ପିପିପି ମୋଡ୍ରେ ହେବ ୫ ମଲ୍ଟି ସ୍ପେସିଆଲିଟି, ସୁପର ସ୍ପେସିଆଲିଟି ହସ୍ପିଟାଲ
ଭୁବନେଶ୍ୱର,୫ା୧୦(ଅନିଲଦାସ)ରାଜ୍ୟରେ ଖୁବ୍ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ। ପ୍ରଥମ ଥର ପାଇଁ ସରକାରୀ- ଘରୋଇ ଭାଗୀଦାରି(ପିପିପି) ମୋଡ୍ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ କରାଯିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଆସୋସିଏଟ୍ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର
ସମ୍ବଲପୁର,୫ା୧୦(ଶୁଭାଶିଷ ପାଢ଼ୀ): ସମ୍ବଲପୁର ବୁର୍ଲା ଭିସୁଟ୍ର କମ୍ପ୍ୟୁଟର ଆପ୍ଲିକେସନ ବିଭାଗ ଆସୋସିଏଟ୍ ପ୍ରଫେସର ସସ୍ମିତା କୁମାରୀ ପାଢୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଭିସୁଟ୍ କର୍ତ୍ତୃପକ୍ଷ ଏ ନେଇ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପ୍ରଫେସର ପାଢ଼ୀଙ୍କ ନାମରେ ଅଭ୍ୟାସଗତ…
ସୁବର୍ଣ୍ଣପୁର ଜିଲା: ଚର୍ଚ୍ଚାରେ ୨ ଗୃହରକ୍ଷୀ
ସୁବଳୟା,୫।୧୦(ଜୟାନନ୍ଦ ରଥ)ସୁବର୍ଣ୍ଣପୁର ଜିଲାର ୨ ଜଣ ଗୃହରକ୍ଷୀ ଏବେ ଚର୍ଚ୍ଚାରେ। ନିକଟରେ ତରଭା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ବିଜୟ ସାହୁ ଗଞ୍ଜେଇ ଚୋରାଚାଲାଣ ବେଳେ ବଲାଙ୍ଗୀର ଜିଲା ପୋଲିସ ହାତରେ ଧରାପଡି ଏବେ ଜେଲରେ ଅଛନ୍ତି। ଉପରିସ୍ଥ ଅଧିକାରୀଙ୍କ ସହଯୋଗରେ ବିଜୟ…
ମହିଳା କନ୍ଷ୍ଟେବଲଙ୍କୁ ବଳାତ୍କାର
ବାଲେଶ୍ୱର, ୫ା୧୦(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ପୋଲିସ ଅଧୀନରେ କାର୍ଯ୍ୟରତ ୨ କନ୍ଷ୍ଟେବଲଙ୍କ ବିରୋଧରେ ଜଣେ ମହିଳା କନ୍ଷ୍ଟେବଲ ବଳାତ୍କାର ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ପୋଲିସ ତଦନ୍ତ କରି ଆଇପିସି ଦଫା. ୩୪୧, ୩୨୩, ୩୫୪(ଖ), ୩୭୬,…
ବିଧାନସଭାରେ ଉଠିଲାନି ଓଏସ୍ଓୟୁ ପ୍ରସଙ୍ଗ
ସମ୍ବଲପୁର,୫।୧୦(ଶୁଭାଶିଷ ପାଢ଼ୀ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ) ବନ୍ଦ ହେବାକୁ ଯାଉଥିବା ବେଳେ ଓଏସ୍ଓୟୁ ବଞ୍ଚାଓ ଅଭିଯାନ ଓ ପ୍ରାୟ ୭୦ ସାମାଜିକ ଅନୁଷ୍ଠାନ ବିଭିନ୍ନ ଉପାୟରେ ପ୍ରତିବାଦ କରିଛନ୍ତି। ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଛାତ୍ରୀଛାତ୍ର ନିର୍ଭର…
ଏସ୍ଡିଜେଏମ୍ କୋର୍ଟରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ
କଟକ,୫ା୧୦ (କାର୍ତ୍ତିକ ସାହୁ) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ସ୍ବାମୀ ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସ୍ଡିଜେଏମ୍ କୋର୍ଟରେ ଦାଏର ଘରୋଇ ହିଂସା ମାମଲାର ବୁଧବାର ଶୁଣାଣି ହୋଇଛି। ଅଦାଲତରେ ବର୍ଷାଙ୍କ ପକ୍ଷରୁ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି।…
୬ରୁ ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍, ଏମ୍ଏଡ୍ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୫।୧୦(ଅନୁରାଧା ମହାରଣା)ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨ବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଆସନ୍ତା ୬ ତାରିଖ ଅପରାହ୍ନ ୫ଟାରେ ଓ୍ବେଟିଙ୍ଗ ଲିଷ୍ଟ ପ୍ରକାଶ ପାଇବ। ୭ରୁ ୯ ତାରିଖ ମଧ୍ୟରେ…
ଅଧିକାରୀଙ୍କୁ ବଡ଼ବିଲ ମୋହ ଛାଡୁନି
ବଡ଼ବିଲ,୫।୧୦(ଦେବପ୍ରିୟ ରଣା)ସରକାରୀ ଅଧିକାରୀଙ୍କ ୩ ବର୍ଷରେ ଅନ୍ୟତ୍ର ବଦଳି ନିୟମ ରହିଥିବା ବେଳେ କେନ୍ଦୁଝର ଜିଲା ବଡ଼ବିଲ ଓ ଯୋଡ଼ା ପୌରପାଳିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଅଧିକାରୀ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଡ଼ବିଲରେ ଅତିରିକ୍ତ ତହସିଲଦାର…
ମାନସ ମଙ୍ଗରାଜ ରାଜ୍ୟ ସଭା ମୁଖ୍ୟ ସଚେତକ
ଭୁବନେଶ୍ୱର,୫ା୧୦(ଅନିଲ ଦାସ)ଏମ୍ପି ମାନସ ମଙ୍ଗରାଜଙ୍କୁ ରାଜ୍ୟ ସଭାରେ ବିଜେଡିର ନୂଆ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏ ନେଇ ବୁଧବାର ବିଜେଡି ପକ୍ଷରୁ ଏକ…
କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର
ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ଚାଇନାର ହାଙ୍ଗଝୋଠାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋର ତାଙ୍କ କ୍ୟାରିୟରରେ ସବୁଠୁ ଭଲ…
୨୬ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦.୯୨ କୋଟି ଟଙ୍କା
ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟବାସୀଙ୍କୁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ବିନିଯୋଗରେ କ୍ରୟ…
ଜ୍ଞାନମନ୍ଦିରରେ ଲାଗିଲା ନିଆଁ
କୋରାପୁଟ,୪ା୧୦(ଅମିତାଭ ବେହେରା): ବୁଧବାର ଅପରାହ୍ନରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜ୍ଞାନମନ୍ଦିର ତଥା ଶାବର ସଂସ୍କୃତି ଗବେଷଣା କେନ୍ଦ୍ର ପରିସରରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ଯୋଗୁ ନିଆଁ ଆୟତ୍ତ ହୋଇଥିବା ଅଗ୍ନିଶମ କେନ୍ଦ୍ର…

