ରାଜ୍ୟ

ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ, ଡାକ୍ତରଖାନା ନିଜେ ନ ଆସି ୧୦୪କୁ ଫୋନ୍‌ କରନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସବୁ ଥଣ୍ଡାଜ୍ୱର କୋଭିଡ-୧୯ ନୁହେଁ। ଯଦି ଥଣ୍ଡା ଜ୍ୱର ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଯାଇ ୧୦୪କୁ କଲ୍‌ କରନ୍ତୁ। ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ନିଜ ବିଷୟରେ ସମସ୍ତ ତଥ୍ୟ ଦିଅନ୍ତୁ। କଥା ହେବା ମଧ୍ୟରେ ସ୍ବାସ୍ଥ୍ୟାବସ୍ଥା…

କରୋନାକୁ ମେ’ ୧୫ ସୁଦ୍ଧା ରୋକାଯିବା ଆବଶ୍ୟକ, ନଚେତ ପରିସ୍ଥିତିକୁ ସମ୍ଭାଳିପାରିବେ ନାହିଁ ସରକାର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ସବୁଠାରୁ ବଡ଼ ବିପଦ ରହିଛି। ଏହା ବ୍ୟତୀତ ଅନ୍ୟ ରୋଗ ଯଥା ଡାଇବେଟିସ, ହୃଦରୋଗ, କ୍ୟାନ୍‌ସର, ଶ୍ୱାସଜନିତ ରୋଗ, ରକ୍ତ ଚାପରେ ପୀଡ଼ିତ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣର ଆଶଙ୍କା ରହିଛି। ବର୍ତ୍ତମାନ ଦେଶରେ…

ରାସ୍ତାରେ କରୋନା ଆପଣଙ୍କୁ ଖୋଜୁଛି, ଘରେ ରୁହନ୍ତୁ; ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଗତ ୩ ଦିନ ଜନତା କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌କୁ ନେଇ ଜନଜୀବନ ଅସ୍ଥିର ହୋଇପଡ଼ିଛି। ମଙ୍ଗଳବାର ଲକ୍‌ଡାଉନ୍‌ର ୨ୟ ଦିନ। ଆସନ୍ତା ୨୯ ତାରିଖ ଯାଏ ଏହା ଚାଲିବ। ତେବେ ଏହାଦ୍ୱାରା ଅର୍ଥନୈତିକ ପ୍ରଭାବ ବିରାଟ ଆକାରରେ ପ୍ରଭାବ। ହେଲେ…

ଆଗକୁ ବିସ୍ଫୋରକ ସ୍ଥିତି ଆସୁଛି, ସଚେତନ ନ ହେଲେ ମେ’ ଶେଷ ସୁଦ୍ଧା ୧୦ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆଜିଠାରୁ ମାତ୍ର ୪ ମାସ ତଳେ ଚାଇନାର ଉହାନରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏବେ ଏହା ସାରା ବିଶ୍ୱରେ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୮୧,୭୬୧ ଛୁଇଁଛି। ଭାରତରେ…

ଓଡ଼ିଶାରୁ ୧୧୦ ନମୂନା, ୨ ପଜିଟିଭ୍‌; ୩୮୬୧ଜଣ ବିଦେଶ ଫେରନ୍ତା ପଞ୍ଜିକୃତ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସ୍ବାସ୍ଥ୍ୟବିଭାଗର ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟରୁ ମୋଟ ୧୧୦ଟି ନମୂନା ପରୀକ୍ଷଣ ପାଇଁ ପଠାଯାଇଛି। ସେଥିରୁ ପୂର୍ବବତ ୨ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି। ଉଭୟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା…

୪୮ ଘଣ୍ଟାରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ ବଦଳି ସରକାରୀ କର୍ମଚାରୀ, ନଚେତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ମଙ୍ଗଳବାର ମଧ୍ୟରାତ୍ରରୁ ସାରା ଓଡ଼ିଶା ଲକ୍‌ଡାଉନ୍‌ କରିବାକୁ ଘୋଷଣା କରାଯାଇଛି। ୨୯ ମାର୍ଚ୍ଚ ରାତି ୧୨ ଯାଏ ସମସ୍ତ ଜିଲାରେ ଏହା ଜାରି ରହିବ। ଏହି ଅବସରରେ ରାଜ୍ୟ ପୋଲିସ, ବିଦ୍ୟୁତ୍‌ ବିଭାଗର ସମସ୍ତ କର୍ମଚାରୀମାନେ ନିରବିଚ୍ଛିନ୍ନ ଭାବେ କାମ…

ସ୍ବାସ୍ଥ୍ୟକର୍ମୀଙ୍କୁ ପାସ୍‌ ଅନାବଶ୍ୟକ: ପରିଚୟପତ୍ର ଦେଖାଇ ହସ୍ପିଟାଲ ଯାଇପାରିବେ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଗାଡ଼ିମୋଟର ଯାତାୟାତ ଉପରେ କଟକଣା ଲଗାଯାଇଛି। ନିହାତି ଯିବାର ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ପାସ୍‌ ଦିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ହେଲେ ଏହି ପାସ୍‌ ପାଇଁ…

ପରିବାରର ନାମରେ ଶପଥ କରନ୍ତୁ,ଜରୁରୀ କାମ ନ ଥିଲେ ଘରୁ ବାହାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲାକୁ ସମ୍ପୂର୍ଣ୍ଣ ତାଲାବନ୍ଦ ବା ଲକ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କିଛି ଲୋକେ ଏହାର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଏପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ…

ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଖାଦ୍ୟଶଷ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ।…

କରୋନା ପ୍ରଭାବ: ରାଜ୍ୟର ସମସ୍ତ ଆହାର କେନ୍ଦ୍ର, ପାର୍କ ବନ୍ଦ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ହସ୍ପିଟାଲ ପରିସର କିମ୍ବା ଏହା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଖୋଲା ରହିବ।…

କରୋନା ସଚେତନତା ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭାଇ ଶାନ୍ତି, ଜ୍ୟୋତି

ଜୟପୁର, ୨୪।୩(ନି.ପ୍ର.) ‘ମଦ ପିଇବି ନାଇଁ, ନାଇଁ ନାଇଁ ନାଇଁ ପିଇବି ନାଇଁ’ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଏହି ଗୀତ ୯୦ ଦଶକରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ମଦ ନ ପିଇବାକୁ ଗୀତ ମାଧ୍ୟମରେ କୋରାପୁଟ ଦାମନଯୋଡ଼ି ଅଞ୍ଚଳର ଯାଆଁଳା ଭାଇ…

କରୋନା ସଚେତନତା: ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ସ୍ବାସ୍ଥ୍ୟ ଏବଂ କୋଭିଡ-୧୯ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ। ମାତ୍ର ଅନ୍ୟ ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri