ପରିବା ବିକୁଛନ୍ତି ପାଲାଗାୟକ
ଖୋର୍ଦ୍ଧା ଅଫିସ,୧୧।୮: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗଁପୁର ଗ୍ରାମର ପ୍ରସିଦ୍ଧ ପାଲା ଗାୟକ ଗଗନ…
ଚିହ୍ନଟ ହେବ ନୂଆ ଲଘୁ ଖଣିଜ ପଦାର୍ଥ ଉତ୍ସ
ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଲୋକସେବା ଭବନରୁ ସୋମବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ଲଘୁ ଖଣିଜ ପଦାର୍ଥର ସମୀକ୍ଷା କରିଥିଲେ। ସମସ୍ତ ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର ତଥା ଅତିରିକ୍ତ ତହସିଲଦାରମାନଙ୍କୁ ନେଇ…
କୋଭିଡ୍ ହସ୍ପିଟାଲ ଅବ୍ୟବସ୍ଥାକୁ ନେଇ ଅଡିଓ ଭାଇରାଲ ଘଟଣା: ୨ ଗିରଫ, ୩ ଦିନିଆ ରିମାଣ୍ଡରେ ଆସିବେ
ଭୁବନେଶ୍ୱର,୧୧।୮(ବ୍ୟୁରୋ): କୋଭିଡ୍ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଏକ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବାଦବିବାଦ ସୃଷ୍ଟି ହେବାପରେ କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ପଳାଶୁଣି ନିଉ କଲୋନୀର…
ଅଭିଯୁକ୍ତଙ୍କୁ କରୋନା ଶୁଣି ସ୍ପେଶାଲ ସ୍କ୍ବାଡ୍ରେ ଛନକା
ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ଭିଜିଲାନ୍ସ ଡିଏସ୍ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଅଳଙ୍କାର ଲୁଟ୍ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଖାରବେଳନଗର ଥାନା ଅଞ୍ଚଳରେ ଗତ ୨୬ ତାରିଖରେ ଘଟିଥିବା ଏହି ହାଇପ୍ରୋଫାଇଲ୍ ଲୁଟ୍ ପରେ କମିଶନରେଟ ପୋଲିସର…
ଚଳିତ ବର୍ଷ ୭ ଲକ୍ଷ ପକ୍କାଘର ଟାର୍ଗେଟ୍
ଭୁବନେଶ୍ୱର,୧୧।୮(ବ୍ୟୁରୋ)ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୭ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ। ଅଗଷ୍ଟ ୫ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ଘର ନିର୍ମାଣ ଶେଷ ହୋଇଛି। ଗତ ଆର୍ଥିକ ବର୍ଷ ଏହି ସମୟ ସୁଦ୍ଧା ୪୪ ହଜାର…
ଡାଲି, ତୈଳବୀଜ ସଂଗ୍ରହ ୨୦% ବୃଦ୍ଧି
ଭୁବନେଶ୍ୱର,୧୧।୮(ବ୍ୟୁରୋ): ଚଳିତ ବର୍ଷ ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜ୍ୟରେ ସମୁଦାୟ ୭୫୯୩.୨୮୦ ମେଟ୍ରିକ୍ ଟନ୍ ଡାଲି ଓ ତୈଳବୀଜ ଜାତୀୟ ଫସଲ ସଂଗ୍ରହ କରାଯାଇଛି। ୨୦୧୯-୨୦ ରବି ଋତୁରେ ୯୧୨୭.୭୯୬ ମେଟ୍ରିକ୍ ଟନ ସଂଗ୍ରହ…
ଭରସା ହରାଉଛି ଅଭିଯୋଗ ବାକ୍ସ
ଭୁବନେଶ୍ୱର,୧୧।୮(ବ୍ୟୁରୋ): ସଂକ୍ରମଣରୁ ଥାନା ଓ ପୋଲିସ କର୍ମଚାରୀଙ୍କୁ ଦୂରେଇ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ଅଭିଯୋଗକାରୀଙ୍କୁ ଆଉ ଥାନା ଭିତରକୁ ଛଡ଼ାଯାଉନି। ଅନ୍ୟତମ ବିକଳ୍ପ ସ୍ବରୂପ ଥାନା ପରିସରରେ ଅଭିଯୋଗ ବାକ୍ସର ବ୍ୟବସ୍ଥା ହୋଇଛି।…
କୂଳ ଖାଉଛି ଦୁଇମୁହାଣୀ
କୁଆମରା,୧୧।୮(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହ୍ଲୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ ହୋଇ ଗୋଟିଏ ନଦୀରେ ପରିଣତ ହୋଇଥିବାରୁ ତାହା ଦୁଇମୁହାଣୀ ନାମରେ ନାମିତ ହୋଇଛି। ଉକ୍ତ…
ବ୍ୟବସ୍ଥା ଥାଇ ହୀନସ୍ତା
ଅନୁଗୋଳ ଅଫିସ, ୧୧ା୮ ଶାରୀରିକ ଭିନ୍ନକ୍ଷମଙ୍କ ଭଳି ମାନସିକ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସରକାରୀ ଯୋଜନା ରହିଛି। ସେମାନଙ୍କୁ ଚିକିତ୍ସା କରାଇ ଆବଶ୍ୟକ ଥଇଥାନ ନିମନ୍ତେ ସରକାରୀସ୍ତରରେ ବ୍ୟବସ୍ଥା ଅଛି। ହେଲେ ଅନୁଗୋଳ ଜିଲାରେ ଉକ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ।…
ବଢ଼ିଲା ବଡ଼କମର-ଖଡ଼ଗପ୍ରସାଦ ସେତୁ ଆଶା
ପରଜଙ୍ଗ, ୧୧ା୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ଓଡ଼ାପଡ଼ା ବ୍ଲକକୁ ସିଧାସଳଖ ଯୋଡିବାକୁ ବ୍ରାହ୍ମଣୀ ନଦୀ ଉପରେ ସେତୁଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ୨୦୧୮-୧୯ ବର୍ଷରେ ଦୁଇଥର ଏଥିପାଇଁ ପ୍ରସ୍ତାବ ପଠାଯାଇଥିଲେ ମଧ୍ୟ ନାବାର୍ଡର…
ହିରୋ ଏକ୍ସଟ୍ରିମ୍ ୧୬୦-ଆର୍ ବଜାର ପ୍ରବେଶ
ଢେଙ୍କାନାଳ ଅଫିସ,୧୧ା୮ ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା ସୋମ୍ ଅଟୋରେ ସୋମବାର ମଧ୍ୟାହ୍ନରେ ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍ ପକ୍ଷରୁ ହିରୋ ଏକ୍ସଟ୍ରିମ୍ ୧୬୦-ଆର୍ ବାଇକ୍ର ବଜାର ପ୍ରବେଶ ହୋଇଛି। ସୋମ୍ ଅଟୋର ସ୍ବତ୍ୱାଧିକାରୀ ହର୍ଷବର୍ଦ୍ଧନ…
ପ୍ରାଥମିକ ସ୍କୁଲରୁ ଚୋରି, ଥାନାରେ ଏତଲା
କଣ୍ଟାବାଞ୍ଜି, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ କୁକୁଡ଼ାହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ରବିବାର ରାତିରେ ଚୋରି ହୋଇଛି। ପ୍ରଧାନଶିକ୍ଷକ ଶଶୀଧର ନିଆଲ ପରିଚାଳନା କମିଟି ସଦସ୍ୟଙ୍କ ସହିତ ସୋମବାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ୯ଟି ପଙ୍ଖା, ୨ଟି…
Archives


