ରାଜ୍ୟ

ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର,୩।୭(ବ୍ୟୁରୋ)-ଗୋଟିଏ ପରିବାରର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶୁକ୍ରବାର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସେହିପରି ସୁବାସ ନଗରରୁ କଣ୍ଟେନମେଣ୍ଟ ଉଚ୍ଛେଦ କରାଯାଇଛି।

ବାହାର ଶ୍ରମିକଙ୍କୁ ରାଜଧାନୀ ମନା

ଭୁବନେଶ୍ୱର,୩।୭(ବ୍ୟୁରୋ)-ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୁକ୍ରବାର ପଦକ୍ଷେପ ନିଆଯାଇଛି। ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରୁ ହଟସ୍ପଟ ଅଞ୍ଚଳରୁ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୨୦୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୭୦୫କୁ ବୃଦ୍ଧି

ଭୁବନେଶ୍ୱର, ୩।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫,୭୦୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୩୮ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧା ୩୭, ଗଜପତି ୧୯,…

କରୋନା ଲକ୍ଷଣ ଲୁଚାଇଲେ ଆପଣ ଲୁଚିଯିବେ: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ୪୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ ହେଉଛି। ଗାଁର ପ୍ରତି ଘର ଏବଂ ସହରର ପ୍ରତି ବସ୍ତି ଅଞ୍ଚଳରେ ସର୍ଭେ ହେବ। ଘର ଘର ବୁଲି ଆଶା, ଏଏନ୍‌ଏମ୍‌ କର୍ମୀ ଲକ୍ଷଣ ନେଇ ସର୍ଭେ…

ହୋମ୍‌ କ୍ୱାରାଣ୍ଟାଇନ୍‌ ପାଳନ ନ କରିି ଯମ କୋଳକୁ ଯାଉଛନ୍ତି: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଲୋକମାନଙ୍କ ମଧ୍ୟରେ ଭୟ ଓ ସଚେତନତା କମିଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କରୋନା ମୁକାବିଲା କମିଟି ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ମୁଖପାତ୍ର…

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦ ଟଙ୍କା

ଭୁବନେଶ୍ୱର,୩।୭(ବ୍ୟୁରୋ): ଏଣିକି ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି। ଜିଏସ୍‌ଟି ସହ ସର୍ବାଧିକ ଫି’ ୨୨ଶହ ଧାର୍ଯ୍ୟ କରାଯାଇଛି। ଏହି…

କରୋନା କାଳରେ ସୁଧୁରୁନାହାନ୍ତି ଅମାନିଆ: ୪୪ହଜାର ଜରିମାନା ଆଦାୟ କଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ , ୩।୭- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ତଦଜନିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ଏବେ ବଢ଼ିବାରେ ଲାଗିଛି । ଫଳରେ ଏବେ ଜିଲାରେ କରୋନାରବିସ୍ପୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର…

କଟକ ସହରରେ ୫୯ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୭: କଟକ ମହାନଗର ନିଗମ ଅଞ୍ଚଳରୁ ଶୁକ୍ରବାର ୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ରୁ ୫୬, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଓ ଅନ୍ୟ ୨ଟି ଲୋକାଲ କେସ୍‌ ରହିଛି। ଲୋକାଲ କଣ୍ଟାକ୍ଟ କେସ୍‌ରେ ଶଙ୍କରପୁର ଓ ନିମଚଉଡ଼ି ଅଞ୍ଚଳର…

ଡରାଇଲାଣି କରୋନା: ରାଜଧାନୀରେ ଚିହ୍ନଟ ହେଲେ ୨୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୨୦ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତ ଥିବା ବେଳେ ୪ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ବିଏମ୍‌ସି ପକ୍ଷରୁ ଅପରାହ୍ନରେ ଟୁଇଟ୍‌…

ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩ା୭(ବ୍ୟୁରୋ): ଆଇଜି (ଅପରେଶନ) ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ରାଜ୍ୟରେ କୋଭିଡ଼-୧୯ ମହାମାରୀ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ…

୧୩ ହଜାର ମେଟ୍ରିକ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟର ଆଦିମ ଜନଜାତିଙ୍କ ଜୀବନ ଜୀବିକାର ବିକାଶ ଲାଗି କାର୍ଯ୍ୟ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍‌ (ଟିଡିସିସିଓଏଲ୍‌)…

କିନ୍ନରଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୩।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ। ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଗୁରୁବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri