ରାଜ୍ୟ

ଓଡିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ବୃଦ୍ଧି କରାଯିବ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୧୨।୧୧: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଲୋକମାନଙ୍କ ପାଇଁ ଅଧିକ ସୁବିଧାଜନକ କରିବା ଲାଗି ସବୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ସଂପ୍ରତି ରାଜ୍ୟରେ ପ୍ରାୟ ୨୮ହଜାର ବେଡ୍‍ ରହିଥିବାବେଳେ ଏହି ସଂଖ୍ୟା ୫୦ହଜାରକୁ ଛୁଇଁବ ବୋଲି…

ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ଆପଣେଇବାକୁ ଭାଜପା ଆଗଭର: ବିଜେଡି

ଭୁବନେଶ୍ୱର,୧୨।୧୧(ଅନିଲ ଦାସ): ଯେଉଁ ନେତାଙ୍କୁ ବିଜେଡି ଦଳରୁ ବିଦାକରି ଦେଇଛି ତାଙ୍କୁ କୋଳେଇ ନେବା ପାଇଁ ଏବେ ଭାଜପା ଆଗଭର। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାଜପାରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ…

ନୟାଗଡ କୁମ୍ଭାରପଡା ଗାଁରେ ବୋମାମାଡ, ୮ଆହତ

ନୟାଗଡ,୧୨।୧୧: ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ହେଲା ବୋମା ମାଡ। ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତରବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତେଜନାକୁ ଦୃଷ୍ଟିରେ…

ଜୟ ଆଲୁକ୍କାସ୍‌ଙ୍କ ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ ଉନ୍ମୋଚିତ

ଭୁବନେଶ୍ୱର,୧୨।୧୧: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟ ଆଲୁକ୍କାସ୍‌ର ଅଧ୍ୟକ୍ଷ ତଥା ଏମ୍‌ଡି ଜୟ ଆଲକ୍କାସଙ୍କର ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ (ସ୍ପ୍ରେଡିଂ ଜୟ) ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ଜୟ ଆଲୁକ୍କାସ୍‌ କିପରି ବିଶ୍ୱର ଜଣେ ଜଣାଶୁଣା ଗହଣା ବ୍ୟବସାୟୀ ହୋଇଗଲେ…

ଗଞ୍ଜାମ କନ୍ଧମାଳ ସୀମାରେ ଲାଗିଲା ମାଓ ପୋଷ୍ଟର

ଭଞ୍ଜନଗର,୧୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଲାଗିଛି ମାଓ ପୋଷ୍ଟର। ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦରେ ମାଓ ପୋଷ୍ଟର୍‌ ଶନିବାର ରାତିରେ ମରାଯାଇଛି। ରବିବାର ସକାଳେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଷ୍ଟର୍‌ଟି ମାଓବାଦୀମାନେ…

ରେକର୍ଡ ପରିମାଣର ଧନ୍‌ତେରସ୍‌ କାରବାର: ୨୦୦ କୋଟିରୁ ଅଧିକ

ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଚଳିତ ବର୍ଷର ଧନ୍‌ତେରସ୍‌ କାରବାର ରେକର୍ଡ ପରିମାଣରରେ ହୋଇଛି। ଏପରିକି ଗତ ୩ ଦିନ ହେବ ଧନ୍‌ତେରସ୍‌ କାରବାର ପୂର୍ବବର୍ଷ ଅପେକ୍ଷା ଭଲ ରହିଥିଲାବେଳେ କାରବାର ୨୦୦ କୋଟିରୁ ଅଧିକ ହୋଇଛି ବୋଲି ଓଡ଼ିଶାର ଅଗ୍ରଣୀ ଅଳଙ୍କାର…

ରିଲାଏନ୍ସ ଡିଜିଟାଲର ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’

ଭୁବନେଶ୍ୱର,୧୨।୧୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଦୀପାବଳିରେ ପ୍ରେମ, ଆଲୋକ ଓ ଖୁସି ବାଣ୍ଟନ୍ତୁ ଏବଂ ଆପଣଙ୍କ ପ୍ରିୟଜନ ଓ ନିଜ ପାଇଁ ଉତ୍କୃଷ୍ଟ ଉପହାର ପାଆନ୍ତୁ।…

ଭ୍ରମାତ୍ମକ ଅଫର ପ୍ରତି ଗ୍ରାହକ ସାବଧାନ ରୁହନ୍ତୁ: ସଞ୍ଜୟ

ଭୁବନେଶ୍ୱର,୧୨।୧୧(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଦେଶ ଧନ୍‌ତେରସ୍‌ ଓ ଆଲୋକର ପର୍ବ ଦୀପାବଳି ପାଳନ ଉପଲକ୍ଷେ ଅଳଙ୍କାର ଓ ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିବେ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ…

ଜଳିଗଲା ବାଣ ଦୋକାନ

ଜଗତସିଂହପୁର,୧୨।୧୧: ଆଜି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ, ମିଠା ଖାଇ ଲୋକ ଦୀପାବଳୀ ପାଳନ କରୁଛନ୍ତି। କିନ୍ତୁ ପାରାଦୀପରେ ଏତିକିବେଳେ ଏକ ଅଘଟଣ ଘଟି ଯାଇଛି। ପାରାଦୀପର ଏକ ବାଣ ଦୋକାନରେ ଭୋର ସମୟରେ ନିଆଁ ଲାଗି ଯାଇଛି। ଲକ୍‌…

ମା’ ଭଦ୍ରକାଳୀ

କାଳୀପୂଜା ପାଇଁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ ପୀଠର ପରିବେଶ ଆକର୍ଷଣୀୟ ହୋଇଛି। ଏଠାକାର କାଳୀପୂଜା ଗଣପର୍ବରେ ପରିଣତ ହୋଇଛି। ଆଉ ଭଦ୍ରକାଳୀଙ୍କ ପୀଠରେ ହେଉଥିବା ପୂଜାର ଆକର୍ଷଣ ନିଆରା।…

ପ୍ରତ୍ୟକ୍ଷ ଦେବୀ ସିଦ୍ଧକାଳୀ

ସବୁଠି କାଳୀପୂଜା ପାଇଁ ଉତ୍ସବମୁଖର। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେଉଥିବା ବେଳେ କେନ୍ଦୁଝରର ବହୁ ପୁରାତନ ସିଦ୍ଧମଠଠାରେ ଥିବା ପ୍ରାୟ ୮୦୦ ବର୍ଷର ପୁରୁଣା ସିଦ୍ଧ କାଳୀ ମନ୍ଦିରରେ ମଧ୍ୟ କାଳୀପୂଜା ପାଇଁ ପ୍ରସ୍ତୁତି ସରିଛି। ଏଠାରେ ମା’ କାଳୀ…

ବାନ୍ଧକଳାରେ ଦୀପାବଳି ଶାଢ଼ି

ଅମରପାଲି,୧୨ା୧୧(ପୀତାମ୍ବର ସାହୁ)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର। କେତେବେଳେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କ ପାଇଁ ତ ଆଉ କେତେବେଳେ ବିଦ୍ୟା ବଲାନଙ୍କ ପାଇଁ ଶାଢ଼ି ବୁଣି ବେଶ୍‌ ନାଁ କରିଛନ୍ତି ସୁବର୍ଣ୍ଣପୁର ଜିଲାର ବାନ୍ଧଶିଳ୍ପୀ। କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?