ବସ୍ତିରେ ହୋଇନାହିଁ ସଂକ୍ରମଣ: ବିଏମ୍ସି
ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନାନା ପଦକ୍ଷେପ ହାତକୁ ନେଇଛି। ବିଏମ୍ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରର ସମସ୍ତ ବସ୍ତି ଅଞ୍ଚଳକୁ ଆକ୍ଟିଭ୍ ସର୍ଭିଲାନ୍ସରେ ରଖାଯାଇଛି। ଲକ୍ଷଣ ଥିବା…
ସ୍ବାଭାବିକ ହେଉଛି, ଭିଡ଼ ବି ବଢୁଛି
ଭୁବନେଶ୍ୱର,୧୨ା୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱର ଏବେ ବି ରେଡ୍ ଜୋନ୍ରେ ରହିଛି। ସଂକ୍ରମଣକୁ ଯଥାସମ୍ଭବ ରୋକିବା ପାଇଁ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ପରିବର୍ତ୍ତିତ କଟକଣା ଲାଗୁ କରାଯାଇଛି। ହେଲେ ଜୀବନ…
କ୍ବାରାଣ୍ଟାଇନ୍ ଛାଡ଼ି ବାହାରେ ବୁଲୁଛନ୍ତି ପ୍ରବାସୀ
ପୁରୀ ଅଫିସ,୧୨ା୫: ମହାମାରୀ କରୋନା ରାଜ୍ୟରେ ଭୟଙ୍କର ରୂପ ଧାରଣ କଲାଣି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଗଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ରାଜ୍ୟକୁ ଏବେ ପ୍ରବାସୀ…
ଶରୀର ଦାନ କରିବେ ଭବାନୀ ଚରଣ ପଟ୍ଟନାୟକ
ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଶରୀର ଦାନ କରିବେ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ। ମୃତ୍ୟୁ ପରେ ସେ ତାଙ୍କ ଶରୀରକୁ କଟକ ଏସ୍ସିବି ମେଡିକାଲ କଲେଜକୁ ଦାନ କରିବେ ବୋଲି ୯୯ତମ ଜନ୍ମ ଦିବସ ଅବସରରେ ପଟ୍ଟନାୟକ ଘୋଷଣା କରିଛନ୍ତି।…
ଘରୋଇ ବିଦ୍ୟାଳୟ ଫି’ ପ୍ରସଙ୍ଗ: ରାସ୍ତାକୁ ଓହ୍ଲାଇଲା ଅଭିଭାବକ ମହାସଂଘ
ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନା ପାଇଁ ଘରୋଇ ବିଦ୍ୟାଳୟଗୁଡ଼ିକ ରି-ଆଡ୍ମିଶନ ଫି, ପରିବହନ ଖର୍ଚ୍ଚ, ଇନ୍ଫ୍ରାଷ୍ଟ୍ରକ୍ଚର ଫି, କମ୍ପ୍ୟୁଟର ଫି, ଡେ’ ବୋର୍ଡିଙ୍ଗ୍ ଫି ଆଦି ୩ ମାସ ପର୍ଯ୍ୟନ୍ତ ନ ନେବାକୁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ହେଲେ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଫୋନ କରି…
କୋଭିଡ୍ ଚିକିତ୍ସାକୁ ଦୃଢ଼ୀଭୂତ କରିବା ପାଇଁ ମକ୍ ଡ୍ରିଲ
ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ବାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ସହ ସ୍ବାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ମକ୍ ଡ୍ରିଲ୍ ମାଧ୍ୟମରେ ପ୍ରସ୍ତୁତିକୁ ଜୋର୍ଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର…
ବସ୍ତିରୁ ବ୍ୟାପିଥିଲା ମୁମ୍ବାଇ ପୋଲିସକୁ ସଂକ୍ରମଣ
