ଚାଷଜମିରେ ମାଡ଼ିଲା ବିଷାକ୍ତ ତରଳ ପଦାର୍ଥ
ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଠେଲକୋଲିସ୍ଥିତ ଜେଏସ୍ଡବ୍ଲ୍ୟୁ (ଭୁଷଣ) କମ୍ପାନୀରେ ଗୁରୁବାର ରାତିରେ ଅଘଟଣ ଘଟିଛି। ବାଉଣ୍ଡରି କାନ୍ଥ ଭୁଶୁଡି କାରଖାନାର ସ୍ଲରିପଣ୍ଡରୁ ବିଷାକ୍ତ ଲୌହମିଶ୍ରିତ ତରଳ ପଦାର୍ଥ ନିକଟ ଗ୍ରାମକୁ ମାଡି ଯାଇଥିଲା। ଏହାଦ୍ୱାରା ବ୍ୟାପକ ଚାଷ ଜମି ପ୍ରଭାବିତ…
୨୮ କୋଟି ଟଙ୍କାର ହିସାବ ଦେଉନାହାନ୍ତି ୧୩୫ କଲେଜ
ଭୁବନେଶ୍ୱର, ୨୨।୧(ବ୍ୟୁରୋ): ବାତ୍ୟା ‘ଫନୀ ’ରେ ପ୍ରଭାବିତ ହୋଇଥିବା ୫ଟି ଜିଲାର ୧୪୫ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ମରାମତି ଓ ନବୀକରଣ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଏହି ଟଙ୍କା କେଉଁ ବାଟରେ…
ବାପା ସାମ୍ନାରେ ଟ୍ରାକ୍ଟର ଚଢ଼ାଇ ପୁଅକୁ ହତ୍ୟା
ଢେଙ୍କାନାଳ ଅଫିସ, ୨୨ା୧: ନଦୀଘାଟରୁ ବାଲି ଚୋରାଚାଲାଣର ପ୍ରତିବାଦ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାପା, ଭାଇଙ୍କ ସମ୍ମୁଖରେ ଟ୍ରାକ୍ଟର ଚଢ଼ାଇ ସମ୍ପୃକ୍ତ ଯୁବକଙ୍କୁ ନର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଅଜୟ କୁମାର ରାଉତ…
ପଛୁଆବର୍ଗ କମିଶନଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ନାମ ଲେଖା ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଲାଗୁ କରିବା ଦିଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବାକୁ ରାଜ୍ୟ ପଛୁଆବର୍ଗ କମିଶନଙ୍କ ନିକଟରେ…
୪୭,୫୪୧ କୋଟିର ଟିକସ ପାଇବେ ରାଜ୍ୟ
ଭୁବନେଶ୍ୱର,୨୨।୧: କେନ୍ଦ୍ର ସରକାର କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଦେବାକୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକସ ବାବଦର ଅଗ୍ରିମ କିସ୍ତି ବଣ୍ଟନ କରିବାକୁ ନିକଟରେ ଆବଶ୍ୟକ ମଞ୍ଜୁରୀ ପ୍ରଦାନ…
ଭିମ୍ସାର ପ୍ରିନ୍ସିପାଲଙ୍କ ଅଫିସ ସିଲ୍
ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍ସାର ପ୍ରିନ୍ସିପାଲଙ୍କ ଅଫିସ ଶୁକ୍ରବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ତାଲା ପକାଇ ସିଲ୍ କରିଦେଇଛି। ଭିମ୍ସାରରେ ପୂର୍ବରୁ କାମ କରୁଥିବା ସୁଇପର (ଚତୁର୍ଥଶ୍ରେଣୀ କର୍ମଚାରୀ)ଙ୍କ ମାମଲାର ଶୁଣାଣି କରି ସୋନପୁର ସିନିୟର ସିଭିଲ କୋର୍ଟ ଅଫିସ…
‘ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ’
ଭୁବନେଶ୍ୱର,୨୨।୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ପ୍ରତି ସାମ୍ପ୍ରଦାୟିକ ଶକ୍ତିଙ୍କ ଅଶୋଭନୀୟ ଆଚରଣ ଯୋଗୁ ବିଶ୍ବରେ ଭାରତର ଛବି ମଳିନ ହେଉଛି। ଦେଶ ବିଭାଜନକାରୀ ଏହି ଶକ୍ତିଙ୍କୁ ଉଚିତ ଜବାବ ଦେବା ସହ ଦେଶର ଶାନ୍ତିକାମୀ ଜନଗଣଙ୍କୁ ଜାଗ୍ରତ କରାଇବା ଲକ୍ଷ୍ୟରେ ଆସନ୍ତା ୨୩…
ସରପଞ୍ଚ ପ୍ରାର୍ଥୀ ହେଲେ ଏମ୍ବିଏ ଛାତ୍ର
ଉମରକୋଟ, ୨୨।୧(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଏମବିଏ ପଢୁଥିବା ଛାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ହେଲେ ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତର କ୍ରିଷ୍ଣା ପୂଜାରୀ (୨୩)। କ୍ରିଷ୍ଣା ଭୁବନେଶ୍ୱରର ଏକ ଘରୋଇ କଲେଜରେ ଏମ୍ବିଏ କରୁଛନ୍ତି। ସେ ଏବେ ରାଜପୁର…
କ୍ଷମତାର ଅପବ୍ୟବହାର କରୁଛି ଶାସକ ଦଳ: ଭାଜପା
ଭୁବନେଶ୍ୱର,୨୨।୧(ବ୍ୟୁରୋ): ଶାସନ କଳ ଓ କ୍ଷମତାର ଅପବ୍ୟବହାର କରି ବିଜେଡି ଭୋଟ ହାତେଇବାର ସମସ୍ତ ପ୍ରକାର ଅପପ୍ରୟାସ ଜାରି ରଖିଥିବା ଭାଜପା ଅଭିଯୋଗ କରିଛି। ଶାସକ ଦଳ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ କରାଯାଇଥିବା ଆଦର୍ଶ ନିର୍ବାଚନ ଆଚରଣ ବିଧି ଏବଂ…
ଶେଷ ଦିନରେ ୯୪,୬୦୫ ଦାଖଲ
ଭୁବନେଶ୍ୱର,୨୨ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ଶେଷ ହୋଇଛି। ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୫ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହି ଦିନ ସାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ…
୨ ଅଫିସରଙ୍କୁ ପିଟିଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ, ୨୧ା୧-ମୟୂରଭଞ୍ଜ ଭାଜପା ଏମ୍ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଶୁକ୍ରବାର ବାରିପଦା ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଡାକି ୨ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣଙ୍କର ହାତ ଭାଙ୍ଗିଯାଇଥିବା…
ଏଏସ୍ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…
କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସ୍ଓ ପଦବୀ ନିମନ୍ତେ ଏଥର ୩୮…
Archives


