ରବିଧାନ କିଣା ବନ୍ଦ
ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ଆଉ ରବି ଧାନ ସଂଗ୍ରହ ହେବ ନାହିଁ। କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ଶେଷହୋଇ ଯାଇଥିବାରୁ ଧାନ କିଣା ବନ୍ଦ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଏହା…
ଆମରଣ ଅନଶନରେ ବସିବ ଅଭିଭାବକ ମହାସଂଘ
ଭୁବନେଶ୍ୱର, ୩।୭(ବ୍ୟୁରୋ) – ସ୍କୁଲ ଫି’ ଛାଡ଼ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନେକ ଶିକ୍ଷାନୁଷ୍ଠାନ ପାଳନ କରୁନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୮ ତାରିଖରୁ ଓଡ଼ିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ଏଡିଏମ୍ଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବ ବୋଲି ଚେତାବନୀ…
ରଥଯାତ୍ରାରେ ଲଘୁଚାପ ବର୍ଷା
ଭୁବନେଶ୍ୱର,୩ା୭: ଚଳିତ ମାସ ୧୨ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ସେହିଦିନ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ…
ମୃତ ଶିକ୍ଷକଙ୍କୁ କଣ୍ଟ୍ରୋଲ ରୁମ୍ ଡ୍ୟୁଟି
ନବରଙ୍ଗପୁର,୩।୭: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି। ମୃତ ଶିକ୍ଷକଙ୍କୁ ମିଳିଛି କୋଭିଡ୍ କଣ୍ଟ୍ରୋଲ ରୁମ୍ ଡ୍ୟୁଟି। କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି।…
ପିଜିରେ ଉତ୍ତୀର୍ଣ୍ଣ ହେଲେ ୭୭ ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ
ସୋନପୁର,୩।୭(ନି.ପ୍ର.): ଦୃଢ ଇଚ୍ଛାଶକ୍ତି ଥିଲେ ସଫଳ ହେବାକୁ କେହି ରୋକି ପାରିବେ ନାହିଁ। ଏହା ପ୍ରମାଣ କରି ଦେଖାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ। ୭୭ ବର୍ଷ ବୟସରେ ସେ ପାଠ ପଢି ଓଡ଼ିଆରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ (ପିଜି)…
ଟିକ୍ଟକ୍ରୁ ପ୍ରେମ, ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ
ପାଇକମାଳ, ୩।୭: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଜାମସେଠ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ଯୁବକଙ୍କୁ କଟକରୁ ଗିରଫ କରିଛି।…
ଯୁବତୀଙ୍କୁ କମେଣ୍ଟ କରି ୧୦ ଗିରଫ
ସମ୍ବଲପୁର,୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଦେଉଳବନ୍ଧ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ କମେଣ୍ଟମରାକୁ ପ୍ରତିବାଦ କରିବାରୁ ଜଣେ ଯୁବତୀଙ୍କୁ ଆକ୍ରମଣ ହୋଇଛି। ଯୁବତୀଙ୍କ ମା’ ତୁଳସୀ ତ୍ରିପାଠୀଙ୍କ ଅଭିଯୋଗ କ୍ରମେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…
ଘରୁ ମିଳିଲା ୨୧ ନାଗ ସାପ, ପିଟିପିଟି ମାରିଦେଲେ
ନୂଆପଡ଼ା ଅଫିସ,୩।୭: ନୂଆପଡା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ଗଡତୋଲ ଗାଁର ଜଣଙ୍କ ଘରୁ ଶୁକ୍ରବାର ୨୧ଟି ନାଗ ସାପ ଛୁଆ ବାହାରିଛି। ତେବେ ଭୟରେ ପରିବାର ଲୋକେ ସବୁ ସାପକୁ ମାରି ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ,…
ସ୍ତ୍ରୀ ହତ୍ୟା ଅଭିଯୋଗରେ ଡାକ୍ତର ଗିରଫ
ଗୋପାଳପୁର,୩।୭: ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶନିବାର କେଲୁଆପୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଛତ୍ରପୁର ନିକଟସ୍ଥ ମାଧପୁରା ଗ୍ରାମର ଏମ୍.ସତ୍ୟଜିତ ସୁବୁଦ୍ଧି(୩୩)। ୨୦୧୭ ଜାନୁୟାରୀରେ ଜି.ଉଦୟଗିରିର ଏସ୍.ଦେବସ୍ମିତା ପାତ୍ରଙ୍କ…
ଗର୍ଭବତୀଙ୍କୁ ଟିକା ଏବେ ନୁହେଁ
ଭୁବନେଶ୍ୱର,୩।୭: ରାଜ୍ୟର ଗର୍ଭବତୀ ମହିଳାଙ୍କୁ ବର୍ତ୍ତମାନ କରୋନା ଟିକା ଦିଆଯିବ ନାହିଁ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାପାଳ, ମ୍ୟୁନିସିପାଲ କମିସନର ଏବଂ ସିଡିଏମ୍ଓଙ୍କୁ ଚିଠି କରାଯାଇଛି। ଚିଠିରେ ଦର୍ଶାଯାଇଛି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଖୁବଶୀଘ୍ର ଗର୍ଭବତୀ ମହିଳାଙ୍କୁ…
୮ରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୩ା୭: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା କରିବେ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ, ଜିଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ…
ଏସବୁ ଜିଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ ଜିଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ…
Archives


