ମହାନଦୀରେ ଭାସିଗଲା ଡଙ୍ଗା

ମହାକାଳପଡ଼ା,୨୦ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାହାକୁଦ ଘାଟରେ ଶନିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ପାରାଦୀପ ପଟରୁ ବାହାକୁଦ ଫେରିଘାଟକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାଟି ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଭାସିଯାଇଛି। ଏଥିରେ ୩୦ ଜଣ ଯାତ୍ରୀ ଥିଲେ। ଭରା ନଈରେ ଡଙ୍ଗାଟି ଲଙ୍ଗର ପକାଇଥିବା ସୂଚନା ମିଳିଛି। ଉଦ୍ଧାର ପାଇଁ ମେରାଇନ୍‌ ବୋଟ୍‌ ଯାଇଥିବା ମହାକାଳପଡ଼ା ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସେଣ୍ଟର ନାମ ଭଲରେ ନ ପଢ଼ି ଅନ୍ୟତ୍ର ପହଞ୍ଚିଲେ ଆର୍‌ଆଇ ପରୀକ୍ଷାର୍ଥୀ, ହେଲେ ହଟହଟା

ଟିଟିଲାଗଡ଼,୨୯।୮(ଡି.ଏନ୍‌.ଏ.): ରାଜ୍ୟରେ ରାଜସ୍ବ ନିରୀକ୍ଷକ (ରେଭିନ୍ୟୁ ଇନ୍ସପେକ୍ଟର/ଆରଆଇ) ପଦବୀ ପାଇଁ ପରୀକ୍ଷା ହେଉଥିବା ବେଳେ ଏକ ବଡ଼ ବିଭ୍ରାଟ ସାମ୍ନାକୁ ଆସିଛି। ଏ ନେଇ ଶତାଧିକ...

ଓପିଜିସି ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା

କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍‌ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ...

ବଢୁଛି କର୍କଟ ରୋଗୀ, ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, ୨ା୮(ବ୍ୟୁରୋ): କର୍କଟ ରୋଗ ଏବେ ରାଜ୍ୟରେ ବଢ଼ିଚାଲିଛି। ଗତ ୩ ବର୍ଷର ସରକାରୀ ରିପୋର୍ଟ ଉପରେ ନଜର ପକାଇଲେ ଏକଥା ସ୍ପଷ୍ଟ ହୋଇଛି। ତେବେ...

ବହିଷ୍କୃତ ବରୀ ବିଜେଡି ସଭାପତିଙ୍କ ଖବରଦାତା ସମ୍ମିଳନୀ : ରାଜନୈତିକ ପାଣିପାଗ ପରିବର୍ତ୍ତନ ଚର୍ଚ୍ଚା

ବରୀ,୨ା୯(ସ୍ବ.ପ୍ର.):  ବରୀ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କୃତ ହୋଇଥିବା ଏସ୍‌.କେ ସଫିଉଦ୍ଦିନଙ୍କ ତତ୍ୱାବଧାନରେ ରବିବାର ବରୀ ଗ୍ରମାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି।...

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ଲୋୟର ପିଏମ୍‌ଜିରେ ଛାତ୍ରୀଛାତ୍ରଙ୍କ ଧାରଣା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ମାଟ୍ରିକ ପରୀକ୍ଷା ପରେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର। ଗୁରୁବାର ରାଜଧାନୀର ଲୋୟର ପିଏମ୍‌ଜିଠାରେ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ...

ପରୀକ୍ଷାମୂଳକ ଭାବେ ମହିପୁରକୁ ଗଡ଼ିଲା ରେଳଇଞ୍ଜିନ, ଖୁବ୍‌ଶୀଘ୍ର ଗଡ଼ିବ ଟ୍ରେନ୍‌

ନୟାଗଡ଼ ଅଫିସ,୨୦ା୭- ନୟାଗଡ଼ ଟାଉନ ଷ୍ଟେଶନରୁ ନୂଆଗାଁ ବ୍ଳକ ମହିପୁର ପର୍ଯ୍ୟନ୍ତ ୧୨ କିମି  ପରୀକ୍ଷାମୂଳକ ଭାବେ ଶନିବାର ରେଳ ଇଞ୍ଜିନ ଗଡ଼ିଛି। ରେଳ ବିଭାଗର...

ଆଜି ରାଜ୍ୟରେ ୭୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨।୮: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଥମୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ଉପସ୍ଥାନକୁ ନେଇ ପୌର କାର୍ଯ୍ୟାଳୟରେ ବିବାଦ

ଅନୁଗୋଳ ଅଫିସ, ୧୭।୮ – ଅନୁଗୋଳ ପୌରପାଳିକାରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ କର୍ମଚାରୀଙ୍କ ଉପସ୍ଥାନ ନେଇ ଏକ ବିବାଦୀୟ ସ୍ଥିତି ଉପୁଜିଥିଲା। ପୌର ନିର୍ବାହୀ...

Advertisement
Archives

Model This Week