ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବାତ୍ୟା ଆଶଙ୍କା
ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ତେବେ ଏହାରି ଭିତରେ ବାତ୍ୟାର ଆଶଙ୍କା ଦେଖାଗଲାଣି। ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫଏସ୍, ଇସିଏମ୍ଡବ୍ଲୁଏଫ୍, ଆଇଏମ୍ଡି ଜିଏଫଏସ୍ ମଡେଲ୍ ଅନୁସାରେ, ଆସନ୍ତା ୨୨ରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି…
ମରାମତି ହେଲା ଦବିଥିବା ରାସ୍ତା
ଆରଡ଼ି, ,୧୫।୩ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସାଠିବାଙ୍କୁଡ଼ା ଓ ବୋଡ଼କ ଗ୍ରାମର ମଧ୍ୟସ୍ଥଳରେ ୨୦ ନଂ. ଜାତୀୟ ରାଜପଥ ଦବି ଯାଇଥିଲା। ଫଳରେ ରାସ୍ତା ବୈତରଣୀ ନଦୀ ଆଡ଼କୁ ଢଳି ପଡ଼ିଥିଲା। ରବିବାର ରାତିରୁୁ ଉକ୍ତ ସ୍ଥାନରେ ମରାମତି…
ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ
ବାରିପଦା ଅଫିସ,,୧୫।୩ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ବାକରତଳା ହାଇସ୍କୁଲ ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା ଲାଗି ସେମାନଙ୍କୁ ନିକଟସ୍ଥ ତାଟୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ଛାତ୍ରମାନେ ହେଲେ ସିଦ୍ଧାନ୍ତ…
ନର୍ଦ୍ଦମା ଯନ୍ତ୍ରଣାରେ ଅଣନିଃଶ୍ୱାସୀ
ବାଲେଶ୍ୱର ଅଫିସ, ,୧୫।୩ ବାଲେଶ୍ୱର ପୌରାଞ୍ଚଳର ୩୧ଟି ଓ୍ବାର୍ଡ ମଧ୍ୟରୁ ୧୯ ନଂ. ଓ୍ବାର୍ଡ ପ୍ରମୁଖ ଅଟେ। ଏହି ଓ୍ବାର୍ଡରେ ରେଳଷ୍ଟେଶନଠାରୁ ଆରମ୍ଭ କରି ଫାଣ୍ଡି ଛକରୁ ଅଦାଲତ ଯାଏ, ଷ୍ଟେଶନ ଛକରୁ ପୋଲିସଲାଇନ୍ ଛକ, ପୋଲିସଲାଇନ୍ ଛକରୁ ଏସ୍ପି ଅଫିସ୍…
ଶୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ
କେନ୍ଦୁଝର, ,୧୫।୩ (ସ୍ବ.ପ୍ର.) ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡକମଣ୍ଡରା, ସାନକମଣ୍ଡରା ଓ ଆଖପାଖ ଅଞ୍ଚଳର ଶୋଲା ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ବିନା ଜଳସେଚନ ବ୍ୟବସ୍ଥା ଓ ପ୍ରୋତ୍ସାହନରେ ଶୋଲା ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ବଜାର…
ନିର୍ଣ୍ଣାୟକ ଭୂମିକା ନେବେ ବସ୍ତିବାସିନ୍ଦା
ବାରିପଦା ଅଫିସ,୧୫।୩ ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି। ଜିଲା ପରିଷଦ ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିଥିବା ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବିଫଳତାକୁ ନେଇ ଭାଜପା…
ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର
ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ରେ ପୌର ନିର୍ବାଚନ। ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର। ଭୁବନେଶ୍ୱର ମହାନଗର ନିଗମ ମଇଦାନରେ ଏବେ ୧୨ ମେୟର ଓ ୨୮୯ କର୍ପୋରେଟର ପ୍ରାର୍ଥୀ । ସେହିପରି କଟକରେ ୧୬…
ଭିଜିଲାନ୍ସ ଜାଲରେ ଜିଲା କୃଷି ଅଧିକାରୀ
ମାଲକାନଗିରି,୧୫।୩(ଡି.ଏନ୍.ଏ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରିସ୍ଥିତ ଅଫିସ ସମେତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଘରୁ…
ପୂରଣ ହେବ ଦୃଷ୍ଟିହୀନ ମଧୁମିତାଙ୍କ ସ୍ବପ୍ନ
ଢେଙ୍କାନାଳ ଅଫିସ, ,୧୫।୩ ଏଥର ହାର୍ମୋନିୟମ ଉପରେ ଚାଲିବ ଅଙ୍ଗୁଳି। ଜନ୍ମରୁ ଆଖି ନାହିଁ ବୋଲି ଯେଉଁ ଅବସୋସ ରହିଯାଇଛି, ସେହି କ୍ଷତକୁ ଅନେକାଂଶରେ ଉପଶମ ହେବ। ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ହାରମୋନିୟମ୍ ଦିଆଯିବା ପରେ ଦୃଷ୍ଟିହୀନ ମଧୁମିତା ସାହୁଙ୍କୁ…
ସ୍ପିରିଟ୍ରେ ତିଆରି ହେଉଥିଲା ମଦ
ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା ଏହି ନିଷିଦ୍ଧ ନିଶା କାରବାର। ଗ୍ରାମାଞ୍ଚଳରୁ ସହରରେ ପହଞ୍ଚତ୍ବା ପରେ ଚଢ଼ା ଦରରେ ଏହାକୁ…
‘ବିଜେଡି ଅହଂକାରୀ ହୋଇଯାଇଛି’
ଅନୁଗୋଳ ଅଫିସ,୧୫।୩ ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା ଭାଜପା ପକ୍ଷରୁ ସୋମବାର ଏକ ମୌନ ସତ୍ୟାଗ୍ରହ ତହସିଲ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା…
ବଇଣ୍ଡାରେ ଫଗୁଦଶମୀ
ବଇଣ୍ଡା,,୧୫।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିର ପରିସରରେ ରବିବାର ରାଧାକୃଷ୍ଣଙ୍କ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପୂଜକ ମଦନ ମୋହନ ମିଶ୍ର ପୂଜା କରିଥିବାବେଳେ ଘାସିନାଥ ବେହେରା କର୍ତ୍ତା ଭାବେ ଯୋଗଦେଇଥିଲେ। ଠାକୁରଙ୍କଠାରେ ଫଗୁ ଲାଗିପରେ ଅଞ୍ଚଳବାସୀଙ୍କ ମଧ୍ୟରେ…
Archives


