ରାଜ୍ୟ

ଦୀପାବଳି ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ, ୧୨।୧୧(ଅଜିତ୍‌ ମହନ୍ତି):ଆଲୋକର ପର୍ବ ଦୀପାବଳିକୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ର ଏବେ ଉତ୍ସବମୁଖର ହୋଇଉଠିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୀପାବଳି ପାଇଁ ମାଟିଦୀପ ସହ ମହମବତିର ଚାହିଦା ବେଶ୍‌ ପରିଲକ୍ଷିତ ହେଉଛି। ସେହିପରି ଦୀପାବଳିରେ ପ୍ରୟାଶ୍ରାଦ୍ଧ ଦେବାର…

ଦୀପାବଳି: ଡିମାଣ୍ଡରେ ଫ୍ୟାନି୍ସ ଦୀପ

କଟକ,୧୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ରବିବାର ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଛି କଟକ ସହର। ଦୀପାବଳିରେ ଘର ସଜାଇବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସହରର ଅନେକ ସ୍ଥାନରେ ଭଳିକି ଭଳି ମୁରୁଜ (ରଙ୍ଗୋଲି) ଓ ଦୀପ ବିକ୍ରି…

କୃଷିଋଣରେ ୧୦% ଚାନ୍ଦା ଅସୁଲି

ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ ପ୍ରଦାନର ପ୍ରାୟ ୧୦% ବ୍ୟାଙ୍କ ଓ ସମିତିର ଉନ୍ନୟନ ନାମରେ ଚାନ୍ଦା ଅସୁଲି…

ମଣ୍ଡି ଖୋଲିନି, ମିଲ୍‌କୁ ଯାଉଛି ଧାନ

ଭେଡ଼େନ,୧୨।୧୧(ସୁଦନ ମହାକୁର)ବରଗଡ଼ ଜିଲାରେ ଆସନ୍ତା ୨୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ଉକ୍ତ ଦିନ ସମସ୍ତ ମଣ୍ଡି ଖୋଲାଯିବାକୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଅତାବିରା ଆର୍‌ଏମ୍‌ସି ଅନ୍ତର୍ଗତ ଭେଡ଼େନ…

ସ୍ମାର୍ଟସିଟିରେ କମୁଛି ଗୋବଂଶ

ରାଉରକେଲା,୧୨।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ଦୁଗ୍ଧ ଉପତ୍ାଦନ ହ୍ରାସ ପାଉଥିବା ବେଳେ ଗାଇଗୋରୁ ଓ ଗୋପାଳକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ୫ବର୍ଷ ତଳେ ସହରରେ ଗୋରୁଙ୍କ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ବର୍ତ୍ତମାନ ୩୮ଶହରେ ସୀମିତ ରହିଛି। ସହରର ବାସନ୍ତୀ…

ଦେଶୀ ଦୀପର ଚାହିଦା

ବାଙ୍ଗିରିପୋଷି, ୧୨।୧୧(ସଞ୍ଜୟ କୁମାର ଅଗ୍ରୱାଲା)-ଆଲୋକର ପର୍ବ ଦୀପାବଳି ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କିଏ ଘର ସାଜସଜ୍ଜା ପାଇଁ ସାମଗ୍ରୀ ତ ଆଉ କିଏ ବିଭିନ୍ନ ପ୍ରକାର ରଙ୍ଗିନ ଦୀପ କିଣିବାରେ ବ୍ୟସ୍ତ। ପ୍ରତିବର୍ଷ ଲୋକେ ବିଦେଶୀ ଦୀପ କିଣିବାକୁ…

ଦାରିଙ୍ଗବାଡ଼ିରେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଗ୍ରହ

ଦାରିଙ୍ଗବାଡ଼ି,୧୨ା୧୧ (ଅରୁଣ ସାହୁ)ଦାରିଙ୍ଗବାଡ଼ି ଅଞ୍ଚଳରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଅତୀତରେ ପାରମ୍ପରିକ ଖାଦ୍ୟ ବିଶେଷକରି ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅକୁ ଅଧିକା ପରିମାଣରେ ଚାଷ କରିବା ସହ ଖାଦ୍ୟ ଭାବେ ଖାଉଥିଲେ।…

ଉଜୁଡ଼ିଲା ଧାନ ଫସଲ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର)ବର୍ଷା ଅଭାବରୁ ପାହାଡ଼ ପର୍ବତ ପରିବେଷ୍ଠିତ ନୟାଗଡ଼ ଜିଲାରେ ଧାନ ଫସଲ ଉଜୁଡିଥିଲେ ମଧ୍ୟ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ ନ ଥି୍‌ବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଧାର କରଜ, ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀକୁ ଋଣ ପରିଶୋଧର…

୩୩ ମହିଳାକର୍ମୀଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୧୧ା୧୧: ଆଉ କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବାକୁ ବିଜେଡି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଜୁ ଯୁବ ଜନତା ଦଳ ପକ୍ଷରୁ ୩୩ ଜଣ ମହିଳାଙ୍କୁ ସଙ୍ଗଠନର…

ଓଡ଼ିଶାରେ ଦୀପାବଳି ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ଭୁବନେଶ୍ୱର, ୧୧ା୧୧: ଓଡ଼ିଶାରେ ବିଭିନ୍ନ ଜିଲାରେ ଦେବ ଦୀପାବଳି ଓ କାଳୀପୂଜା ଅବସରରେ ଦେବୀପୀଠଗୁଡ଼ିକ ଚଳଚଞ୍ଚଳ ହୋଇପଡିଛନ୍ତି। ଉପାସନାସ୍ଥଳୀଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ପରିବେଶ ଅନୁକୂଳ ଭାବେ ପାଳନ କରିବା ପାଇଁ ସରକାରଙ୍କ…

ଓଡ଼ିଶାରେ ପ୍ରଥମ ଘଟଣା: ନିଶାଦ୍ରବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ

ଭୁବନେଶ୍ୱର,୧୧ା୧୧: ନିଶାଦ୍ରବ୍ୟ ଜବତ ମାମଲାରେ ଖୋର୍ଦ୍ଧା ଜୁଭେନାଇଲ ଜଷ୍ଟିସ ବୋର୍ଡ କୋର୍ଟରେ ରାୟ ପ୍ରକାଶ ପାଇଛି। ବିଚାରପତି ଚିନ୍ମୟ ରଥ ଏହି ମାମଲାର ବିଚାର କରି ଜଣେ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି। ଏହି ଅପରାଧ ପାଇଁ ନାବାଳକଙ୍କୁ…

୧୪ରେ ଲଘୁଚାପ

ଭୁବନେଶ୍ୱର ୧୧।୧୧: ଆସନ୍ତା ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?