ରାଜ୍ୟ

ଇଡିରେ ହାଜର ହେଲେ ବିଧାୟକଙ୍କ ଭାଇ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ଇଡିରେ ହାଜର ହୋଇଛନ୍ତି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ। ଗଙ୍ଗାଧର ଏକ କାର୍‌ ଶୋ’ରୁମ୍‌ର ମାଲିକ ଅଟନ୍ତି। ସେ ଅର୍ଚ୍ଚନା ନାଗଙ୍କ ସହ ୩୦ ଲକ୍ଷ ଟଙ୍କାର କାରବାର କରିଥିବା ଜଣାପଡ଼ିଛି। ତେବେ…

୫ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ବିଧାନସଭା ଶୀତକାଳୀନ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ୫ ଯାଏ ମୁଲତବୀ ରହିଛି। ଆରମ୍ଭରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକାର୍ଯ୍ୟକୁ ଅପରାହ୍ନ ୫ଟା ଯାଏ ମୁଲତବୀ ରଖାଯାଇଛି।

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଆରମ୍ଭରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ଆଗତ କରିବା ପରେ ଗୃହକାର୍ଯ୍ୟ ଆରମ୍ଭ…

ଆରମ୍ଭ ହେଲା ଧରିତ୍ରୀର ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ। ଏହି ଅବସରରେ ଧରିତ୍ରୀ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ-୨୦୨୨’ ଆରମ୍ଭ ହୋଇଛି। ଗୁରୁବାର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେଇଛନ୍ତି। ଏଥିସହ…

ବିଏମ୍‌ସି ନାଁରେ ନାହିଁ ନୂତନ ବିଲ୍ଡିଂ, ଅସନ୍ତୋଷ ବ୍ୟକ୍ତକଲେ ମେୟର

ଭୁବନେଶ୍ୱର, ୨୪।୧୧ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଶନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓ୍ବାର୍ଡ ନଂ ୫୫ର କର୍ପୋରେଟର ନୃପେଶ ନାୟକ ବିଏମ୍‌ସିର ନୂତନ ବିଲ୍ଡିଂ କାହା ନାମରେ ଅଛି…

ସରକାରୀ କର୍ମଚାରୀ ବିଜେଡି ଲାଗି ପ୍ରଚାର କଲେ ବିଦା ହେବେ: ଭାଜପା

ଭୁବନେଶ୍ବର, ୨୪ା୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ଲାଗି କଲେଜରେ ବୈଠକ କରି ୩ ଅଧ୍ୟାପକ ନିଲମ୍ବିତ ହେବା ପରେ ସରକାରୀ କର୍ମଚାରୀଙ୍କୁ ଭାଜପା ଟାର୍ଗେଟ କରିଛି। ଯଦି ଆଗକୁ ସରକାରୀ କର୍ମଚାରୀମାନେ ଏଭଳି କରନ୍ତି ତେବେ ଚାକିରିରୁ ବିଦା ହେବେ ବୋଲି ଭାଜପା…

ରାଜ୍ୟ ସରକାର ନେଉଥିବା ୯% ଜିଏସ୍‌ଟି ଛାଡ଼ କରନ୍ତୁ: ଭାଜପା

ଭୁବନେଶ୍ବର, ୨୪ା୧୧(ବ୍ୟୁରୋ): କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ‘ପୋଡ଼ା ଘା’ରେ ଲୁଣ ଦେବା’ ସଦୃଶ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଗରୁ କ’ଣ କେନ୍ଦୁପତ୍ର ଶ୍ରମିକମାନେ ସାମିଲ ନ ଥିଲେ କି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର…

ରକ୍ତହୀନତା ଦୂର ପାଇଁ ‘ଅମ୍ଳାନ’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରକ୍ତହୀନତା ରୋଗରୁ ରାଜ୍ୟ ମୁକ୍ତ ହେବ। ରାଜ୍ୟରେ କେହି ରକ୍ତହୀନତା ରୋଗୀ ରହିବେ ନାହିଁ। ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ ଶୁଭାରମ୍ଭ କରିଛନ୍ତି। ବିଶେଷ କରି ମହିଳା, ବାଳିକା,…

ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର, ଅକ୍ଷୟଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ରହସ୍ୟ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ରାଜ୍ୟର ଏହି ବଡ଼ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ହିଁ ମୋହରା ସାଜିଥିଲେ। ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ବ୍ୟବହାର କରି ବଡ଼ବଡ଼ିଆଙ୍କୁ ମାୟାଜାଲରେ…

ଜାନୁୟାରୀ ପହିଲାରୁ ଇ- ଡିଟେକ୍ଟସନ

ଭୁବନେଶ୍ୱର, ୨୪ା୧୧(ବ୍ୟୁରୋ): ବିନା ଦଲିଲରେ ଯାତାୟାତ କରୁଥିବା ଯାନକୁ ଧରିବ ଇ-ଡିଟେକ୍‌ଶନ(ଚିହ୍ନଟ)। ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ୨୦୨୩ ଜାନୁୟାରୀ ପହିଲାରୁ ଜାତୀୟ ରାଜପଥରେ ଇ-ଚିହ୍ନଟ ଆରମ୍ଭ ହେବ। ସର୍ବସାଧାରଣ ରାସ୍ତାରେ ଯିବା…

ଆଜିଠାରୁ ବିଧାନସଭା: ଉପସ୍ଥାପନ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୨ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ।…

ରାଜ୍ୟରେ ନିଯୁକ୍ତ ହେବେ ୭,୫୪୦ ଶିକ୍ଷକ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ଆଉ ୭,୫୪୦ ଶିକ୍ଷକ ନିଯୁକ୍ତ ହେବେ । ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଏସ୍‌ଏସ୍‌ସି ଓ୍ବେବସାଇଟ୍‌ରେ ଏହି ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି । ତେବେ ଆଶାୟୀମାନେ ଅନ୍‌ଲାଇନ୍‌ ଜରିଆରେ ଡିସେମ୍ବର ୧୧ରୁ ଜାନୁଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?