ରାଜ୍ୟ

ଦୋଳାରେ ବୁହା ହେଲେ ଗର୍ଭବତୀ

ଫୁଲବାଣୀ ଅଫିସ/ବାଲିଗୁଡା(ଡି.ଏନ.ଏ.),୩ା୮: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗ ଥାନା ଟେଟେରା ଗଁାକୁ ଭଲ ରାସ୍ତା ନ ଥିବାରୁ ପୁଣି ଜଣେ ଗର୍ଭବତୀଙ୍କୁ ଦୋଳାରେ ନିଆଯାଇଛି। ମୁଖ୍ୟରାସ୍ତାଠାରୁ ଟେଟେରା ଗାଁ ପ୍ରାୟ ୨/୩ କିମି ଦୂରରେ ରହିଛି।ଆଜି…

୧୩ ପ୍ରକଳ୍ପକୁ ଜମି ଯୋଗାଇଲେ ସରକାର

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟରେ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ୍‌ ପାର୍କ, ସଫ୍ଟଓ୍ବେର ପ୍ରସ୍ତୁତି ଓ ଡିଜିଟାଲ୍‌ ମାର୍କେଟିଂ, ଖେଳ ସାମଗ୍ରୀ ଉତ୍ପାଦନ, କାର୍ବନ ବ୍ଲକ୍‌ ଉତ୍ପାଦନ, ପିଭିସି ଏବଂ ଏଚ୍‌ଡିପିଇ ପାଇପ୍‌ ନିର୍ମାଣ, ଘରୋଇ ସରଞ୍ଜାମ ପ୍ରସ୍ତୁତି ଏବଂ ଡାଟା ସେଣ୍ଟର ଆଦି ୧୩ଟି…

୯ମ ଦିନରେ ଆମରଣ ଅନଶନ: ଅସୁସ୍ଥ ହୋଇପଡ଼ିବା ଯୋଗୁ ୨ କାଉନସିଲର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨।୮(ଡି.ଏନ୍‌.ଏ.) : ଦେବଗଡ଼ ପୌର ପରିଷଦ ମହାଦୁର୍ନୀତିର ତଦନ୍ତ ସହ ୧୫ ଦଫା ଦାବି ନେଇ ପୌର ପରିଷଦର ୭ କାଉନସିଲରଙ୍କ ଆମରଣ ଅନଶନ ମଙ୍ଗଳବାର ୯ମ ଦିନରେ ପହଞ୍ଚିଛି। ହେଲେ ଏଯାବତ ଏହାର କୌଣସି ସମାଧାନ ହୋଇ ପାରିନାହିଁ। ଜିଲା…

୭ରୁ ଜେଇଇ ଆଡ୍‌ଭାନ୍ସଡ ଆବେଦନ, ସେପ୍ଟମ୍ବର ୧୧ରେ ରେଜଲ୍ଟ

ଭୁବନେଶ୍ୱର, ୨।୮(ବ୍ୟୁରୋ) – ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ(ଆଡ୍‌ଭାନ୍ସଡ) ୨୦୨୨ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୭ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ ତାରିଖ ଅପରାହ୍ନ…

ପ୍ରହଲ୍ଲାଦ ମୀନା ହେଲେ ବୌଦ୍ଧ ଏସ୍‌ପି, ପ୍ରମୋଦ ରଥ ଦେବଗଡ଼ ଏସ୍‌ପି

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଏବଂ ବରିଷ୍ଠ ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପ୍ରହଲ୍ଲାଦ ସହାଏ ମୀନାଙ୍କୁ ବୌଦ୍ଧ…

ସନ୍ଧ୍ୟା ହେଲେ ଅଜଣା ଭୟରେ ପଡ଼ୁଛି ତାଟିକବାଟ: ସଚେତନ କରିବାକୁ ଅଣ୍ଟା ଭିଡିଲେ ଯୁବ ସରପଞ୍ଚ

କୋକସରା,୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଗତକିଛି ଧରି ରାତିରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ବୁଲୁଥିବା ଏବଂ ଚୋରି ଡକାୟତି କରୁଥିବା ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଜଣା ଭୟ…

ନିରାଶ କଲେ ଦୂତି: ପ୍ରଥମ ରାଉଣ୍ଡରୁ ବିଦା

ବର୍ମିହାମ,୨।୮: ନିରାଶ କଲେ ଓଡ଼ିଶାର ଧାବିକା ଦୂତୀ ଚାନ୍ଦ। ମଙ୍ଗଳବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ରେ ଭାଗନେଇଥିଲେ ହେଁ ସେମି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଦୂତିଙ୍କୁ ୧୦୦ ମିଟର ଅତିକ୍ରମ କରିବା ଲାଗି ୧୧.୫୫ ସେକେଣ୍ଡ…

ମୃତ୍ୟୁପ୍ରମାଣପତ୍ର ଦେବାକୁ ବି ଲାଞ୍ଚ ମାଗିଲେ କିରାଣୀ, ଏକାଥରେ ଥାନାରେ

ଖୋର୍ଦ୍ଧା ଅଫିସ,୨।୮: ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବାବେଳେସେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସୂଚନା ଅନୁଯାୟୀ, ଚମ୍ପାଝର…

ଏଣିକି ସମ୍ବଲପୁରୀ ପୋଷାକ ପିନ୍ଧିବେ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨।୮: ଝାରାସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ମାସର ପ୍ରତ୍ୟେକ ଦ୍ୱିତୀୟ, ଚତୁର୍ଥ ଶୁକ୍ରବାର ସରକାରୀ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧିବେ। ଏ ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସମ୍ବଲପୁରୀ ବସ୍ତ୍ରକୁ ଅଧିକ…

କାଷ୍ଟିଂ କାଉଚ ମାମଲା: ପପୁ ପମ୍‌ପମ୍‌ଙ୍କୁ କ୍ଲିନଚିଟ୍‌

ଭୁବନେଶ୍ୱର,୨।୮(ବ୍ୟୁରୋ): ହାଇକୋର୍ଟ ଅଭିନେତା ପପୁପମ୍‌ପମଙ୍କୁ କାଷ୍ଟିଂ କାଉଚ ମାମଲାରେ କ୍ଲିନଚିଟ ପ୍ରଦାନ କରିଛନ୍ତି। । ୨୦୧୬ରେ ଜଣେ ନାବାଳିକା ପପୁଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ କରିଥିଲେ। ପପୁଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦେଷ ପ୍ରମାଣିତ ହୋଇଛନ୍ତି। ତେବେ କ୍ୟାରିୟରେ ପିକ୍‌ରେ…

ନାବାଳିକା ଗଣବଳାତ୍କାର: ମହିଳାଙ୍କ ସମେତ ୬ ଗିରଫ

ସମ୍ବଲପୁର,୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଡ଼ଭଗା ଅଞ୍ଚଳର ଏକ ଢାବା ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ପରେ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ ଯୁବକ,…

ଭିଜିଲାନ୍ସ ଜାଲରେ ଆର୍‌ଆଇ

ବାଲେଶ୍ୱର ଅଫିସ,୨।୮: ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ବଇଞ୍ଚା ଆର୍‌ଆଇ ଡଲି ସେଠୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସରକାରଙ୍କ ପାରିବାରିକ ମୃତ ଜନିତ ସହାୟତା ଯାଞ୍ଚ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?