ଷ୍ଟାର୍ଟ କରିଦେବାକୁ କହି, ସ୍କୁଟି ଧରି ଛୁ…
ପଦ୍ମପୁର,୨୮।୬: ସ୍କୁଟି ଷ୍ଟାର୍ଟ କରିଦେବାକୁ କହି ଗାଡ଼ି ନେଇ ଫେରାର ହୋଇଯିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କିଆଗଡ଼ିଆ ବରପଦାର ପ୍ରଶାନ୍ତ ପରିଡ଼ା। ପୋଲିସ ତାଙ୍କଠାରୁ ସ୍କୁଟି ଜବତ କରିଛି।…
ଆଇପିଏସ୍ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦିପ୍ତେଶ ଏବେ ଜେଲ୍ ବିଭାଗ ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଅତିରିକ୍ତ ଭାବେ ଓଏସ୍ଆରଟିସି ସିଏମ୍ଡ଼ି ଦାୟିତ୍ୱ ଦିଆଯାଇଛି। ଏନେଇ ସୋମବାର ଗୃହ…
ସୁପ୍ରିମକୋର୍ଟରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୨୮ା୬: କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। କୋଭିଡ୍ କଟକଣା ମଧ୍ୟରେ ରଥଯାତ୍ରା ହେଉ ବୋଲି କ୍ଷିତୀଶ କୁମାର ସିଂହ, ବାବାଜୀ ପତ୍ରୀ ଓ ମଦନ ପତ୍ରୀ ପ୍ରମୁଖ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏ…
ଏହି ସବୁ ଜିଲାରେ ଖୋଲିବ ନର୍ସିଂ କଲେଜ
ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ। ୧୦ଟି ଜିଲାରେ ଏହି କଲେଜ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ପ୍ରତି କଲେଜରେ ୬୦ଟି ଲେଖାଏ ସିଟ୍ ରହିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ…
ଭୋଗଖାଇ ଝାଡ଼ାବାନ୍ତି
ଜଳେଶ୍ୱର,୨୮।୬: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଗୋପୀମୋହନପୁର ପଞ୍ଚାୟତର ବାସୁଳିଆଗାଁରେ ଠାକୁରଙ୍କ ଭୋଗଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାସୁଳିଆ ଗାଁରେ ୫୨ ଆଦିବାସୀ ପରିବାରର ୨୨୫…
ଭିସୁଟ ପାଇଁ ନୂଆ କୂଳପତି ନିଯୁକ୍ତ
ଭୁବନେଶ୍ୱର,୨୮।୬(ବ୍ୟୁରୋ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର କୁଳପତି ଭାବେ ପ୍ରଫେସର ବଂଶୀଧର ମାଝିଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ପ୍ରଫେସର ମାଝି ୩ ବର୍ଷ ପାଇଁ ଏହି…
ପଥରରେ ମହାପ୍ରଭୁଙ୍କ କୁନି ନନ୍ଦିଘୋଷ
ପୁରୀ ଅଫିସ ୨୮।୬: ପୁରୀ ପଥର ଶିଳ୍ପୀ ପଥୁରିଆ ସାହି ବାସିନ୍ଦା ନିରଞ୍ଜନ ମହାରଣା ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଏକ କ୍ଷୁଦ୍ର ପ୍ରତିକୃତି ପଥରରେ ଗଢିଛନ୍ତି। ରଥ ସମେତ ସାରଥି, ଘୋଡ଼ା, ପାଶର୍ବ ଦେବଦେବୀ ମଧ୍ୟ ପଥରରେ ନିର୍ମାଣ କରିଛନ୍ତି। ଏହି…
ଯୁକ୍ତଦୁଇ ନାମ ଲେଖା ପାଇଁ ସିଟ୍ ସମସ୍ୟା ହେବନାହିଁ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୮।୬(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୭.୮ ପ୍ରତିଶତ ଛାତ୍ରୀଛାତ୍ର ପାସ କରିଛନ୍ତି। ତେବେ ସିବିଏସ୍ଇ ଓ ଆଇସିଆଇସି ପରୀକ୍ଷା ଫଳ ଏଯାବତ୍ ବାହାରି ନାହିଁ। ଚଳିତ ବର୍ଷ ପାସ ହାର ଅଧିକ ଥିବା ବେଳେ ସବୁ ଫଳାଫଳ ବାହାରି ସାରିବା…
ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ ଗହମ ପହଞ୍ଚାଇବାକୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଠିକାଦାର (ଏଲ୍-୨ କଣ୍ଟ୍ରାକ୍ଟର) ନିଯୁକ୍ତି ନିମନ୍ତେ ହୋଇଥିବା ଟେଣ୍ଡରକୁ ନେଇ ଉଠିଛି…
ଆଜି ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ
ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହେବ। କାର୍ଯ୍ୟକାରିଣୀ ବୈଠକ ଭର୍ଚୁଆଲ ମୋଡ୍ରେ ପୂର୍ବାହ୍ନ ୧୦ଟା ୪୫ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା…
ଜଳୁଛି ପେଟ, ଅନ୍ଲାଇନ ପାଠକୁ ପଚାରେ କିଏ
ମହାକାଳପଡ଼ା,୨୮ା୬(ଡି.ଏନ୍.ଏ.): କରୋନା ମାଡ଼ରେ ବିଦ୍ୟାଳୟ ବନ୍ଦ ଯୋଗୁ ପିଲାମାନେ ପାଠପଢା ଭୁଲି ଗଲେଣି। ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ରୀତିମତ ମୁଖ୍ୟ ଶ୍ରୋତକୁ ଆଣିବାକୁ ନୂଆ ଯୋଜନା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ମାର୍ଟ…
ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟର ଜଣେ ପରିଚିତ ଚେହେରା ଜୀମୂତ ମଙ୍ଗରାଜ
ଭୁବନେଶ୍ୱର,(ବ୍ୟୁରୋ)/ଯାଁଳା, ୨୮ା୬(ଡି.ଏନ୍.ଏ.): ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଜୀମୂତ ବାହନ ମଙ୍ଗରାଜ (୬୪)ଙ୍କ ରବିବାର ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ସ୍କୁଟିରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ସମୟରେ ୧୬ନଂ. ଜାତୀୟ ରାଜପଥର ଯାଁଳା ମେଡିକାଲ ଛକ ନିକଟରେ ଏକ…
Archives


