ହକର୍ଙ୍କଲାଗି ସ୍ବତନ୍ତ୍ର କୋଭିଡ୍ ସହାୟତାର ଶୁଭାରମ୍ଭ; ପ୍ରତ୍ୟେକ ପାଇବେ…
ଭୁବନେଶ୍ବର,୨୩।୧୨(ବ୍ୟୁରୋ): ହକରଙ୍କୁ ମିଳିଲା ହକ୍ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତଦନୁଯାୟୀ ପ୍ରତ୍ୟେକ ପଞ୍ଜିକୃତ ଖବରକାଗଜ ହକରଙ୍କୁ ୬ ହଜାର ଟଙ୍କା ଲେଖାଏ କୋଭିଡ ସହାୟତା ପ୍ରଦାନ…
ରାଜ୍ୟରେ ବଢିଲା ଓମିକ୍ରନ ସଂଖ୍ୟା, ଆଉ ୨ ଆକ୍ରାନ୍ତ ଚିହ୍ନଟ !
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ଜଣାଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଓମିକ୍ରନଙ୍କ ସଂଖ୍ୟା ୪ କୁ…
ମହାବୀରଙ୍କ ସୁନା ଆଖି ତାଡ଼ିନେଲେ ଦୁର୍ବୃତ୍ତ
ସାକ୍ଷୀଗୋପାଳ,୨୩ା୧୨(ଡି.ଏନ୍.ଏ.): ଶ୍ରଦ୍ଧା ଭକ୍ତିରେ ବଦାନ୍ୟ ଲୋକେ ଠାକୁରଙ୍କୁ ସୁନାରୁପା ଗହଣା ଓ ଟଙ୍କା ଦାନ କରୁଛନ୍ତି। ସେପଟେ ଲୁଟେରାମାନେ ଠାକୁରଙ୍କୁ ଲୁଟିବାକୁ ପଛାଉନାହାନ୍ତି। ପୁରୀ- ଶରଣକୁଳ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ସତ୍ୟବାଦୀ ଥାନା ଆଳିଶ ପଞ୍ଚାୟତରେ ଥିବା ମହାବୀର ମନ୍ଦିରରେ…
ରାଜଧାନୀରୁ ସମ୍ବଲପୁରକୁ ଗଡ଼ିବନି ବସ୍
ସମ୍ବଲପୁର ଅଫିସ,୨୩ା୧୨: ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ସମ୍ବଲପୁରକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ମଙ୍ଗୁଳି-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥ…
ସ୍ମୃତିରେ …୨୦୨୧
ପାଣି ପାଇଁ ଲଢ଼େଇ- ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଅଗଷ୍ଟ ୧୨ରେ ଉଗ୍ରରୂପ ନେଇଥିଲା। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ ସ୍ଥାନୀୟ ଲୋକମାନେ ୧୪୪ ଧାରା ସତ୍ତ୍ୱେ ବରୁଣାଡିହାରେ ନିର୍ମାଣାଧୀନ ପ୍ରକଳ୍ପର ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା…
ରାଜ୍ୟରେ ଚିହ୍ନଟ ହେଲେ ୧୫୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୯୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬୪ ଜଣ ଲୋକାଲ କେସ…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୮କୁ ବୃଦ୍ଧି ପାଇଛି। କେବଳ ଯାଜପୁର ଜିଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
ଢିଲା ସୁରକ୍ଷା, ବର୍ଷକରେ ଥାନାରୁ ୯ ଫେରାର
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଦିନକୁ ଦିନ କ୍ରମଶଃ ଅପରାଧ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତୀକରଣ କରାଯାଉଛି। ଏପରି କି ନୂଆ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଉଛି। ହେଲେ ଅପରାଧୀ ପୋଲିସ୍କୁ ଚକ୍ମା ଦେବାରେ ଅନେକ…
ବିଗ୍ ବଜାରର ପବ୍ଲିକ ହଲିଡେ ସେଲ୍
ଭୁବନେଶ୍ୱର,୨୩।୧୨: ଦେଶର ପ୍ରମୁଖ ବ୍ୟବସାୟୀକ (ଓମିନ ଚେନ) ରିଟେଲର କମ୍ପାନୀ ବିଗ ବଜାର ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କିମ ‘ପବ୍ଲିକ ହଲିଡେ ସେଲ’ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ସ୍ବତନ୍ତ୍ର ସେଲ ୨୨ ଡିସେମ୍ବରରୁ ୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ…
ଶୋଷଣରୁ ମୁକ୍ତ କରିବାକୁ ମିଳିତ ଦାବି ଉଠିଲା
ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ସର୍ବଭାରତୀୟ ଅଭିଭାବକ ସଂଘ (ଆଇପା) ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷାବିତ୍, ଶିକ୍ଷକ ସଂଘ, ଅଭିଭାବକ ଓ ଶିକ୍ଷା ଅଧିକାର କର୍ମୀଙ୍କୁ ନେଇ ଲୋହିଆ ଏକାଡ଼େମୀଠାରେ ବୁଧବାର ମିଳିତ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ. ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ…
ଭୁବନେଶ୍ୱରର ୪ ଫ୍ଲାଟ୍ କଣ୍ଟେନ୍ମେଣ୍ଟ
ଭୁବନେଶ୍ୱର, ୨୩। ୧୨ (ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ଏବେ ଭୟର ବାତାବରଣ ଲାଗି ରହିଛି। ଏଭଳିସ୍ଥଳେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରର ଆଉଏକ ସ୍ଥାନକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୬୪…
ନିଯୁକ୍ତିରେ ବିଭ୍ରାନ୍ତିକର ତଥ୍ୟ
ଯାଜପୁର ଅଫିସ,୨୩ା୧୨: ଶିଳ୍ପସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଇଣ୍ଡଷ୍ଟ୍ରି କେୟାର ନାମକ ଏକ ଉଦ୍ୟମ ଆରମ୍ଭ ହୋଇଛି। ଏହାବ୍ୟତୀତ ଶିଳ୍ପ ସଂସ୍ଥା ଦ୍ୱାରା ସରକାରଙ୍କ ଅନ୍ଲାଇନ ପୋର୍ଟାଲ ଷ୍ଟେଟ୍ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍ (ଏସ୍ପିଏମ୍ଜି) ଓ…
Archives


