୧୫ ଜଣ ପାଇବେ ରାଷ୍ଟ୍ରପତି ପୋଲିସ ପଦକ
ଭୁବନେଶ୍ୱର,୧୫ା୮(ବ୍ୟୁରୋ): ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ପୋଲିସ ପଦକ ରବିବାର ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଲାଗି ଓଡ଼ିଶା ପୋଲିସର ୧୫ ଜଣ ମନୋନୀତ ହୋଇଛନ୍ତି। ୨ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା…
ପଥର, ମାଟି ଅତଡ଼ା ଧସିଲା: ୨ ଟ୍ରେନ୍ ଅଧାରୁ ବାତିଲ
ରାୟଗଡ଼ା ଅଫିସ,୧୪ା୮: ପ୍ରବଳ ବର୍ଷା ଯୋଗୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ରେଳଷ୍ଟେଶନ ନିକଟ ୩୪ ନଂ. ଟନେଲ ପାଖରେ ରବିବାର ପଥର ଓ ମାଟି ଅତଡ଼ା ଧସି ରାୟଗଡ଼ା-କୋରାପୁଟ ରେଲ୍ଓ୍ବେ ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେଉଟଗୁଡ଼ା…
ଗାଁରେ ବୁଲୁଛି ବାଘ
ଭବାନୀପାଟଣା,୧୪।୮(ସ୍ବ.ପ୍ର.): କଳାହାଣ୍ଡିରେ ବାଘ ଭୟ। ଜିଲାର ସିଙ୍ଗାରି ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଜଣାପଡିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜରେ…
ଫୁଲୁଛି ବ୍ରାହ୍ମଣୀ: ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ
ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଏବଂ କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ଫୁଲିବାରେ ଲାଗିଛି। ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ନଦୀ…
ଲଗାଣ ବର୍ଷାରେ ରେଳ ଲାଇନ୍ରେ ଖସିଲା ମାଟି ଅତଡ଼ା
ରାୟଗଡା ଅଫିସ,୧୪।୮: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ରାୟଗଡ଼ା ଜିଲାରେ ଲଗାଣ ବର୍ଷା ପ୍ରଭାବରେ କେଆର୍ ରେଳ ଲାଇନ୍ ଉପରେ ମାଟି ଅତଡ଼ା ଖସି…
ବନ୍ୟା ଜଳ ଛାଡ଼ିଲା ବାଘୁଆ ଜଳଭଣ୍ଡାର
ବୁଗୁଡ଼ା,୧୪ା୮(ଡି.ଏନ୍.ଏ.): ଲଗାଣ ବର୍ଷା ଯୋଗୁ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରର ଜଳ ବିପଦ ସଙ୍କେତ ନିକଟରେ ପହଞ୍ଚିବା ପରେ ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ତାର ଦୁଇଟି ଗେଟ୍ ଖୋଲାଯାଇ ୨୦୨୨ର ପ୍ରଥମ ବନ୍ୟା ଜଳକୁ ନଦୀରେ ଶନିବାର ରାତିରେ ଛଡ଼ାଯାଇଥିବା…
ଆଜି ରାଜ୍ୟରେ ୪୮୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟରେ ରବିବାର ୪୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୧୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୨୮୬ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୦୨ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ଅନୁପ୍ରବେଶ ରୋକିବାକୁ ହାଇଆଲର୍ଟ
କେନ୍ଦ୍ରାପଡ଼ା ଅଫିସ, ୧୪ ।୮: ସୋମବାର ସ୍ବାଧୀନତା ଦିବସ ା ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଇଁ ଦେଶ ଆଜାଦୀ କୀ ଅମୃତ ମହୋତ୍ସବ ପାଳନ କରୁଛି ା ଏହି ସମୟରେ ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ସମ୍ଭାବନା ଥିବାରୁ କେନ୍ଦ୍ର…
‘ପୋଲିସ ମିତ୍ର’ଙ୍କ ଭାଇ ବ୍ରାଉନସୁଗାର ବେପାରୀ
ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ବ୍ରାଉନ୍ସୁଗର କାରବାର ଅଭିଯୋଗରେ ଶନିବାର ଭୁବନେଶ୍ୱର ରେଞ୍ଜ୍ର ଅବକାରୀ ଟିମ୍ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଚଢ଼ାଉ କରି ‘ପୋଲିସ ମିତ୍ର’ ସହଦେବ ନାୟକଙ୍କ ବଡ଼ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଟୁନା ନାୟକ(୩୫)। ତାଙ୍କଠାରୁ…
ଖାଦ୍ୟରେ ତ୍ରିରଙ୍ଗା
ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସହର ସାରା ତ୍ରିରଙ୍ଗାମୟ ହୋଇଥିବାବେଳେ ଖାଦ୍ୟରେ ମଧ୍ୟ…
ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ଭାଜପା
ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପରିବାରବାଦ, ତୁଷ୍ଟୀକରଣ ଓ ଭ୍ରଷ୍ଟାଚାର ବିରୋଧରେ କେନ୍ଦ୍ରରେ ମୋଦି ସରକାର ଗତ ୮ ବର୍ଷ ଭିତରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହିତ ଅନେକ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଓଡ଼ିଶାବାସୀଙ୍କୁ ସ୍ବଚ୍ଛ, ଦୁର୍ନୀତିମୁକ୍ତ ଏବଂ ଲୋକାଭିମୁଖୀ…
ବୋମା କଥା ଶୁଣି ଦୌଡ଼ିଲେ ଯାତ୍ରୀ
ଭୁବନେଶ୍ୱର,(ବ୍ୟୁରୋ)୧୪ ।୮: ସମୟ ଅପରାହ୍ନ ପ୍ରାୟ ସାଢେ ୪ଟା। ହଠାତ୍ ଭୁବନେଶ୍ୱର ରେଳଷ୍ଟେଶନର ପ୍ଲାଟ ଫର୍ମ ନଂ.୧ରେ ଏକ ବ୍ୟାଗ୍ରେ ବୋମା ଥିବା ପ୍ରଚାର ହେଲା। ଏହା ଶୁଣି ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ପ୍ଲାଟଫର୍ମ ଭିତରକୁ ଜିଆର୍ପି ଥାନା ପୋଲିସ…

