ଏ ବର୍ଷ ବି ହୋଲି ଖେଳ ଉପରେ କଟକଣା
ଭୁବନେଶ୍ୱର,୧୯।୩: ଗତ ଥର ଭଳି ଏ ବର୍ଷ ମଧ୍ୟ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)। ଘରେ ରହି ପରିବାର ସହ ହୋଲି…
ମାଲକାନଗିରିରେ ବିଏସ୍ଏଫ୍ ଏଡିଜି
ମାଲକାନଗିରି,୧୯ା୩: ବିଏସ୍ଏଫ୍ ଏଡିଜି ଡ. ଏସ୍.ଏଲ୍. ଥାଓସେନ୍ ଶୁକ୍ରବାର ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡା ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏପରି କି ସେ ମୁଦୁଲିପଡାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବିଏସ୍ଏଫ କ୍ୟାମ୍ପର କାର୍ଯ୍ୟ ସମୀକ୍ଷା କରିଛନ୍ତି।…
୨୭ ଜଣଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ମାଓବାଦୀ
ଗୁଡ଼ାରି/ରାୟଗଡ଼ା ଅଫିସ,୧୯ା୩: ରାୟଗଡ଼ା ଜିଲା ଗୁଡ଼ାରିରେ ଶୁକ୍ରବାର ମାଓବାଦୀ ନାମରେ ୨ଟି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରଟି ସ୍ଥାନୀୟ ବଂଶଧାରା ନଦୀ ବ୍ରିଜ୍(ବାଇନାଗୁଡ଼ା ଛକ) ନିକଟରେ ଲଗାଯାଇଛି। ଏଥିରେ ଅଞ୍ଚଳର ୨୭ ଜଣ ରାଜନେତା, ସରକାରୀ କର୍ମଚାରୀ, ପୂର୍ବତନ ସରପଞ୍ଚଙ୍କ ନାମ…
ଜଙ୍ଗଲ ନିଆଁ ଲିଭାଉଛନ୍ତି ଗ୍ରାମବାସୀ, ବିଭାଗୀୟ କର୍ମଚାରୀଙ୍କ ଦେଖାନାହିଁ
ନୂଆପଡ଼ା ଅଫିସ,୧୯।୩ : ନୂଆପଡ଼ା ସଦର ବ୍ଲକ ସୀମାନ୍ତ ଅଞ୍ଚଳ ସିରିଗିଡି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ଧ୍ୱଂସ ହେବାକୁ ବସିଲାଣି। ନିଆଁର ପ୍ରକୋପ ଏତେ ଯୋରରେ ବଢିଚାଲିଛି ଯେ, ଆୟତ୍ତ କରିବା କଷ୍ଟକର ହେଉଛି। ଜଙ୍ଗଲ ତଳି ଗାଁକୁ…
ବିଚାରପତିଙ୍କ ଘରୁ ଚୋରି
କେନ୍ଦୁଝର,୧୯ା୩ : କେନ୍ଦୁଝର ସହର ନୂଆସାହିରେ ରହୁଥିବା ଜଣେ ବିଚାରପତିଙ୍କ ଘରୁ ମୋବାଇଲ ଫୋନ ଓ ଲ୍ୟାପଟପ୍ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଚୋରଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରି ନାହିଁ।…
ମହିଳାଙ୍କ ମୃତଦେହ ଜବତ, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
କୋକସରା,୧୯।୩: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବଡକେନ୍ଦୁଗୁଡ଼ା ଗ୍ରାମରେ ଶୁକ୍ରବାର ଏକ ବନ୍ଦ କୋଠରିରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଆମପାଣି ପୋଲିସ ଜବତ କରିଛି। ସେ ହେଲେ ବଡକେନ୍ଦୁଗୁଡା ଗ୍ରାମର ଟଙ୍କଧର ପୂଝାରୀଙ୍କ ସ୍ତ୍ରୀ ଚନ୍ଦ୍ରିକା ପୂଝାରୀ(୩୦)।…
ଶନିବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଏପରି ରହିଛି କାର୍ଯ୍ୟସୂଚୀ
ଭୁବନେଶ୍ୱର,୧୯।୩(ବ୍ୟୁରୋ): ୩ ଦିନିଆ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଓଡ଼ିଶା ଆସୁଛନ୍ତି । ରାଷ୍ଟ୍ରପତି ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେ ରାଜଭବନରେ ରାତ୍ରି ଯାପନ କରିବେ। ପରଦିନ ଅର୍ଥାତ ୨୧ ତାରିଖ ସକାଳେ ରାଜଭବନରୁ…
କାରରୁ ନରକଙ୍କାଳ ମିଳିବା ଘଟଣା : ସାମ୍ନାକୁ ଆସିଲା ସ୍କେଚ୍
ଭୁବନେଶ୍ୱର,୧୯।୩(ବ୍ୟୁରୋ): ଖୋର୍ଦ୍ଧା ଜିଲା ଯାଁଳା ଫାଣ୍ଡିରେ ଜବତ କାରରୁ ମାସେ ତଳେ ଏକ ନରକଙ୍କାଳ ମିଳିଥିଲା। ଏହି ଘଟଣାରେ ମହିଳାଙ୍କ ମୁହଁର ସ୍କେଚ ଆସିଛି। ବେଙ୍ଗାଲୁରୁର ଏକ ବେସରକାରୀ ସଂସ୍ଥାର ଲ୍ୟାବକୁ ଏହି ଦାୟିତ୍ୱ ଦିଆଯାଇଥିଲା। ନରକଙ୍କାଳ ନମୁନାରୁ ସ୍କଲ ମ୍ୟାପିଂ…
ବଚ୍ଚନସୁଧା ହତ୍ୟା ଘଟଣାର ଅନ୍ତରାଳେ…
ଭୁବନେଶ୍ୱର,୧୯।୩(ବ୍ୟୁରୋ): ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀଙ୍କୁ ଘରେ ନିୟୋଜିତ କରାଯାଇଥିଲା। ହେଲେ ସେ ସୁନାଗହଣା ଲୁଟ୍ କରିବାକୁ ମାଲିକାଣୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲେ। ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବଚ୍ଚନସୁଧା…
ଆଜି ୧୦୦ ଟପିଲା ସଂକ୍ରମଣ: କଟକରୁ ସର୍ବାଧିକ
ଭୁବନେଶ୍ୱର,୧୯।୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ସଂକ୍ରମଣ ୧୦୦ ଟପିଥିବା ବେଳେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬୪ ଜଣ ଚିହ୍ନଟ ହୋଇଥିବା ବେଳେ…
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ଗୋଟିଏ କଲ୍ରେ ମିଳିବ ଏହି ୩ ଜରୁରିକାଳୀନ ସେବା
ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ଗୋଟିଏ ନମ୍ବରକୁ କଲେ କଲେ ଏଣିକି ୩ ଜରୁରିକାଳୀନ ସେବା ଉପଲବ୍ଧ ହେବ। ୧୧୨ ନଂକୁ କଲ୍ କଲେ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…
‘ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସୁଯୋଗ ଅଛି’
ଭୁବନେଶ୍ୱର,୧୯।୩(ବ୍ୟୁରୋ): ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧିର ବ୍ୟାପକ ସୁଯୋଗ ରହିଛି। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାର ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ମାଛଚାଷ ଏଥିରେ ସହାୟକ ହୋଇପାରୁଛି…
Archives


