ରାଜ୍ୟ

ପାର୍କିଂସ୍ଥଳର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଦିନକୁ ଦିନ ଯାନବାହାନ ସଂଖ୍ୟା ବଢ଼ୁଥିବାବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି। କେଉଁ କାରଣରୁ ଟ୍ରାଫିକ ସମସ୍ୟା ଅଧିକ ହେଉଛି, ସେନେଇ ବିଏମ୍‌ସି ତର୍ଜମା କରୁଛି। ଏହି କ୍ରମରେ ସହରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ, ବ୍ୟବସାୟିକ…

ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ନେଲେ ପୁଅ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଦାନ ମାଝି ଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ହୋଇଛି। ମା’ଙ୍କ ମୃତଦେହ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ଘରୋଇ ଆମ୍ବୁଲାନ୍ସରେ ନେବାକୁ ପାଖରେ ନ ଥିଲା ଟଙ୍କା। ଶେଷରେ ମୃତଦେହକୁ ଷ୍ଟ୍ରେଚର୍‌ରେ ଟାଣି ଟାଣି ନେଇଥିଲେ…

କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ):ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ସଫଳ ପଦକ୍ଷେପ ଗ୍ରହଣ କରି ଆସୁଛି। ବିଶେଷକରି ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଓ ନିରନ୍ତର ପ୍ରଗତି ସହ ସେମାନଙ୍କ କ୍ରିୟାଶୀଳ ଭୂମିକାକୁ ଉନ୍ନତ କରିବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ…

ଡିସେମ୍ବରରୁ ଦେଓମାଳିରେ ପାରାଗ୍ଲାଇଡିଂ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଭାବେ ପରିଚିତ କୋରାପୁଟର ଦେଓମାଳି ଏଣିକି ଆହୁରି ଆକର୍ଷଣୀୟ ଦେଖାଯିବ। ଏହି ଉଚ୍ଚତମ ପାହାଡ଼ ସମେତ ପୂରା କୋରାପୁଟ ସହରକୁ ପର୍ଯ୍ୟଟକ ଏବେ ପକ୍ଷୀ ଭଳି ଆକାଶରେ ଉଡ଼ି ଦେଖିବା ସହ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।…

ହ୍ରଦ ସୁରକ୍ଷାଦାତା ଅରୁଣ

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ…

ଶାରଳା ରିଅଲକନ୍‌ର ୧୩.୯୭ କୋଟିର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ବାସୋପଯୋଗୀ ଜମି ଦେବା ଆଳରେ ଶାରଳା ରିଅଲକନ୍‌ ପ୍ରାଇଭେଟ୍‌ ଲିଃ ଜମାକାରୀଙ୍କ ୧୭ କୋଟି ଟଙ୍କା ଠକିବା ମାମଲା କଟକ ଓପିଆଇଡି କୋର୍ଟରେ ବିଚାରାଧୀନ ରହିଛି। ସୋମବାର ଏହାର ଶୁଣାଣି କରି କୋର୍ଟ ଜବତ ୧୩.୯୭ କୋଟିରୁ ଊର୍ଦ୍ଧ୍ୱ ସ୍ଥାବର…

ଲୋକନାଥ ମନ୍ଦିର ଲାଗି ୨୮, ଅଲାରନାଥ ପୀଠ ଲାଗି ୮ କୋଟି

ଭୁବନେଶ୍ବର, ୨୨ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନ ଅନୁମୋଦନ କରିଛନ୍ତି। ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଏବଂ ଅଲାରନାଥ ମନ୍ଦିର ଲାଗି ୮ କୋଟି…

୨୫ରୁ ବଢ଼ିବ ଶୀତ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ତାମିଲନାଡୁ ଓ ଏହାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପସରି ଯାଇଛି। ଆସନ୍ତା ୨୫ରୁ ପୁଣି ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ…

‘କିଟ୍‌’ରେ ହେବ ବାୟୋ-ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର: ରାଜ୍ୟ ସରକାର ଦେବେ ୨ କୋଟି

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ)-‘କିଟ୍‌’ର ସ୍କୁଲ ଅଫ୍‌ ବାୟୋ-ଟେକ୍ନୋଲୋଜିକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍ସିଲେନ୍ସ)ରେ ପରିଣତ କରାଯିବ। ଏଥିପାଇଁ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ୨ କୋଟି ଟଙ୍କା ଯୋଗାଇଦେବ। ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସହିତ ଇନ୍‌କ୍ୟୁବେଶନ ସେଣ୍ଟରର ଅଭିବୃଦ୍ଧି ଉପରେ ଗୁରୁତ୍ୱ…

ଘାରିଲା ସାମାଜିକ ବାସନ୍ଦ ଭୟ: ଛୁଇଁଲେନି କୁଷ୍ଠରୋଗୀଙ୍କ ମୃତଦେହ

ସମ୍ବଲପୁର,୨୧।୧୧(ବ୍ୟୁରୋ): କୃଷ୍ଠ ରୋଗରେ ପୀଡିତ ହେବା ପରେ ଗ୍ରାମରୁ ବାସନ୍ଦ ହୋଇ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜ ଓ ଜାତିଠାରୁ ଦୂରେଇ ରହି ବହୁ କଷ୍ଟରେ ଜୀବନ କାଟୁଥିବା ବ୍ୟକ୍ତିଙ୍କ ଏବେ ମୃତ୍ୟୁ ଘଟିଛି। ଗାଁ ବାହାରେ ଏକ…

ଖୋଲିଲା କପା ମଣ୍ଡି: ସପ୍ତାହକୁ କିଣା ହେବ ୫ ଦିନ

କଣ୍ଟାବାଞ୍ଜି,୨୧ା।୧(ଡି.ଏନ.ଏ.): ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରାଣା ସୋମବାର କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ପ୍ରାଙ୍ଗଣରେ କପାମଣ୍ଡିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଠାରେ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ ମଣ୍ଡୀରେ କପା କ୍ରୟ କରାଯିବ। ଏହାସହିତ ଟିଟିଲାଗଡ଼…

ଅର୍ଚ୍ଚନାଙ୍କ ସହଯୋଗୀଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କଲା ଇଡି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କ ୧୦ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଯାଇଛି। ଏହାପରେ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋର୍ଦ୍ଧା ଜିଲା ଅତିରିକ୍ତ ଦୌରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?