ଓଡ଼ିଶା: ଆଜିର ଫଟୋ (ମେ ୧, ୨୦୨୨)

ଭୁବନେଶ୍ୱର ସୂଚନା ଭବନରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ

 

ଭୁବନେଶ୍ଵର ଗୀତଗୋବିନ୍ଦ ସଦନରେ ବିଶ୍ୱ ମୁକ୍ତି ପକ୍ଷରୁ ‘ବିଜୁ: ସ୍ବପ୍ନ ଓ ସଙ୍କଳ୍ପ’ ପତ୍ରିକା ଲୋକାର୍ପଣ

 

  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରୁଛନ୍ତି ଏଏସଆଇ ଟିମ

 

କଟକ ଶ୍ରୀରାମ ଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସାରସ୍ୱତ ସାଧକ ବିକ୍ରମ କେଶରୀ ବର୍ମାଙ୍କ ତୈଳଚ୍ଚିତ୍ରକୁ ଉନ୍ମୋଚନ କରୁଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା

 କଟକ ଶହୀଦ ଭବନରେ ଜିଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧ ସେପ୍ଟେମ୍ବର, ୨୦୨୬)

କଟକ କୁମ୍ଭାର ସାହି ଅଞ୍ଚଳରେ ଶିଳ୍ପୀ ଗଣେଶ ମୂର୍ତ୍ତିକୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି     📲 Follow Dharitri – Odisha’s No.1 Odia Daily…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri