ରାଜ୍ୟ

ରାଜ୍ୟରେ ୨୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୬।୭(ବ୍ୟୁରୋ):  ରାଜ୍ୟରେ ‘ବ୍ଲାକ୍‌ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୦ରେ ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ। ଇତିମଧ୍ୟରେ ମୋଟ୍‌ ୧୩୦ଜଣ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କର…

ପୁଣି ପେଟ୍ରୋଲ ୩୫ ପଇସା ବଢ଼ିଲା

ନୂଆଦିଲ୍ଲୀ/ଭୁବନେଶ୍ୱର,୬।୭: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ବିରୋଧ ଓ ଆନ୍ଦୋଳନ ଚାଲିଛି। ଏହା ସତ୍ତ୍ୱେ ବି ତୈଳ ଦର ବୃଦ୍ଧି ରୋକିବାର ନଁା ନେଉନାହିଁ। କ୍ରମାଗତ ୨ୟ ଦିନ ଲାଗି ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଛି। ରବିବାର…

୧୩ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୬।୭(ବ୍ୟୁରୋ): ଆଷାଢ଼ ମାସରେ ବର୍ଷାର ଦେଖାନାହିଁ। କେଉଁଠି କେତେବେଳେ ଅସରାଏ ଦି ଅସରା ବର୍ଷା ହେଉଥିଲେ ମଧ୍ୟ ଅଧିକାଂଶ ସମୟରେ ପାଗ ଶୁଖିଲା ରହୁଛି। ରାଜ୍ୟର ଅଧା ଜିଲା ଏବେ ଅନାବୃଷ୍ଟି ସଙ୍କଟ ଦେଇ ଗତି କରୁଛି। ଧାନବୁଣା ହୋଇଥିଲେ ମଧ୍ୟ…

ମହିଳାଙ୍କୁ ମାରି ସ୍ବାମୀଙ୍କୁ ଭିଡିଓ କଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ସୌଭାଗ୍ୟବଶତଃ ବଞ୍ଚତ୍ୟାଇଛନ୍ତି ତାଙ୍କ ୩…

ବଦଳୁଛି ବସ୍ତିର ମାନଚିତ୍ର

ବାଲେଶ୍ୱର ଅଫିସ, ୬।୭-ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବାଲେଶ୍ୱର ସହରର ବିଭିନ୍ନ ବସ୍ତିରେ ନିର୍ମାଣ ହେବାକୁ ଯାଉଛି ଓଏସ୍‌ଡ଼ି (ଓପନ୍‌ ସ୍ପେଶ୍‌ ଡେଭଲପମେଣ୍ଟ)। ଏହି ପ୍ରକଳ୍ପରେ ବସ୍ତି ଅଞ୍ଚଳର ପିଲାମାନଙ୍କ ଖେଳିବା ପାଇଁ ନିର୍ମାଣ ହେଉଛି ଛୋଟ ଛୋଟ ପାର୍କ। ଅଳ୍ପ…

ରାତିରେ ଜବତ ହେଲା ଛତିଶଗଡ଼ରରୁ ଆସୁଥିବା ୪ ଧାନ ଗାଡ଼ି

ପଦ୍ମପୁର,୫।୭: ଛତିଶଗଡ଼ରୁ ବରଗଡ଼କୁ ଆସୁଥିବା ୪ଟି ଧାନ ବୋଝେଇ ଟ୍ରକ୍‌କୁ ପଦ୍ମପୁର ପୋଲିସ ସୋମବାର ରାତ୍ରିରେ ଜବତ କରିଛି। ସ୍ଥାନୀୟ ଯୋଗାଣ ନିରୀକ୍ଷକ ସୁନୀତା ନାହକଙ୍କ ଉପସ୍ଥିତିରେ ଟ୍ରକ୍‌ଗୁଡ଼ିକୁ ଏକ ରାଇସ୍‌ ମିଲରେ ଜିମା ଦିଆଯାଇଛି। ଛତିଶଗଡ଼ ପଟୁ ନଂ.ସିଜି୦୪ଜି ୫୯୦୩,…

ବ୍ୟାଙ୍କ ଲୁଟ୍‌ ଫସରଫାଟିଲା

କେନ୍ଦୁଝର,୫।୭(ସ୍ବ.ପ୍ର): କେନ୍ଦୁଝର ଜିଲା ସଦର ଥାନା ଅଧୀନ ଶୁଆକାଟି ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଗତ ୨ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ବ୍ୟାଙ୍କ କାନ୍ଥ ଖୋଳି ଭିତରେ ପଶିଥିଲେ। ହେଲେ ଟଙ୍କା ନେବାରେ…

ମହିଳାଙ୍କୁ ହତ୍ୟା ପରେ ସ୍ବାମୀଙ୍କୁ କିଲରଙ୍କ ଭିଡ଼ିଓ କଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରବିବାର ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ ସ୍ବାମୀ ଘରେ ନ ଥିବା ବେଳେ ଘଟିଛି ହତ୍ୟାକାଣ୍ଡ। ଅଭିଯୁକ୍ତ ଜଣକ ମହିଳାଙ୍କ ବେକ କାଟି ହତ୍ୟା…

ଓଡ଼ିଶାରୁ ବ୍ଲାକ୍‌ ଫଙ୍ଗସ୍‌ ନେଲାଣି ୨୦ ଜୀବନ

ଭୁବନେଶ୍ୱର,୫।୭: ରାଜ୍ୟରେ ୨୦ ଜଣ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ପ୍ରାଣ ହରାଇଛନ୍ତି। ୧୩୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲାରୁ ଏହି ରୋଗୀ…

ଜାଲ ଚିଠିରେ ଦରମା ବୃଦ୍ଧି

କେନ୍ଦୁଝର,୫ା୭: କେନ୍ଦୁଝର ଜିଲା ଶିକ୍ଷା ବିଭାଗରେ ଜାଲ ଚିଠିରେ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ବେଳେ ଏହାର ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା…

‘ତେଲ ନ କିଣିବାକୁ ଅନୁରୋଧ କରାଯିବ’

ଭୁବନେଶ୍ବର,୫।୭: ଦେଶରେ ବଢୁଥିବା ତେଲ ଦରକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ସରକାର କେତେ ଶୋଷିଲେ ମନ ସନ୍ତୁଷ୍ଟ ହେବ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।…

ଏଣିକି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳକୁ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର,୫।୭(ବ୍ୟୁରୋ): କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଲକ୍‌ଡାନ୍‌ ନିୟମ ମଧ୍ୟ କୋହଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଏଣିକି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳକୁ ସବୁ କର୍ମଚାରୀ ଆସିବେ। ଜୁଲାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri