ରାଜ୍ୟ

ଘାଟିରେ ଓଲଟିଲା ବସ୍‌

ମୋହନା,୨ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ କୁଡିକିମା ଗାଁ ନିକଟସ୍ଥ ଇନ୍ଦ୍ରପୁର ଘାଟିରେ ସୋମବାର ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ତେବେ ୭ଜଣ ଅବସ୍ଥା ଗୁରୁତର ରହିଛି। ସମସ୍ତ…

ଜୁନାଗଡ଼ରେ ଟ୍ରିପଲ୍‌ ମର୍ଡର: କାରଣ ଖୋଜୁଛି ପୋଲିସ

ଭବାନୀପାଟଣା/ଜୁନାଗଡ଼,୨ା୧୦(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ରବିବାର ଟ୍ରିପଲ ମର୍ଡର ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ୩ଜଣଙ୍କୁ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକମାନେ ହେଲେ ଶଙ୍କରପଲା ଗ୍ରାମର ରାଏମତି…

ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୨।୧୦(ସତ୍ୟଜିତ୍‌ ରାଉତ):ରାଜଧାନୀରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଭିଡିଓ କଲ୍‌ କରି ବେଡଶିଟ୍‌ ଦ୍ୱାରା ଫ୍ୟାନ୍‌ରେ ଝୁଲି ରବିବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳର ପ୍ରଭୁପାଦ ମହାରଣା (୨୪)। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ…

ସମ୍ଭାବ୍ୟ ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲକଲା ବିଏମ୍‌ସି

ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ): ଅକ୍ଟୋବର ୩ ପର୍ଯ୍ୟନ୍ତ ଲଘୁଚାପଜନିତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି। ଶନିବାର ବିଏମ୍‌ସି କମିଶନର…

ବର୍ଷା: ଆଜି ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨ା୧୦(ଅସମାପିକା ସାହୁ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଓ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା…

୧୨ ବର୍ଷରେ ଅବକାରୀ ରାଜସ୍ବ ଆଦାୟରେ ୩୬୮% ବୃଦ୍ଧି

ଭୁବନେଶ୍ୱର, ୨।୧୦(ସୁନିତ୍‌ ମିଶ୍ର):ରାଜ୍ୟରେ ୨୦୧୨ ମସିହାରେ ଅବକାରୀ ରାଜସ୍ବ ଯେତିକି ଥିଲା ୨୦୨୨-୨୩ ବର୍ଷରେ ଏହା ୩୬୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୨ରେ ଅବକାରୀ ରାଜସ୍ବ ଆକାରରେ ରାଜ୍ୟ ସରକାର ୧୩୭୯.୯୧ କୋଟି ଟଙ୍କା ପାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ…

ଡାକିଆଣି ନାଟକ ଦେଖାଇ କରତାଳି ନେବାରେ ଲାଭ ନାହିଁ

ନାଟକ, ସାହିତ୍ୟ ଓ ସିନେମା କ୍ଷେତ୍ରରେ ଶଙ୍କର ତ୍ରିପାଠୀ ହେଉଛନ୍ତି ଜଣେ ଜଣାଶୁଣା ନାମ। ଏହି ୩କ୍ଷେତ୍ରରେ ତାଙ୍କର ଅନନ୍ୟ ସୃଷ୍ଟି ଲୋକଙ୍କ ପାଖେ ତାଙ୍କୁ ପରିଚିତ କରିଛି। ୧୯୭୮ରେ ତାଙ୍କର ପ୍ରଥମ ନାଟକ ‘ପୃଥିବୀ ଶରଶଯ୍ୟା’ ମଞ୍ଚସ୍ଥ ହୋଇଥିଲା। ରାଜୁ…

୯୫ ବର୍ଷୀୟା ମା’ଙ୍କୁ ପୋଡ଼ି ମାରିଦେଲେ ପୁଅ

ବାଲିଗୁଡା,୧।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଥାନା ଅଧୀନ ଖଜୁରିସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ନିଜ ମା’ଙ୍କୁ ହତ୍ୟା କରି ଘରେ ପୋଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତବକ, ଖଜୁରିସାହିର…

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ରବିବାର ଏକ ଅଭବାନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହ କରି ବଡ଼ଭାଇ ଜଳ ନାଏକଙ୍କୁ ସାନଭାଇ ପରିବେଶ ନାଏକ ଏବଂ ୨ ପୁତୁରା…

ଟ୍ରିପଲ ମର୍ଡର: ପୋଲିସର ଛାନଭିନ୍‌

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟିଛି। କେତେଜଣ ଦୁର୍ବୃତ୍ତ ୩ ଜଣଙ୍କୁ ହତ୍ୟା କରି ଫେରାରା ଥିବା ଜଣାପଡିଛି । ମୃତକ ହେଲେ ଶଙ୍କରପଲା ଗ୍ରାମର ରାଏମତି ମାଝୀ ଓ…

କେନାଲରୁ  ମିଳିଲା ଯୁବକଙ୍କ ରଶିରେ ବନ୍ଧା ମୃତଦେହ

ଯାଜପୁର,୧।୧୦: ଯାଜପୁର ଜିଲା ବିଞ୍ଝାରପୁର ଥାନା ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରୁ ଯୁବକଙ୍କ ରଶିରେ ବନ୍ଧା ମୃତଦେହ ମିଳିଛି । ବିଞ୍ଝାରପୁର ପୋଲିସର ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରେ ଜଣେ ଯୁବକ…

୫ ତାରିଖ ଯାଏ ବର୍ଷା

ଭୁବନେଶ୍ୱର ୧।୧୦ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଯାହାଫଳରେ ରାଜ୍ୟରେ ଆସନ୍ତା ୫ ତାରିଖ ଯାଏ ବର୍ଷା ଲାଗି ରହିବ। ଉତ୍ତର ଓ ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସମ୍ଭାବନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?