ରାଜ୍ୟ

କେସିଙ୍ଗାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର,୯।୬(ବ୍ୟୁରୋ): କଳାହାଣ୍ଡି ଜିଲାର କେସିଙ୍ଗାରେ ପ୍ରତିଷ୍ଠା କରାଯାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାର୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହେବ। ସୋମବାର ଲୋକସେବା ଭବନରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି…

ସ୍ମୃତିରେ ନନ୍ଦିନୀ

ନନ୍ଦିନୀ ଶତପଥୀ, କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କର ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ…

ଲଘୁଚାପ: ୧୦ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୯।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଏଥିସହିତ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବ। ରାଜ୍ୟରେ ବିଭିନ୍ନ ସ୍ଥାନରେ ୩ ଦିନ…

ରାଜକୋଷକୁ କରୋନା ମାଡ଼

ଭୁବନେଶ୍ୱର,୯।୬(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦ ସାଜିଛି। ଏହା କେବଳ ଯେ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ବିଗାଡ଼ି ଦେଇଛି। ଯାହାଫଳରେ ଗତ କିଛି ମାସ ହେବ ରାଜକୋଷ ଉପରେ ମଧ୍ୟ ଶକ୍ତ ଚାପ ପଡ଼ିଛି।…

ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ

କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ ଜଙ୍ଗଲରୁ ଫଳମୂଳ, ମଞ୍ଜି ଆଦି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି ା ସେଥିରୁ…

ସୋଲାର ସିଷ୍ଟମ ଅଚଳ, ପାଣି ପାଇଁ ହଇରାଣ

କେନ୍ଦୁଝର, ୯।୬(ସ୍ବ.ପ୍ର.) – ଯୋଡ଼ା ବ୍ଲକ ଅନ୍ତର୍ଗତ ଖଣି ଖାଦାନ ବହୁଳ ବଲାଣି ପଞ୍ଚାୟତ ଅନ୍ତର୍ଗତ ଜୁର୍ମିତା ତଳସାହିରେ ସୋଲାର ସିଷ୍ଟମ ଅଚଳ ଯୋଗୁ ବର୍ଷେ ହେଲା ଲୋକମାନେ ଜଳ ସଙ୍କଟରେ ଅଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପଦକ୍ଷେପ…

କୁନି ଝୁମର ଶିଳ୍ପୀ ମୋହିତଙ୍କୁ ନେଇ ଚର୍ଚ୍ଚା

ଚମ୍ପୁଆ, ୯।୬(ଡି.ଏନ.ଏ.)-ସାମ୍ପ୍ରତିକ ପରିସ୍ଥିତିରେ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ବେଶ ଖରାକ ଯୋଗାଉଛି ଝୁମର ସଙ୍ଗୀତ। କୁରୁମାଲି ଭାଷାରେ ଏହି ସଙ୍ଗୀତ କୁଡୁମି ସମ୍ପ୍ରଦାୟର ପ୍ରମୁଖତା ବହନ କରୁଥିବା ବେଳେ ସମ୍ପ୍ରଦାୟ ବାହାରେ ମଧ୍ୟ ଏହାର ଆଦୃତ୍ତି ବଢିବାରେ ଲାଗିଛି। ସ୍ଥାନୀୟ…

କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ଡବ୍ଲ୍ୟୁଏଚ୍‌ଓ ଅଧିକାରୀ: ଅନ୍ତେବାସୀଙ୍କୁ ସମସ୍ୟା ପଚାରି ବୁଝିଲେ

ବନ୍ତ, ୯।୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଅତିରିକ୍ତ ସେଣ୍ଟରରେ ପ୍ରବାସୀ ଓଡିଆମାନଙ୍କୁ ଆଇଶୋଲେଶନରେ ରଖାଯାଇଛି। ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି। ଏହି ପରିପ୍ରେକ୍ଷୀରେ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ବିଭିନ୍ନ ସୁବିଧା…

ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବି କଲେ ମହିଳା ଗୋଷ୍ଠୀ

ବାରିପଦା ଅଫିସ, ୯ା୬- ନିଜର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପୂର୍ବରୁ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଭିିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ଟଙ୍କା ଋଣ ଆଣିଥିଲେ। ସୁଧ ସହ ସେମାନେ ନିୟମିତ କିସ୍ତି ପୈଠ କରୁଥିଲେ। ହେଲେ ମହାମାରୀ…

ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ନିୟନ୍ତ୍ରକଙ୍କ ଦୁର୍ବ୍ୟବହାର: ଅଭିଯୋଗ ବିଶ୍ୱବିଦ୍ୟାଳୟ ଫାଟକରେ ୪ ଘଣ୍ଟା ପଡ଼ିଲା ତାଲା

ବାରିପଦା ଅଫିସ,୯ା୬- ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୋମବାର କେତେଜଣ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ପ୍ରତିବାଦରେ ଛାତ୍ରୀଛାତ୍ରମାନେ ଅପରାହ୍ନ ୧୧ଟା ୩୦ରୁ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ : ବିନା ଅଧ୍ୟାପକରେ ଚାଲିଛି ଏମ୍‌ଜେଏମ୍‌ସି ବିଭାଗ

ବ୍ରହ୍ମପୁର ଅଫିସ,୯ା୬-ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଅନ୍ୟତମ। ଓଡିଶା ତଥା ରାଜ୍ୟ ବାହାରୁ ବହୁ ଛାତ୍ରୀଛାତ୍ର ଏହି ବିଶ୍ୱବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଆସିଥାନ୍ତି। ଏଥି ସହ ଉଚ୍ଚତର ଗବେଷଣା କରି ଏଠାକାର ଛାତ୍ରୀଛାତ୍ରମାନେ ଦେଶ ବିଦେଶରେ ସୁନାମ…

ଆଇଟିଆଇର ପୁଣି ନୂଆ ଉଦ୍ଭାବନ: ପ୍ରସ୍ତୁତ କଲା ୟୁଭିସି ସୋଲ ସାନିଟାଇଜର

ବ୍ରହ୍ମପୁର ଅଫିସ,୯ା୬-କୋଭିଡ୍‌-୧୯ ମୁକାବିଲା ତଥା ସଂକ୍ରମଣରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଉଦ୍ଭାବନକରି ଏବେ ସାରା ଦେଶରେ ବ୍ରହ୍ମପୁର ଆଇଟିଆଇ ଅନ୍ୟ ଆଇଟିଆଇ ପାଇଁ ଉଦାହରଣ ପାଲଟିଛି। ସୋମବାର ପୁଣି ଆଉ ଏକ ଉଦ୍ଭାବନ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri