ରଥ ନିର୍ମାଣକୁ କେନ୍ଦ୍ର ସରକାରଙ୍କ ଅନୁମତି: ରଥ ଖଳାରେ ଧାର୍ମିକ ସମାବେଶକୁ ବାରଣ
ଭୁବନେଶ୍ୱର, ୭।୫(ବ୍ୟୁରୋ): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କରିବା ସକାଶେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରଥ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସରକାରଙ୍କୁ କେତେକ ସର୍ତ୍ତମୂଳକ ଭତ୍ତିରେ ଅନୁମତି ଦେଇଛନ୍ତି। ଏ…
ଦିନକରେ ୩୪ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୭।୫(ବ୍ୟୁରୋ)-ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ। ଦିନକରେ ରାଜ୍ୟରେ ମୋଟ ୩୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡିଶାରେ ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଛି। ଗୁରୁବାର ଗଞ୍ଜାମରେ ୨୪, ମୟୁରଭଞ୍ଜରେ ୪, ଭୁବନେଶ୍ୱରରେ ୩, ବାଲେଶ୍ୱରରେ ୨…
ଭୁବନେଶ୍ୱରରେ ପୁଣି କରୋନା ପଜିଟିଭ
ଭୁବନେଶ୍ୱର,୭।୫(ବ୍ୟୁରୋ)-ପୁଣି ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ଗୁରୁବାର ସାରେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମଞ୍ଚେଶ୍ୱର , ଭିଏସ୍ଏସ୍ନଗର ଓ ସୂର୍ଯ୍ୟନଗର ଅଞ୍ଚଳରୁ ମୋଟ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
CORONAVIRUS UPDATE: ଆଉ ୧୦ ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଲା
ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ସନ୍ଧ୍ୟାରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ୭ ଥିବାବେଳେ ଭୁବନେଶ୍ୱରର ୩ ଆକ୍ରାନ୍ତ ରହିଛନ୍ତି। ଭୁବନେଶ୍ୱରର ୩ ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ୱର, ଭିଏସ୍ଏସ୍ ନଗର ଓ ସୂର୍ଯ୍ୟନଗର ଅଞ୍ଚଳରେ।…
ନୂଆ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୨ ସୁରଟ, ୧ ପଶ୍ଚିମବଙ୍ଗ ଫେରନ୍ତା
ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଚିହ୍ନଟ ହୋଇଥିବା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ॥ ଏମାନଙ୍କ ମଧ୍ୟରୁ ଜଣେ ଜଗତ୍ସିଂହପୁରର ହୋଇଥିବାବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଜିଲାର। ଜଗତ୍ସିଂହପୁରର ଆକ୍ରାନ୍ତ ୭୦ ବର୍ଷୀୟ ପଶ୍ଚିମବଙ୍ଗ…
CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଲା
ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଜଗତ୍ସିଂହପୁରର ହୋଇଥିବା ବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଜିଲାର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍ ଆସିବ; ଭୟଭୀତ ହୁଅନ୍ତୁ ନାହିଁ: ଶାଳିନୀ ପଣ୍ଡିତ
ଭୁବନେଶ୍ୱର,୭।୫(ବ୍ୟୁରୋ): ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ୍ ମାମଲା ଆସିବ। ଏନେଇ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍ଏମ୍ଆର୍ସିରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସକ ତଳେ ୨୫୦,୧୫…
କମିଶନରେଟ ପୋଲିସର ସୋସିଆଲ ଡିଷ୍ଟାନ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍, ବଜାର ଅଞ୍ଚଳରେ ବୁଲିବ
ଭୁବନେଶ୍ୱର,୭।୫(ବ୍ୟୁରୋ): କରୋନାର ମୁକାବିଲା ନିମନ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୩ୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଖୋଲିଥିବା ଦୋକାନ ଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା କରିବାକୁ ସଚେତନ କରାଯାଉଛି। ଏହି କ୍ରମରେ କମିଶନରେଟ ପୋଲିସ ପକ୍ଷରୁ…
୧୪ ଦିନରୁ ୨୧ ଦିନ ବଢ଼ିପାରେ କ୍ୱାରାଣ୍ଟାଇନ ଅବଧି
ଭୁବନେଶ୍ୱର,୭।୫(ବ୍ୟୁରୋ): ବଢ଼ିପାରେ ପ୍ରବାସୀମାନଙ୍କ କ୍ୱାରାଣ୍ଟାଇନ୍ ଅବଧି। ପୂର୍ବ ନିର୍ଦ୍ଧାରିତ ୧୪ ଦିନର ଅବଧିକୁ ୨୧ ଦିନକୁ ବଢ଼ାଇବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଗୁରୁବାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭିଡିଓ କନ୍ଫରେନ୍ସିଂରେ ଆୟୋଜିତ ସମୀକ୍ଷା ବୈଠକରେ…
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: କରୋନା ପରୀକ୍ଷା ପରେ ହିଁ ପ୍ରବାସୀଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳୁ
କଟକ ଅଫିସ,୭।୫- ଓଡ଼ିଶାକୁ ଫେରିବା ପାଇଁ ପଞ୍ଜିକରଣ କରିଥିବା ପ୍ରବାସୀମାନଙ୍କୁ କରୋନା ପରୀକ୍ଷା(ଆର୍ଟି-ପିସିଆର୍) ପରେ ହିଁ ଫେରିବା ପାଇଁ ଅନୁମତି ଦିଆଯାଉ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁବାର ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନାରାୟଣ…
ରେଜିଷ୍ଟ୍ରେଶନ୍ ନ କରି ଫେରୁଛନ୍ତି ପ୍ରବାସୀ: ଏସ୍ଓପିରେ ସଂଶୋଧନ
ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟ ସରକାର ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ସ୍ବତନ୍ତ୍ର ଅନ୍ଲାଇନ୍ ରେଜିଷ୍ଟ୍ରେଶନ୍ ସହ ବସ୍ ଏବଂ ଟ୍ରେନ୍ଯୋଗେ ସେମାନଙ୍କୁ ଅଣାଯାଉଛି। ଏସବୁ ସତ୍ତ୍ୱେ କିଛି ଶ୍ରମିକ ବିନା ରେଜିଷ୍ଟ୍ରେଶନରେ ବସ୍…
CORONAVIRUS UPDATE: ମୟୂରଭଞ୍ଜରେ ଆଉ ଜଣେ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି
ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ ମୟୂରଭଞ୍ଜର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ପୂର୍ବାହ୍ନରେ ଜିଲାରେ ୩…
Archives


