ଓଡ଼ିଶା: ଆଜିର ଫଟୋ (ମେ ୩ , ୨୦୨୨)

ଶ୍ରୀକ୍ଷେତ୍ରରେ ରଥ କାଠ ଅନୁକୂଳ

ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ

 

ଇଦ୍ ଅବସରରେ ଭୁବନେଶ୍ୱର ୟୁନିଟ-୪ ମସଜିଦରେ ସମୂହ ନମାଜ୍ ପାଠ

 

ଭୁବନେଶ୍ୱର ବରମୁଣ୍ଡା ଫାର୍ମ ମେଶିନାରି ଟେଷ୍ଟିଙ୍ଗ ଆଣ୍ଡ ଟ୍ରେନିଂ ସେଣ୍ଟରରେ ରାଜ୍ୟସ୍ତରୀୟ କୃଷକ ଦିବସରେ କୃଷି ମନ୍ତ୍ରୀ  ଅରୁଣ ସାହୁ ଚାଷଜମିରେ ଅକ୍ଷିମୁଠି ଅନୁକୂଳ କରୁଛନ୍ତି

 

ଭକ୍ତକବି ଜୟଦେବ ଗୋସ୍ୱାମୀଙ୍କ ଜୟନ୍ତୀରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଜୟଦେବବିହାର ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

ଇଦ୍ ଅବସରରେ ବ୍ରହ୍ମପୁରର ଇଦଗାହ ପଡିଆରେ ସମୂହ ନମାଜ୍ ପାଠ ସହ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି

 

ଅକ୍ଷୟ ତୃତୀୟାରେ କଟକ କ୍ୟାଣ୍ଟନମେଣ୍ଟ ରୋଡ଼ରେ ଥିବା ଏକ ଶୋ’ରୁମରେ ଗ୍ରାହକଙ୍କ ଭିଡ

 

 

କଟକ ସତୀଚଉରା ସ୍ଥିତ ଇଦଗାହ ଠାରେ ସମୂହ ନମାଜ ପାଠ

 

 

କଟକ ସତୀଚଉରା ସ୍ଥିତ ଇଦଗାହରେ  ପୂର୍ବତନ ବିଧାୟକ ତଥା କଟକ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ବାରବାଟୀ କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମଙ୍କୁ ଇଦ ଶୁଭେଚ୍ଛା ଜଣାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri