ଏଣିକି ୫୦ କିମିରୁ ଅଧିକ ବେଗରେ ଗଲେ ଗଣିବେ ୭ ହଜାର ଜରିମାନା
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ…
ଚତୁର୍ଥ ପର୍ଯ୍ୟାୟ: ରାଜ୍ୟରେ ୭୩% ମତଦାନ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ମଙ୍ଗଳବାର ସକାଳ ୭ଟାରୁ ଏଥିଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ରାଜ୍ୟରେ ବିଶେଷ…
ଦିଆସରିଲାଣି ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍
ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ ଦିଆସରିଲାଣି । କେନ୍ଦ୍ର ଯାହା ଟାର୍ଗେଟ ଦେଇଥିଲା…
ବାଲାଟ ପେପରରେ ତ୍ରୁଟି: କେନ୍ଦ୍ରାପଡା, ଯାଜପୁରରେ ନିର୍ବାଚନ ବାତିଲ
ଭୁବନେଶ୍ୱର, ୨୨।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି। ।ବର୍ତ୍ତମାନ ସୁଦ୍ଧା…
ତପସ୍ବିନୀଙ୍କୁ ମାସିକ ୧୭ ହଜାର ବଦଳରେ ମିଳିବ ୧୦ହଜାର ଟଙ୍କା
ବ୍ରହ୍ମପୁର ଅଫିସ,୨୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ସୁମିତ୍ ସାହୁ-ତପସ୍ବିନୀ ଦାସ ବିବାଦ ମାମଲା ଥମିବାର ନା ନେଉ ନାହିଁ। ଦିନକୁ ଦିନ ଏହି ମାମଲା ନୂଆ ମୋଡ ନେଉଛି। ସୁମିତ୍ଙ୍କ ପକ୍ଷରୁ ଦିଆଯାଉଥିବା ପାରିତୋଷିକ ଏବେ ହ୍ରାସ କରାଯାଇଛି। ମାସିକ ୧୭…
‘କୌଣସି ପ୍ରକାର ବିଶୃଙ୍ଖଳା ହେବାକୁ ଦିଆଯିବନି’
ଉମରକୋଟ, ୨୨।୨(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ଓ ରାଇଘର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ବ୍ଲକ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହାର ତଦାରଖ କରିବାକୁ ସୋମବାର ନବରଙ୍ଗପୁର ଜିଲାପାଳ…
ଆଜି କିଶୋରନଗର, ତାଳଚେରରେ ଭୋଟ
ବଇଣ୍ଡା/ ତାଳଚେର,୨୨୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ୨୨ ତାରିଖ ମଙ୍ଗଳବାର ଅନୁଗୋଳ ଜିଲାର କିଶୋରନଗର ଓ ତାଳଚେର ବ୍ଲକରେ ଅନୁଷ୍ଠିତ ହେବ। କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍ରେ ଏଥିପାଇଁ…
‘ଓଡ଼ିଆ ଭାଷା ଉପରେ ସଙ୍କଟ ଘନେଇଛି’
ଢେଙ୍କାନାଳ ଅଫିସ, ୨୨।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ମାତୃଭାଷା ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଏଥିରେ ଅଧ୍ୟକ୍ଷତା କରି କହିଲେ, ଓଡ଼ିଆ ଭାଷା ଆମ…
ଫୋକସ୍ରେ ସମ୍ବେଦନଶୀଳ ବୁଥ୍
ଢେଙ୍କାନାଳ ଅଫିସ୍/ଭୁବନ, ୨୨।୨(ଡି.ଏନ.ଏ) ଢେଙ୍କାନାଳ ଜିଲାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମଙ୍ଗଳବାର ଭୋଟଗ୍ରହଣ ଅନୁଷ୍ଠିତ ହେବ। କଙ୍କଡ଼ାହାଡ଼ ଏବଂ ଭୁବନ ବ୍ଲକର ଭୋଟର ନିଜ ମନପସନ୍ଦର ପ୍ରତିନିଧି ବାଛିବେ। ପଞ୍ଚାୟତ ଭୋଟରେ ହିଂସାକୁ ନେଇ ଚର୍ଚ୍ଚାର…
୧୩ ନଂ. ଜୋନ୍ରେ ଅଭିନେତ୍ରୀ ବର୍ଷାଙ୍କ ପ୍ରଚାର
ଧାମନଗର, ୨୨।୨ ଭଦ୍ରକ ଜିଲା ଧାମନଗର ବ୍ଲକରେ ଆସନ୍ତା ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରରେ ଲାଗିପଡ଼ିଛନ୍ତି। ନିଜ ସପକ୍ଷରେ ଭୋଟ୍ ପାଇଁ ଭୋଟରମାନଙ୍କୁ ମନାଇବା ପାଇଁ ପ୍ରୟାସ ଚଳାଇଛନ୍ତି। ତେବେ ବିଜେଡି ପକ୍ଷରୁ…
‘ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟର ଶକ୍ତି’
ବାଲେଶ୍ୱର ଅଫିସ, ୨୨।୨ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଏଥିରେ ମତଦାତାମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ‘ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟର ଶକ୍ତି’ ବିଷୟ…
ଟାଟା କମ୍ପାନୀ ବସ୍ ୩ଘଣ୍ଟା ଅଟକ
ବାଲିଆପାଳ, ୨୨।୨(ସ୍ବ.ପ୍ର) ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ବନ୍ଦରକୁ ରେଳଲାଇନ୍ ସଂଯୋଗୀକରଣରେ ଜମି ହରାଇଥିବା ପରିବାରର ୩୩ ଯୁବତୀଯୁବକମାନଙ୍କୁ ଟାଟା କମ୍ପାନୀ ପ୍ରଶିକ୍ଷଣ ପାଇଁ ଏକ ବସ୍ ଯୋଗେ ସୋମବାର ବାଲିଆପାଳରୁ ଜାମସେଦପୁର ନେଉଥିବା ବେଳେ ସ୍ଥାନୀୟ ଅଞ୍ଚଳ କେତେଜଣ ଯୁବକ ବସ୍କୁ…
Archives