ଭୁବନେଶ୍ୱର,୧୨ା୫ (ବ୍ୟୁରୋ): ଲକ୍ଡାଉନ୍ କଟକଣାକୁ ପାଳନ କରିବା ସହ କରୋନା ସଂକ୍ରମଣ ରୋକିବାରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ହେଲେ ଏବେ ଦିନରାତି ଜଗିରହୁଥିବା ପୋଲିସ ନିଜେ ସଂକ୍ରମଣର ଶିକାର ହୋବାରେ ଲାଗିଛି। ମୁମ୍ବାଇରେ ୩ଶହରୁ ଊର୍ଦ୍ଧ୍ୱ ପୋଲିସ କୋଭିଡ୍-୧୯ରେ…
ଜରିମାନା ଆଦାୟ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ
ବାହାନଗା, ୧୨ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସୋମବାର ନିୟମ ଊଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ବେଳେ ଜଣେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତହସିଲଦାରଙ୍କ ଡ୍ରାଇଭରଙ୍କୁ ଟେକି ନେଇ ଯୁବକଜଣକ ହଡରଘଣାରେ ପଡିଥିଲେ। ଜରିମାନା ଓ ଭୁଲ ମାଗିବା…
ସୀମା ସିଲ୍ ସତ୍ତ୍ୱେ ହାଇଦ୍ରାବାଦରୁ ଆସିଲେ ଶହେରୁ ଉର୍ଦ୍ଧ୍ୱ ପ୍ରବାସୀ
ବାଲେଶ୍ୱର ଅଫିସ,୧୨।୫-ସୀମା ସିଲ୍ କରାଯାଇଥିଲେ ମଧ୍ୟ ହାଇଦ୍ରାବାଦରୁ ଶହେରୁ ଊର୍ଦ୍ଧ୍ୱ ପ୍ରବାସୀ ଚାଲି ଚାଲି ଆସି ସୋମବାର ବାଲେଶ୍ୱର ଜିଲା ରେମୁଣା ଗୋଲେଇରେ ପହଞ୍ଚିଥିଲେ। ଏତେସଂଖ୍ୟକ ଲୋକେ ଯାଉଥିବା ଦେଖି କେତେକ ସାମାଜିକ କର୍ମୀ ସନ୍ଦେହରେ ସେମାନଙ୍କୁ ପଚରାଉଚୁରା କରିବା ପରେ…
ରାଇବଣିଆରେ ୧୭ ହାତୀଙ୍କ ଉପଦ୍ରବ
ଜଳେଶ୍ୱର, ୧୨।୫(ସ୍ବ.ପ୍ର.)-ଗତ କିଛିଦିନ ବ୍ୟବଧାନ ପରେ ଶିମିଳିପାଳର ୧୭ ହାତୀ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆରେ ୨ଦିନ ଧରି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି। ଏହି ହାତୀମାନେ ରାଇବଣିଆ ଅଞ୍ଚଳ ଛାଡ଼ି ରାସଗୋବିନ୍ଦପୁର ଓ ପଶ୍ଚିମବଙ୍ଗର କେସରେଖା ଫରେଷ୍ଟ…
ଚାକିରି ସ୍ଥାୟୀତ୍ୱ କହି ଆଉଟସୋର୍ସିଂ ସଂସ୍ଥା ଲୁଟିଲା
ଫୁଲବାଣୀ ଅଫିସ, ୧୨ା୫- କରୋନାକୁ ପ୍ରତିହତ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। କନ୍ଧମାଳ ଜିଲା ମେଡିକାଲରେ କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି କେବଳ କୋଭିଡ-୧୯ ମୁକାବିଲା ପାଇଁ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ତାଲିମଧାରୀଙ୍କୁ ଆଉଟ ସୋର୍ସିଂ ସଂସ୍ଥା ପକ୍ଷରୁ…
ଚେନ୍ନାଇରୁ ବୋଟ୍ରେ ଆସିଲେ ୪୨ ଶ୍ରମିକ : ସମୁଦ୍ରରେ ୫ ଦିନ ଯାତ୍ରା, କ୍ୱାରାଣ୍ଟାଇନ୍କୁ ଗଲେ ସମସ୍ତେ
ବ୍ରହ୍ମପୁର ଅଫିିସ,୧୨ା୫-ଗଞ୍ଜାମ ଜିଲାକୁ ପୁଣି ବୋଟ୍ରେ ଆସିଲେ ପ୍ରବାସୀ ଶ୍ରମିକ। ସୋମବାର ସନ୍ଧ୍ୟାରେ ଚେନ୍ନାଇରୁ ସମୁଦ୍ରରେ ୪୨ ଜଣ ଶ୍ରମିକ ମାର୍କଣ୍ଡିରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ମାର୍କଣ୍ଡି ଅଞ୍ଚଳର ୩୩ ଜଣ ଥିବା ବେଳେ ଗୋପାଳପୁରର ୩, ନୂଆଗଁ। ର…
Archives


