ସ୍ନାତକ ଛାତ୍ରୀଛାତ୍ରଙ୍କୁ ମାର୍କଶିଟ୍ ଦିଆଯାଉ
ଭୁବନେଶ୍ୱର, ୩୧।୮(ବ୍ୟୁରୋ): ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରୋଭିଜନାଲ ମାର୍କଶିଟ୍ ଶୀଘ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସୋମବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର…
‘ସ୍କୁଲ ରୂପାନ୍ତର ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି’
ଭୁବନେଶ୍ୱର,୩୧।୮(ବ୍ୟୁରୋ): ୫-ଟି କାର୍ଯ୍ୟକ୍ରମର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସୋମବାର ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ସେ ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ…
ଦିନକ ପରେ ବିଧାନସଭା
ଭୁବନେଶ୍ୱର,୩୧।୮(ବ୍ୟୁରୋ): ସେପ୍ଟେମ୍ବର ୧ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଭାଜପା ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀ ଦଳଙ୍କୁ ମୁକାବିଲା କରିବା ପାଇଁ ସରକାରୀ ଦଳ ମଧ୍ୟ ପ୍ରସ୍ତୁତ…
ଛିଣ୍ଡୁନି ଆଖଡ଼ାଶାଳୀ ବନ୍ଦର ଝମେଲା
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ଆଖଡ଼ାଶାଳୀଠାରେ ମହାନଦୀ ମୁହାଣରେ ନଦୀଭିତ୍ତିକ ବନ୍ଦର ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ଘୋଷଣା ହେବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବନ୍ଦର ନିର୍ମାଣ ପାଇଁ ହେବାକୁ ଥିବା ବୁଝାମଣା ପତ୍ର (ଏମ୍ଓୟୁ)…
ଆଶା କମ୍, ନିରାଶା ଅଧିକ
ଅନୁଗୋଳ ଅଫିସ, ୩୧ା୮ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ହଜାରେ ତଳେ ରହୁଛି। ଟିକାକରଣ ଟାର୍ଗେଟ୍ ମଧ୍ୟ ବଢ଼ାଯାଇଛି। ଧୀରେ ଧୀରେ ଜୀବନ ଜୀବିକା ପୂର୍ବ ଗତିପଥକୁ ଫେରୁଥିବାବେଳେ ଉତ୍ସାହ ଭରିବାକୁ ପୂଜା…
ସୌନ୍ଦର୍ଯ୍ୟକରଣ ସରିଲେ ଶ୍ରେଷ୍ଠ ସ୍ଥାନ
ଅନୁଗୋଳ ଅଫିସ, ୩୧ା୮ ଆଖି ଝଲସାଇ ଦେବ ଅନୁଗୋଳ ସହର। କୌଣସି ମେଟ୍ରୋ ସିଟିଠାରୁ ସୌନ୍ଦର୍ଯ୍ୟରେ ଏହା କମ୍ ଦିଶିବନି। ପରିମଳଠାରୁ ଆଲୋକୀକରଣ, ଅତ୍ୟାଧୁନିକ ପାର୍କ ନିର୍ମାଣ, ଶୌଚାଳୟ, ହେଲ୍ଥ କରିଡର, ଫୁଡ୍ କୋର୍ଟ, ସେଲ୍ଫି ପଏଣ୍ଟର ନିର୍ମାଣ ଶେଷ ହେଲେ…
ବୁଲିବାକୁ ଆସି ସମୁଦ୍ରରେ ଭାସିଗଲେ ବଙ୍ଗୀୟ ପର୍ଯ୍ୟଟକ
ଭୋଗରାଇ,୩୦।୮(ଡି.ଏନ.ଏ.): ଜଣେ ବଙ୍ଗୀୟ ପର୍ଯ୍ୟଟକ ସୋମବାର ଅପରାହ୍ନରେ ବାଲେଶ୍ୱର ସ୍ଥିତ ଓଲ୍ଡ ଦୀଘା ସମୁଦ୍ରକୂଳ ଜୁଆର ପାଣିରେ ଭାସି ଯାଇଛନ୍ତି। ସାଥୀଙ୍କ ସହିତ ସମୁଦ୍ରରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ହାଓ୍ବଡ଼ା ଅଞ୍ଚଳର ସୈକତ ଦତ୍ତ(୧୬)।…
ଓଡ଼ିଆ ଝିଅ ପାଇଲେ ମେକ୍ଅପ୍ କଳାକାର ଟାଇଟଲ
ସମ୍ବଲପୁର,୩୦ା୮(ବ୍ୟୁରୋ): ସମ୍ବଲପୁର ଝିଅ ମନିଶା ପଣ୍ଡା ଶ୍ରେଷ୍ଟ ମେକ୍ଅପ୍ କଳାକାର ଟାଇଟଲ ହାସଲ କରିଛନ୍ତି। ଗୋଆରେ ଭିକୋନେଟ ଷ୍ଟାର ଇଭେଣ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ମନିଶା ବିଜୟୀ ହୋଇଛନ୍ତି। ରବିବାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବା ସହ ପୁରସ୍କାର…
ଟିକା ନେବାକୁ ଆସି ଭାଙ୍ଗିଲେ କବାଟ, ରେଲିଂ
କବିସୂର୍ଯ୍ୟନଗର,୩୦ା୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ମେଡିକାଲରେ ସୋମବାର ପ୍ରଥମ, ଦ୍ୱିତୀୟ ଡୋଜ୍ ଟିକା ନେବା ଲାଗି ପ୍ରବଳ ଭିଡ ହୋଇଥିଲା। ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇଥିଲା। ଏଥିଲାଗି ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଗୁଆ ଭିଡ ଜମାଇଥିଲେ। ଆବଶ୍ୟକ ପରିମାଣ…
ନାବାଳିକାଙ୍କୁ ବଳାତ୍କାର ପରେ ଭିଡିଓ ଭାଇରାଲ କଲେ ଅଭିଯୁକ୍ତ
ରୂପସା,୩୦।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସେକ୍ ସବୀର। ଗତ ୧୦ ତାରିଖରେ…
ଗାଈ ଗୋଠରେ ବଜ୍ରପାତ: ଗଲା ୨୫ ଗୋରୁଙ୍କ ଜୀବନ
ନାକଟିଦେଉଳ,୩୦।୮(ଡି.ଏନ୍.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ ଥିବା ୨୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଏନେଇ ଗୋପାଳନ କରୁଥିବା ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।…
ଯେଉଁଘରେ ପଡ଼ିଥିଲା ବିବାହ ପ୍ରସ୍ତାବ, ସେହି ଘର କୁଅରୁ ମିଳିଲା ମୃତଦେହ
ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁ ଘରେ ଯୁବକଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା ସେହି ଘରର କୂଅରୁ ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର ହୋଇଛିି। ମୃତ ଯୁବକଙ୍କ…
Archives


