ଯୋଗୁ ତୃଷା ମେଣ୍ଟାଇବା ପାଇଁ ଗୋଟିଏ ପରା ପାଣି ପିଉଛି। ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ ଯାତ୍ରୀ...

ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।

ଛୁଟି ଦିବସରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ପ୍ରତିବାଦରେ ମାଲେରିଆ ନିରୋଧ ବିଭାଗ ମଜଦୂର ସଂଘ ପକ୍ଷରୁ ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ଧାରଣା।

Advertisement
Archives

Model This Week