ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ

ବାଲେଶ୍ୱର ଅଫିସ, ୩।୧୧: ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ଜାରି ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ତାଙ୍କର ମତ ସାବ୍ୟସ୍ଥ କରିଛନ୍ତି । ସ୍ବରୂପ ୧୬୦ ନଂ. ବୁଥ୍‌ରେ ଭୋଟ ଦେଇଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଗୋଟିଏ ଲେଖାଏ ହ୍ୟାଣ୍ଡ ଗ୍ଲୋବସ ପ୍ରଦାନ କରାଯାଉଛି। ମହାମାରୀ କୋଭିଡ୍‌କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ କଡ଼ା କଟକଣା ମଧ୍ୟରେ ବାଲେଶ୍ୱରରେ ୨ ଲକ୍ଷ ୩୦ ହଜାର ୨୯୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣରୁ ମୁକ୍ତି ପାଇ କଳାହାଣ୍ଡିର ୧୬ ପୋଲିସ କର୍ମଚାରୀ କଲେ ପ୍ଲାଜମା ଦାନ

ଭବାନୀପାଟଣା,୨।୧୦(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେମାନେ ସ୍‌ସିବିରେ କରୋନାରେ ଆକ୍ରାନ୍ତ ଗୁରୁତର...

ମାଲକାନଗିରିରେ ୪ ପୋଲ, ମୋଟୁ ଆପ୍ରୋଚ ରାସ୍ତା ନିର୍ମାଣ: ଗଡ଼କରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ଏମ୍‌ପି

ମାଲକାନଗିରି, ୨୨।୧୦(ଡି.ଏନ୍‌.ଏ.)- ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ମାଲକାନଗିରି ଜିଲାର ମାଲକାନଗିରି-କାଲିମେଳା ଜାତୀୟ ରାଜପଥରେ ୪ ଟି ଉଚ୍ଚ ସମ୍ପନ୍ନ ପୋଲ ଓ ମୋଟୁସ୍ଥିତ...

ହୋଇପାରିଲାନି ସ୍କୁଲ ମରାମତି କାର୍ଯ୍ୟ: ବର୍ଷାରେ ଭିଜି ବାରଣ୍ଡାରେ ପଢିଲେ ଛାତ୍ରୀଛାତ୍ର

ରଣପୁର,୨୨।୬(ସ୍ବ.ପ୍ର.:ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ନୟାଗଡ ଜିଲାର ରଣପୁର ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମେ ୩ତାରିଖରେ ସଂଘଟିତ ହୋଇଥିବା ବାତ୍ୟାକୁ ଏ ମଧ୍ୟରେ...

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ

ବନ୍ତ,୨୭।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲାରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଭଦ୍ରକ ଜିଲାକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା...

ରାୟଗଡ଼ାର ୬୬୭ ସ୍ବାବ୍‌ ନମୁନା ନେଗେଟିଭ୍‌

ରାୟଗଡ଼ା ଅଫିସ,୨୦ା୫: ରାୟଗଡ଼ା ଜିଲାରୁ ଗତ ୧୫ ତାରିଖରେ ୧୩ତମ ପର୍ଯ୍ୟାୟରେ ୮୬ଜଣଙ୍କର ସ୍ବାବ୍‌ ନମୁନା ପରୀକ୍ଷା ନିମନ୍ତେ ଆର୍‌ଏମ୍‌ଆରସି ଭୁବନେଶ୍ୱର ପଠାଯାଇଥିଲା। ସେଥିରୁ ସମସ୍ତ...

ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର...

ଲୋକ ସଭା ଉପବାଚସ୍ପତି ପଦ ପାଇଁ ୱାଇଏସ୍‌ଆର ସିପି ଅରାଜି : ଶିବସେନା, ବିଜେଡି ଉପରେ ନଜର

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଥିବା ୱାଇଏସ୍‌ଆର କଂଗ୍ରେସ ପାର୍ଟି ଲୋକ ସଭା ଉପବାଚସ୍ପତି ପଦ ଗ୍ରହଣ କରି ନ ପାରେ। ଅବିଭକ୍ତ ଆନ୍ଧ୍ରର ବିଭାଜନ...

କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ: ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଏତଲା

ପୁରୀ ଅଫିସ,୫ା୧୦: ସ୍ବର୍ଗଦ୍ୱାରରେ ରବିବାର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ...

Play 250+ Trending Games
Archives

Model This Week

Why Dharitri